Sign in
Sign in
Recover your password.
A password will be e-mailed to you.
ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଅଭିଯୋଗ ଶୁଣାଣି…
ନବରଙ୍ଗପୁର/ଅଶୋକ ସାହୁ : ତେନ୍ତୁଳିଖୁଣ୍ଟି ର ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କୋମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ! ଏଥିରେ ବ୍ଲକ ଅଂଚଳ ରୁ ଆସିଥିବା ଲୋକେ ସାମୁହିକ ଓ ବ୍ୟକ୍ତିଗତ ସମସ୍ୟା ନେଇଁ ଅଭିଯୋଗ…
ଜାତୀୟ କ୍ରୀଡା ପ୍ରତିଯୋଗିତାରେ ବ୍ରୋଞ୍ଚ ପଦକ ହାସଲକଲେ ଓଡ଼ଗାଁ ବ୍ଳକର ୨ ଝିଅ ବର୍ଷାରାଣୀ ଓ ମିନତୀ
ଓଡ଼ଗାଁ,୧୩।୧୧(ଶ୍ରୀକାନ୍ତ କୁମାର ମିଶ୍ର): ଗୋଆଠାରେ ଅନୁଷ୍ଠିତ ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଓଡ଼ଗାଁ ବ୍ଳକର ୨ ଝିଅ ବର୍ଷାରାଣୀ ଓ ମିନତୀ ରାଜ୍ୟ, ଜିଲ୍ଲା ଓ ବ୍ଳକ ପାଇଁ ଆଣିଦେଇଛି ଗୌରବ । ଓଡ଼ଗାଁ ବ୍ଳକର ୨ଝିଅ ବର୍ଷାରାଣୀ ସାହୁ ଏବଂ ମିନତୀ ସାହୁ । ବର୍ଷାରାଣୀ ଓଡ଼ଗାଁ…
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ଆହୁତ ଜିଲ୍ଲାସ୍ତରୀୟ ପେନସନ୍ଅଦାଲତ
ଭୁବନେଶ୍ୱର :ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ଓଡ଼ିଶାର ସମସ୍ତ 30 ଗୋଟି ଜିଲ୍ଲାରେ ଚାକିରିରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ତଥା ଅନ୍ୟାନ୍ୟ କର୍ମଚାରୀମାନଙ୍କର ପେନସନ୍ସୁରୁଖୁରୁରେ ପ୍ରାପ୍ତି ପାଇଁ ଏକ ସରଳ ପ୍ରଚେଷ୍ଟା କରାଯାଇଅଛି।ଏହି ପରିକଳ୍ପନା ଅନୁଯାୟୀ ଆସନ୍ତା ତା୧୮/୧୧…
ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’: -ସାରା ରାଜ୍ୟରୁ ଯୋଗ ଦେବେ ୨ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ
-ମୁଖ୍ୟ ଆକର୍ଷଣ ସାଜିବ ‘ଆକାଂକ୍ଷୀ ପାଭିଲିୟନ୍’
-ଉଦ୍ଯାପନୀ ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୩।୧୧: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଶିଶୁ ଦିବସ ଅବସରରେ ଅନୁଷ୍ଠିତ ହେଉଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ । ମଙ୍ଗଳବାରଠାରୁ ଆସନ୍ତା ୧୬…
ଆସନ୍ତା ମାସରେ ଝାରସୁଗୁଡା ଜିଲ୍ଲାରେ ଉଦ୍ୟୋଗ ଓଡିଶା-2023
ମହିଳା ଉଦ୍ୟୋଗୀଙ୍କୁ ନୂତନ ସୁଯୋଗ ପ୍ରଦାନ କରିବାରେ ହେବ ସହାୟକ
ଭୁବନେଶ୍ବର, 13 ନଭେମ୍ବର 2023: ମହିଳା ସ୍ବୟଂ ସହାୟକ ଗୋଷ୍ଠୀରୁ ଉଦ୍ୟୋଗୀ (ଏସଚଜି ରୁ ଏସଏମଇ) ନାରାକୁ ପ୍ରତିଫଳିତ କରିବାରେ ଏବଂ ପଶ୍ଚିମ ଓଡିଶାର କ୍ଷୁଦ୍ର ଓ ମଧ୍ୟମ ଯୁବ ଉଦ୍ୟୋଗୀଙ୍କୁ ଏକ ମୁକ୍ତ ତଥା ବଡ ସୁଯୋଗ ପ୍ରଦାନ…
ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରାକ ଆଲୋଚନା ଅନୁଷ୍ଠିତ
ଭୁବନେଶ୍ୱର- ତା.୧୩.୧୧.୨୦୨୩- ଖୋର୍ଦ୍ଧା ଠାରେ ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହାର ଗଠନ ପୂର୍ବରୁ ଓ…
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶିଶୁ ସାଂସ୍କୃତିକ ବିଚିତ୍ରା ଅନୁଷ୍ଠିତ
ଭୁବନେଶ୍ୱର -ତା.୧୩.୧୧.୨୦୨୩- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶିଶୁ ଦିବସ ଅବ୍ୟବହିତ ପୂର୍ବରୁ ଶିଶୁ ସାଂସ୍କୃତିକ ବିଚିତ୍ରା ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ…
ଉତ୍ତରାଖଣ୍ଡରେ ଫସି ରହିଥିବା ଓଡ଼ିଆ ଶ୍ରମିକ ମାନଙ୍କ ସୁରକ୍ଷିତ ଉଦ୍ଧାର ନିମନ୍ତେ ପଦକ୍ଷେପ ଜାରି
ଭୁବନେଶ୍ୱର- ତା.୧୩.୧୧.୨୦୨୩- ଉତ୍ତରାଖଣ୍ଡରେ ଫସି ରହିଥିବା ଓଡ଼ିଆ ଶ୍ରମିକ ମାନଙ୍କୁ ସୁରକ୍ଷିତ ଉଦ୍ଧାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକ୍ରିୟା ଜାରି ରହିଛି । ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲା ବ୍ରହ୍ମଖାଲ ଓ ପୋଲଗାଁଓ ଜାତୀୟ ରାଜପଥ ଟନେଲ ନିର୍ମାଣ କାର୍ଯ୍ୟ ବେଳେ ଗତକାଲି…
ଟିକିରି ସ୍ଥିତଉତ୍କଳ ହସ୍ପିଟାଲରେ ଲାପାରୋସ୍କୋପି ଉଦ୍ଘାଟିତ।
ରାୟଗଡା ରୁ ବୈକୁଣ୍ଠ ଦୁରିଆ : ଅଞ୍ଚଳର ଜନସାଧାରଣଙ୍କ ସ୍ଵାସ୍ଥ୍ୟ ଏବଂ କଲ୍ୟାଣ ନିମନ୍ତେ ଟିକିରିଠାରେ ଏକ ମଲ୍ଟି ସ୍ପେଶାଲିଟି ଉତ୍କଳ ହସ୍ପିଟାଲ ସ୍ଥାପନ କରିଛି ଯାହା ବାର୍ଷିକ ୩୦୦୦୦ରୁ ଅଧିକ ଲୋକଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଇ ଆସୁଛି ।ସ୍ଥାନୀୟ ଜନସାଧାରଣଙ୍କୁ ଉନ୍ନତ ଚିକିତ୍ସା ସୁବିଦା…
ବେଲଗୁଣ୍ଠାରେ ମାଆ ଶ୍ୟାମାକାଳୀଙ୍କ ପୂଜା
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସ୍ଥିତ ଶ୍ରୀ ଶ୍ରୀ ମା ଦଣ୍ଡକାଳୀ ମନ୍ଦିର ପୀଠରେ ମାଆ ଶ୍ୟାମାକାଳୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି I ଶ୍ରୀ ଶ୍ରୀ ଶ୍ରୀ ଆନନ୍ଦ କବିଚନ୍ଦ୍ର ଦଣ୍ଡକାଳୀ ନାଟ୍ୟ ପରିଷଦ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ପିଚୁକୁଳିରୁ…