ପଦ୍ମପୁର : ଜିଲ୍ଲା ସ୍ତରୀୟ ସ୍କୁଲ କ୍ରିକେଟ୍ ପ୍ରତିଯୋଗିତା ଉଦଘାଟିତ l

ପଦ୍ମପୁର :- ସ୍ଥାନୀୟ ରାଜ୍ ବୋଡ଼ାସମ୍ବର ହାଇସ୍କୁଲ୍ ଖେଳପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ସ୍କୁଲ କ୍ରିକେଟ୍ ପ୍ରତିଯୋଗିତା ର ଉଦଘାଟନୀ ସଭା ସହ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ରାଧାକାନ୍ତ ଛତ୍ରୀ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l । ବିଧାୟକା ଶ୍ରୀମତୀ…

ବଲାଙ୍ଗିର ଗୁଡଭେଲା ବ୍ଲକ ମୁଖ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ…

ବଲାଙ୍ଗିର ୧୩ /୧୧ : ନଭେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ମୁଖ୍ୟାଳୟରେ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ…

ଆନ୍ତର୍ଜାତୀୟ ମାଣ୍ଡିଆ ଦିବସରେ ସମ୍ମାନିତ

ଗାଇସିଲାଟ/ମନ ଡନସନା- ଆନ୍ତର୍ଜାତୀୟ ମାଣ୍ଡିଆ ଦିବସ ପାଳନ ସମାରୋହ ଅବସରରେ ଦେବଦତ୍ତ କ୍ଲବ ଦ୍ଵାରା କୋଦୋ ଚାଷ କରି ଭୁବନେଶ୍ୱର ଜନତା ମଇଦାନ ରେ ବରଗଡ ଜ଼ିଲ୍ଲା, ଗାଇସିଲେଟ ବ୍ଲକ, ସାନସାଜବହାଲ ର ଚିଦାନନ୍ଦ ପଧାନ କ୍ଷୁଦ୍ର ଦାନା ଶସ୍ଯ ଚାଷ କରି ରାଜ୍ୟ ରେ ଦ୍ୱତୀୟ ପୁରସ୍କାର ପାଇଛନ୍ତି। ସେ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଡମ୍ୱଡ଼ା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ…

ଶିଶୁ ଯତ୍ନ ଅନୁଷ୍ଠାନର ପିତୃମାତୃହୀନ ଶିଶୁଙ୍କ ସହିତ ଦୀପାବଳୀ ଉତ୍ସବ ପାଳନ କଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଲୋକର ପର୍ବ ଦୀପାବଳୀ ଉତ୍ସବକୁ ଶିଶୁ ଯତ୍ନ ଅନୁଷ୍ଠାନର ପିତୃମାତୃହୀନ ଶିଶୁମାନଙ୍କ ସହ ପାଳନ କରିଛନ୍ତି ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ। ସୂଚନା ପ୍ରକାରେ ଗଜପତି ଜିଲ୍ଲା ପ୍ରଶାସନ ଦ୍ବାରା ପରିଚାଳିତ ଉତ୍କଳ ବାଳାଶ୍ରମ…

ବାଲ୍ ମୁକୁନ୍ଦ କେନ୍ଦ୍ର ତରଫରୁ ବିଭିନ୍ନ ସ୍ଥାନରେ ଜଗଦମ୍ବା ଜୟନ୍ତୀ ଏବଂ ଦୀପଦାନ ଉତ୍ସବ…

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କାର୍ତ୍ତିକ ଅମାବାସ୍ୟା ରବିବାର ଦିନ ବାଲ୍ ମୁକୁନ୍ଦ କେନ୍ଦ୍ର ତରଫରୁ ବିଭିନ୍ନ ସ୍ଥାନରେ ଜଗଦମ୍ବା ଜୟନ୍ତୀ ଏବଂ ଦୀପଦାନ ଉତ୍ସବ ପାଳିତ ହୋଇଯାଇଛି। ଅପରାହ୍ନରେ ସ୍ଥାନୀୟ ଆର୍ବନ ହଷ୍ଟେଲ ଛାତ୍ରାବାସ ଅନ୍ତେବାସୀଙ୍କ ଗହଣରେ ସଂଯୋଜକ ନିତ୍ୟାନନ୍ଦ…

ମହାକାଳପଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ନୂତନ ଓପିଡି ଏବଂ ଆଇପିଡି କୋଠା ପାଇଁ ୧୨.୮୪କୋଟି ମଂଜୁର

ଭୁବନେଶ୍ୱର : ରାଜ୍ୟ ସରକାର ୧୨ କୋଟି ୮୪ଲକ୍ଷ ୬୬ ହଜାର ଟଙ୍କାର ବ୍ୟୟ ଅଟକଳରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ନୂତନ ଓପିଡି ଏବଂ ଆଇପିଡିର କୋଠାର ନିର୍ମାଣ ପାଇଁ ପ୍ରଶାସନିକ ମଞ୍ଜୁରୀ ପ୍ରଦାନ କରିଛନ୍ତି |ଏ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

କୋଶଲ ରାଏଜ୍ ଆମକୁ ଦରକାର ନାରା ଲଗେଇଛନ ଆଇନ ଛାତ୍ର ଆଶିଷ ଜ୍ୟୋତିଷ

ଗାଇସିଲାଟ/ମନ ଡନସନା - ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟବାହାଲ ପଞ୍ଚାୟତ ଅଧିନରେ ଥିବାର ଯୁବାଖୋଲ ଗ୍ରାମର ଆଇନ ଛାତ୍ର ଆଶିଷ ଜ୍ୟୋତିଷ ଛୋଟ ଛୁଆ ନୁ ବୁଢ଼ା ଵୁଢି ତକ ସମକୁ କୋଶଲ ରାଏଜ୍ ଆମକୁ  ଦରକାର ବଲି  ଲୋଖା     ହୋଇଥିବାର ପ୍ଲାକାର୍ଡ ଗୁଟେ ଧରି କରି ପ୍ରତି ବାଦ କରୁଛନ …

ସାଂସଦ ଙ୍କ ଉନ୍ନୟନ ପାଣ୍ଠି ରୁ ପଥ ପ୍ରାନ୍ତ ଜନ ଆଶ୍ରୟ ସ୍ଥଳୀ ର ଉଦ୍ ଘାଟନ।

 ବାସୁଦେବପୁର - ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ରୁ ବାସୁଦେବପୁର ରେ ମୁଖ୍ୟ ବଜାର କାଳୀ ମନ୍ଦିର ଛକ ନିକଟରେ ଏକ ପଥ ପ୍ରାନ୍ତ ଜନ ଆଶ୍ରୟ ସ୍ଥଳୀ ର ଶୁଭ ଉଦ୍ ଘାଟନ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ…

ନିଆରା ଢଙ୍ଗ ରେ ଦୀପାବଳି ପାଳନ କଲେ ଆଦର୍ଶ ଯୁବ ପରିଷଦ

ଅନାଥ ଦୁଇ ଭାଇ ଭଉଣୀଙ୍କ ମୁହଁରେ ଖୁସି ଆଣିବାର ନିଆରା ପ୍ରଚେଷ୍ଟା ଦୀପାବଳି ରେ ଦୁଇ ଅନାଥ ଙ୍କୁ 20000/ ଆର୍ଥିକ ସହାୟତା ପ୍ରଦାନ କଲେ ଆଦର୍ଶ ଯୁବ ପରିଷଦ ଦୁଇ ଅନାଥ ଙ୍କ ସାହା ଭରସା ପାଲଟିଛନ୍ତି ବୃଦ୍ଧ ଜେଜେମା ଏବଂ ଜେଜେବାପା ବାସୁଦେବପୁର:-ବେଳେ ବେଳେ ଏମିତି…