୭୦ ତମ ସର୍ବଭାରତୀୟ ରାଜ୍ୟସ୍ତରୀୟ ସମବାୟ ସପ୍ତାହ ପାଳିତ

ସୁଧ ମୁକ୍ତ କୃଷିଋଣ ଯୋଜନା, ବିନା ଦେୟରେ ଫସଲ ବୀମା ପଞ୍ଜୀକରଣ ତଥା କୃଷିଜାତ ଦ୍ରବ୍ୟର ସଫଳ ବିପଣନ ସମବାୟ ମାଧ୍ୟମରେ ସୂଚାରୁ ରୂପେ କରିବା ପାଇଁ ମନ୍ତ୍ରୀ ଶ୍ରୀ ନାୟକଙ୍କ ଆହ୍ଵାନ ଭୁବନେଶ୍ୱର :  ସମବାୟ ବିଭାଗ, ଓଡିଶା ତରଫରୁ ଚଳିତ ବର୍ଷ ୭୦ ତମ ସମବାୟ ସପ୍ତାହ -୨୦୨୩ ଆଜି ଠାରୁ ଉତ୍କଳ…

ଜନଜାତି ଛାତ୍ରଛାତ୍ରୀଙ୍କ ତୂଳୀରେ ଆଦିବାସୀ ଜୀବନଶୈଳୀ ଓ ସଂସ୍କୃତି

ଭୁବନେଶ୍ବର, 14 ନଭେମ୍ବର 2023: ମହାନ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଦିବସକୁ ଜନଜାତୀୟ ଗୌରବ ଦିବସ ରୂପେ ପାଳନ କରାଯିବ । ନଭେମ୍ବର 15 ରୁ 26 ତାରିଖ ପର୍ଯ୍ୟନ୍ତ ଏହି ଦିବସକୁ ସର୍ବଭାରତୀୟସ୍ତରରେ ପାଳନ କରାଯିବ । ଏନେଇ ଆଜି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି…

“ନବୀନ ସରକାର ୫୦% ପିସି ସରକାର, ସ୍କାମରେ ପରିଣତ ହୋଇଛି ସମସ୍ତ ସ୍କିମ୍ “

ଓଡିଶାରେ ଚାଲିଥିବା ଦୁର୍ନୀତି, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିରୋଧରେ ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟ ଆଗରେ ଭାରତୀୟ ଜନତା ପାର୍ଟିର ବ୍ଲକ ଘେରାଓ ବ୍ଲକ ଘେରାଉ କାର୍ଯ୍ୟକ୍ରମ କେବଳ ଏକ ଆନ୍ଦୋଳନ ନୁହେଁ, ଏହା ହେଉଛି ଲୋକଙ୍କ ଅସନ୍ତୋଷର ପ୍ରତିଫଳନ : ମନମୋହନ ସାମଲ …

ବିଶିଷ୍ଟ ବ୍ୟବସାୟୀ ସ୍ବର୍ଗତ ଉତ୍ସବାନନ୍ଦ ସ୍ୱାଇଁ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ସ୍ମୃତିଚାରଣ ସଭା ଅନୁଷ୍ଠିତ l

(ନିଶ୍ଚିନ୍ତକୋଇଲି-ଶାସକ ): ନିଶ୍ଚିନ୍ତକୋଇଲି ପଞ୍ଚାୟତ ବାରମାଣିଆ ଗ୍ରାମର ବିଶିଷ୍ଟ ବ୍ୟବସାୟୀ ସ୍ବର୍ଗତ ଉତ୍ସବାନନ୍ଦ ସ୍ୱାଇଁ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମାହାଙ୍ଗା ବରିଷ୍ଟ ବିଜେପି ନେତା ତଥା ସଦସ୍ୟ…

ଉଦଯାପିତ ହେଲା ଜିପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଗୁଣପୁର ଟାଇଟନ୍ ଓ୍ବିନର, ରନରସ୍ ହେଲେ ନ୍ଯୁଏସ ଲାଏନ୍ସ ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ସ୍ଥାନୀୟ ମିନି ଷ୍ଟାଡିୟମରେ ଗୁଣପୁର ପ୍ରିମିୟର୍ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଜାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଆଜି ମୁଖ୍ଯ ଅତିଥି ଭାବେ ପୁର୍ବତନ ରାଜ୍ଯସଭା ସାଂସଦ ଏନ.…

ପୂର୍ବ ତଟ ରେଳପଥ ପକ୍ଷରୁ ମଧୁମେହ ସଚେତନତା ଓ ପଦଯାତ୍ରା ର ଆୟୋଜନ:

ଭୁବନେଶ୍ୱର: ବିଶ୍ୱ ମଧୁମେହ ଦିବସ ପାଳନ ଅବସରରେ ମଧୁମେହର ସଚେତନତା ପାଇଁ ପୂର୍ବ ତଟ ରେଳପଥ ର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଭାପତି ଶ୍ରୀମତୀ ଦିବ୍ୟା ଶର୍ମା ଓ ଅନ୍ୟାନ ବରିଷ୍ଠ ଅଧିକାରୀ ଏବଂ ରେଳପଥ ପ୍ରମୁଖ ଚିକିତ୍ସା ନିର୍ଦେଶକ ଶ୍ରୀ ଆଶିଷ…

ନବୀନ ଶାସନରେ ମାଁ ଓ ଭଉଣୀମାନେ ଅସୁରକ୍ଷିତ : ଉର୍ମିଳା ମହାପାତ୍ର

ଆଜିଠାରୁ ରାଜ୍ୟରେ ‘ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ’  ରାଜ୍ୟରେ ଏକତୃତୀୟାଂଶ ମହିଳା ରକ୍ତହୀନତାରେ ପିଡୀତ  ଶିଶୁ କନ୍ୟା ଓ ନାବାଳିକା ଛାତ୍ରୀ ଦୁଷ୍କର୍ମ ଘଟଣାମାନ ଯେତିକି ସମ୍ବେଦନଶୀଳ, ସେତିକି ଲଜ୍ୟାଜନକ  ବିଭିନ୍ନ ଅପରାଧରେ ମାତ୍ର ୩୫% ଚାର୍ଜସିଟ…

ଆସନ୍ତା ୧୮ ତାରିଖ ଦିନ ବିଶାଳ ସମାବେଶ ପାଇଁ ପ୍ରସ୍ତୁତି ବୈଠକ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଚଳିତ ମାସ 14 11 2023 ତାରିଖ ଦିନ ସିପିଆଇ (ଏମ୍ଏଲ) ଲିବରେସନ ତରଫରୁ ଗୁଣପୁର ବ୍ଲକ ଅନ୍ତର୍ଗତ ଜଲତାର ପଞ୍ଚାୟତ ର ଲୁଗୁଂରୁତାଲ ଗାଁ ରେ ଶତାଧିକ ଲୋକ ଯୋଗ ଦେଇଥିଲେ। ଉକ୍ତ ସଭାରେ ସି ପି ଆଇ (ଏମଏଲ) ଲିବରେସନ ରାଜ୍ୟ କମିଟି ସଭ୍ୟ ତ୍ରିପତି ଗମାଙ୍ଗ ଓ…

ଭଞ୍ଜନଗର ଉପେନ୍ଦ୍ରଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ଉତ୍ସବ

 ଭଞ୍ଜନଗର/ଉଦୟନାଥ ପଣ୍ଡା: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରେ ଆଜି ନଭେମ୍ବର ୧୪ ତାରିଖ ରେ ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ( ସରକାରୀ ) ଉଚ୍ଚ ବିଦ୍ୟାଳୟ, ଠାରେ ଶିଶୁ ଦିବସ ଉତ୍ସବ ଆଡ଼ମ୍ବର ସହକାରେ ପାଳନ କରାଯାଇଅଛି । ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ…

ପବିତ୍ର ଶିଶୁ ଦିବସରେ “ଆମ କୁନିପିଲା” ଶୁଭାରମ୍ଭ

-ଶିଶୁମାନଙ୍କୁ ମିଳିବ ଘରେ ହିଁ ଆନନ୍ଦଦାୟକ ବନ୍ଧୁତ୍ବପୂର୍ଣ୍ଣ ଅନୁକୂଳ ପରିବେଶ -ଏବେ ଘରର ପୁରୁଷ ସଦସ୍ୟମାନଙ୍କୁ କରାଯିବ ଶିଶୁ ଯତ୍ନରେ ସମ୍ପୃକ୍ତି - ଅଙ୍ଗନବାଡି କର୍ମୀ କରିବେ ତିନି ବର୍ଷରୁ କମ୍ ପିଲାଙ୍କ ସହ ଗଳ୍ପ ଓ ଭାବ ବିନିମୟ ଭୁବନେଶ୍ୱର: ପ୍ରତ୍ୟେକ ଶିଶୁ ର…