Sign in
Sign in
Recover your password.
A password will be e-mailed to you.
ପୁରେନା ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ l
ପଦ୍ମପୁର:-ପୁରେନା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ଭାଷା , ସାହିତ୍ୟ ଓ ସୃଜନଶୀଳତା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସଭାପତିତ୍ବ କରିଥିଲେ ସ୍କୁଲ୍ ର ପ୍ରଧାନଶିକ୍ଷକ ଶ୍ରୀ ରେଣୁଧର ସାହୁ। ପୁରେନା ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଡଲି ବେହେରା ମୁଖ୍ୟ ଅତିଥି ଭାବରେ…
ବିଭିନ୍ନ ବିଦ୍ୟାଳୟରେ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ପାଳିତ
ଓଡ଼ଗାଁ,୧୯।୧(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧୀନସ୍ଥ ଝାଙ୍ଗୀରାମ ସରକାରୀ ଉଚ୍ଚ ବିଦ୍ୟାଳୟ, ଗୈାଡପୁଟରେ ଭାଷା,ସାହିତ୍ୟ ଓ ସୃଜନଶିଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ତପନ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅତିଥିଭାବେ ସରପଞ୍ଚ…
ସ୍ବାଧୀନତା ସଂଗ୍ରାମୀଙ୍କ ପରଲୋକ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଆରଡ଼ା ପଞ୍ଚାୟତ ମହୁଲିଆ ଗ୍ରାମର ସ୍ବାଧୀନତା ସଂଗ୍ରାମୀ ବିଶ୍ୱନାଥ ରାଉତଙ୍କ ୧୧୨ ବର୍ଷ ବୟସରେ ନିଜ ବାସ ଭବନରେ ମୃତ୍ୟୁ ଘଟିଛି।ତାଙ୍କର ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବାବେଳେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ,ବ୍ଲକ…
“ନୂଆ ଓ -ଓଡିଆ ” ସାହିତ୍ୟ ପ୍ରତିଯୋଗିତା ଉଦଯାପିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୯/୦୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗତ ୧୬ ତାରିଖରୁ ଚାଲି ଆସିଥିବା " ନୂଆ - ଓ ଓଡିଆ" ସାହିତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ବିଶ୍ଵ ଓଡିଆ ଭାଷା…
ବୁଦୁଲି ହାଇସ୍କୁଲରେ ବାର୍ଷିକ ଉତ୍ସବ ସହ ଭାଷା, ସାହିତ୍ୟ ଓ ସୃଜନୀ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ଆଜି ଭଂଜନଗର ବ୍ଲକ ଅନ୍ତର୍ଗତ ବୁଦୁଲି ହାଇସ୍କୁଲରେ ବାର୍ଷିକ ଉତ୍ସବ ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସୃଜନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଇନ୍ଦିରା ପ୍ରଭା ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି…
ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ର କଲମ ଛାଡ ଆନ୍ଦୋଳନ ର ଚେତାବନୀ
ଶାସକ ପ୍ରଶାସକ/ ଅଶୋକ ସାହୁ : ତା 19.01.24 ରିଖ ଦିନ ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ, ନବରଙ୍ଗପୁର ଜିଲ୍ଲା ଶାଖା ତରଫ ରୁ ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଜରିଆରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ, ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର…
କୁନିଦା ଛାତ୍ରୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ
ପ୍ରେମିକ ହିଁ ପ୍ଲାଷ୍ଟିକ ରଶି ରେ ତଣ୍ଟି ଚିପି ମାରିଥିଲା: ଆସାମୀ ଗିରଫ ।
ଭୁବନ/ଅବିନାଶ ସାଥୁଆ ମହାପାତ୍ର ।- ଭୁବନ ଥାନା ଅନ୍ତର୍ଗତ କୁନିଦା ଗ୍ରାମରେ ଗତ ସୋମବାର ମକର ସଂକ୍ରାନ୍ତି ଦିନ ଜନୈକା କଲେଜ ପଢୁଆ ଯୁବତୀ ଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ଭୁବନ ପୋଲିସ ଏହି ଘଟଣାର…
ଗଞ୍ଜାମ ଜିଲ୍ଲା ପ୍ରାଣୀ ଚିକିତ୍ସକଙ୍କ ସମୂହ ଛୁଟି ଦ୍ଵିତୀୟ ଦିନରେ ; ଚିନ୍ତାରେ ପ୍ରାଣୀ ପାଳକ
ବେଲଗୁଣ୍ଠା ,-(ଶିବରାମ ଚୌଧୁରୀ )-,ପ୍ରାଣୀ ଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣ ଏବଂ ତତ୍ ସଂକ୍ରାନ୍ତୀୟ ବିଭିନ୍ନ ଦାବୀ ସମ୍ପର୍କରେ ଓଡ଼ିଶା ସରକାର କର୍ଣ୍ଣପାତ ନ କରିବା ପ୍ରତିବାଦରେ ଗଞ୍ଜାମ ଜିଲ୍ଲା ପ୍ରାଣୀ ଚିକିତ୍ସା ସେବା ସଂଘ ଆହ୍ଵାନରେ ଜିଲ୍ଲାର ସମସ୍ତ ପ୍ରାଣୀ…
ବେଆଇନ ଭାବେ ଇଟା ବ୍ୟବସାୟୀ ଙ୍କ ବିଦ୍ୟୁତ କାଟିବା ନେଇ ପ୍ରତିବାଦ ।
କେନ୍ଦ୍ରାପଡା::(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ ବିଦୂତ ବିତରଣ କାର୍ଯ୍ୟାଳୟ ଭିତରେ ସିମେଣ୍ଟ ବସ୍ତା ରଖି ପ୍ରତିବାଦ କଲେ ବିଦୂତ ଉପଭୋକ୍ତା ! ସାମନ୍ନା କୁ ଆସିଛି ଏମିତି ଏକ ଦୃଶ୍ୟ । ଘଟଣା ଟି ହେଉଛି କେନ୍ଦ୍ରାପଡା ଜିଲ୍ଲା ଚାନ୍ଦୋଳ ଅଞ୍ଚଳରେ ଥିବା ବିଦ୍ୟୁତ କାର୍ଯ୍ୟାଳୟରେ ! ସୂଚନା…
ରୂପାନ୍ତରିତ ସଂସ୍କୃତି ଭବନ ଲୋକାର୍ପିତ,ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ଜରୁରୀ:ଅରୁଣ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ପୁନଃ ନବୀକରଣ ହୋଇ ଅତ୍ୟାଧୁନିକ ପ୍ରେକ୍ଷାଳୟରେ ପରିଣତ ହୋଇଥିବା ପଠାଣି ସାମନ୍ତ ସଂସ୍କୃତି ଭବନ ଆଜି ଲୋକାର୍ପିତ ହୋଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଲୋକାର୍ପିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ନୟାଗଡ଼…