Sign in
Sign in
Recover your password.
A password will be e-mailed to you.
ଜମନକିରା ରେ ଦକ୍ଷତା ବିକାଶ ଓ ତାଲିମ ଶିବିର
ଜମନକିରା,୧୧/୧୧:(ଲିପନ ନାଏକ ) ଜମନକିରା ବ୍ଲକ ସ୍ତରୀୟ ଦକ୍ଷତା ବିକାଶ ଓ ତାଲିମ ଶିବିର ଜମନକିରା ସଦର ମହକୁମା ସ୍ଥିତ ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଟିକିବା ସମିତି ସଭ୍ୟା ସିଗ୍ଧା ପଟେଲ ଅଧକ୍ଷତାରେ କମିଟିର ଅଧକ୍ଷା ଏଫଆଇଏସି ଜମନକିରା…
ବିଜେଡି ଦଳରୁ ତଡାଖାଇଥିବା ନେତାଙ୍କୁ ଆପଣେଇବାକୁ ବିଜେପି ଆଗଭର: ବିଜେଡି
ପ୍ରଦୀପ ପାଣିଗ୍ରାହୀଙ୍କ ଯୋଗଦାନ ନେଇ ମତ ରଖିଲା ବିଜେଡି
ବିଜେପି ଦଳରେ ନୀତି ଆଦର୍ଶ ବୋଲି କିଛି ନାହିଁ
ନୂଆ ନେତା ସୃଷ୍ଟି କରିପାରୁନାହିଁ ରାଜ୍ୟ ବିଜେପି
ପ୍ରଦୀପଙ୍କ ଯୋଗଦାନର କୌଣସି ପ୍ରଭାବ ପଡିବନାହିଁ
ବ୍ରହ୍ମପୁର, ୧୧/୧୧/୨୦୨୩: ଜନ ବିରୋଧି…
ନିଶା ଇଞ୍ଜେକସନ ଚୋରା ଚାଲାଣ : ଜବତ ହେଲା ଘରୋଇ ବସ “ଜୟ ଭୋଲେ” ଅଭିଯୁକ୍ତ ହେଲପର ଗିରଫ l
ପଦ୍ମପୁର :- ନିଶା ଇଞ୍ଜେକସନ୍ ଚୋରା ଚାଲାଣ କରୁଥିବା (ଓ.ଡି. ୩୧ କେ ୯୦୯୯ ) ଜୟଭୋଲେ ବସ କୁ ଜବତ କରିବା ସହ ଅଭିଯୁକ୍ତ କୁ ଗିରଫ କରିଛି ପଦ୍ମପୁର ପୋଲିସ l ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ପୋଲିସ ଭୁବନେଶ୍ବର ରୁ ପଦ୍ମପୁର ଆସୁଥିବା ଘରୋଇ ବସ୍ "ଜୟଭୋଲେ" କୁ ପିଛା କରି ସ୍ଥାନୀୟ…
ଜୈବ ମଣ୍ଡଳ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ଜୈବ ମଣ୍ଡଳ ବୋର୍ଡ ଆନୁକୁଲ୍ୟରେ ସ୍ଥାନୀୟ ରାୟଗଡ ଓ ମୋହନା ବ୍ଲକରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ ଦିନିଆ ତାଲିମ ଶିବିରରେ ବିଶିଷ୍ଟ ଉଦ୍ଭିଦ ବିଜ୍ଞାନବିତ୍ ଡ଼. ପ୍ରସାଦ କୁମାର ଦାଶ , ଜୀବବିଜ୍ଞାନବିତ୍ ଡ.…
ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ
ନୟାଗଡ଼ (ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସୃଜନ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ,…
ଧନତେରସ କୁ ନିଆରା ଢଙ୍ଗରେ ପାଳନ କଲେ ବେଲଗୁଣ୍ଠା ପ୍ରେସ୍ କ୍ଳବ ।
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ଧନତେରସରେ ଘରକୁ ସୁନା,ରୁପା ଭଳି ମୂଲ୍ୟବାନ ସାମଗ୍ରୀ କିଣିଲେ ମହାଲକ୍ଷ୍ମୀ ଓ କୁବେର ପ୍ରସନ୍ନ ହୋଇଥାନ୍ତି ।ଆଜି ବେଲଗୁଣ୍ଠା ସହରର ବିଭିନ୍ନ ଦୋକାନରେ ଲାଗିଥିଲା ପ୍ରବଳ ଭିଡ ।କିଏ ସୁନା କିଣୁଥିଲା ତ କିଏ ରୁପା ଆଉ କିଏ ପିତ୍ତଳର ସାମଗ୍ରୀ ।ଗରିବ ଶ୍ରେଣୀର…
ବାଙ୍କି ବଜାରରେ ନାମ ଯଜ୍ଞ ପାଇଁ ଶୁଭଖୁଣ୍ଟି ସ୍ଥାପନ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆସନ୍ତା ନଭେମ୍ବର୍ 21 ତାରିଖରୁ 24 ତାରିଖ ପର୍ଯ୍ୟନ୍ତ ବେଲଗୁଣ୍ଠା ସହରର ବାଙ୍କି ବଜାରରେ ଚବିଶି ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହେବ I ଏହି ଅବସରରେ ଆଜି ବାଙ୍କି ବଜାର ଠାରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି I କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି…
ପ୍ଲାଷ୍ଟିକ୍ ମୁକ୍ତ ଏବଂ ବର୍ଜ୍ୟ ବସ୍ତୁର ପୁନଃ ବିନିଯୋଗ ସଚେତନତା କାର୍ଯ୍ୟକ୍ରମ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ ), ଆଜି ବେଲଗୁଣ୍ଠା ସାଇ ଆଇଟିଆଇ ପରିସରରେ ପ୍ଲାଷ୍ଟିକ୍ ର ପୁନଃ ବିନିଯୋଗ,ବୃକ୍ଷରୋପଣ,ବନ ସୁରକ୍ଷା ସମ୍ପର୍କରେ ଏକ ପରିବେଶ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ…
ଖୁବଶୀଘ୍ର ହେବ ରାମଚଣ୍ଡୀ ମନ୍ଦିର ପୁନଃରୁଦ୍ଧାର: ଖର୍ଚ୍ଚ ହେବ 68 ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା
ବରଗଡ଼ :- ବିଶ୍ୱ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାର୍ବତ ର ପାଦଦେଶରେ , ପବିତ୍ର ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଭବ୍ୟ ମନ୍ଦିର ରୁ ଅନତି ଦୂରରେ ରହିଛି ମାଁ ରଣେଶ୍ୱର ରାମଚଣ୍ଡୀ ଦେବୀ ଙ୍କର ଏକ ସୁନ୍ଦର ମନ୍ଦିର । କୁଳିତା ସମାଜ ର ଆରାଧ୍ୟ ଦେବୀ ମାଁ ରାମଚଣ୍ଡୀ ଙ୍କର ଏହି…
ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଇତିହାସ ବିଭାଗର ପାଠଚକ୍ର
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଇତିହାସ ବିଭାଗର ପାଠଚକ୍ର ଅନୁଷ୍ଠିତ ହେବା ସହିତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି I ଇତିହାସ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅଶୋକ…