ଓଡିଶା ପାଇଁ ଦୁଇଜଣଙ୍କୁ ସହପ୍ରଭାରୀ ଭାବେ ନିଯୁକ୍ତ କଲା ଏଆଇସିସି

0 2

ଭୁବନେଶ୍ୱର-ତା୨୦/୧/୨୪ରିଖ-ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ ଦୁଇଜଣ ଏଆଇସିସି ସମ୍ପାଦକ ଶ୍ରୀ ଖ୍ରୀଷ୍ଟଫର ତିଲକ ଓ ଶ୍ରୀ ମହମ୍ମଦ ସାହାନବାଜ ଚୌଧୁରୀ ଙ୍କୁ ଓଡିଶାର ସହ ପ୍ରଭାରୀ ଭାବରେ ନିଯୁକ୍ତ ପ୍ରଦାନ କରିଛନ୍ତି ବୋଲି ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ କେ ସି ଭେନୁଗୋପାଲ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

Image

Leave A Reply

Your email address will not be published.