Sign in
Sign in
Recover your password.
A password will be e-mailed to you.
ବିଜୁ କନ୍ୟା ରତ୍ନ ଯୋଜନା ରେ ନବଜାତ କନ୍ୟା ଙ୍କୁ ସ୍ଵାଗତ କଲେ ଜିଲ୍ଲାପାଳ
ଜଗତସିଂହପୁର,ତା-୧୪.୧୧.୨୦୨୩/ସୁମନ୍ତ କୁମାର ଦାସ: "କନ୍ୟା ସନ୍ତାନ ଅମୂଲ୍ୟ ରତ୍ନ, ଝିଅ ନାହିଁ ତ ସଂସାର ନାହିଁ " ଭଳି ଅଭିନବ ବାର୍ତ୍ତା ସହ ଆଜି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ନବଜାତକ କନ୍ୟା ସନ୍ତାନ ମାନଙ୍କର ମା ମାନଙ୍କୁ ଉପହାର…
ଜିଲ୍ଲା ସ୍ତରୀୟ ବିଶ୍ବ ମଧୁମେହ ଦିବସ ପାଳନ
ଜଗତସିଂହପୁର,ତା-୧୪.୧୧.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ବିଶ୍ଵ ମଧୁମେହ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ନଭେମ୍ବର ମାସ ୧୪ ତାରିଖରେ…
ଶିଶୁସୁରକ୍ଷା ସପ୍ତାହ ପାଳନ ଅବସରରେ ସଚେତନତା ରଥ ପରିକ୍ରମା
ଜଗତସିଂହପୁର,ତା-୧୪.୧୧.୨୦୨୩/ସୁମନ୍ତ କୁମାର ଦାସ:ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଶିଶୁ ସୁରକ୍ଷା ସପ୍ତାହ ପାଳନ ଅବସରରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱାରୀ ପୋଷ୍ୟ ସନ୍ତାନ ଗ୍ରହଣ ଓ ଶିଶୁ ସୁରକ୍ଷା ସଚେତନତା ରଥକୁ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ l ନଭେମ୍ବର ୧୪ ତାରିଖଠାରୁ…
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ପାଳିତ
ଗାଇସିଲାଟ/ମନ ଡନସନା- ବିଜେପୁର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଆଚାର୍ଯ୍ୟ ଶ୍ରୀଯୁକ୍ତ ଉମାକାନ୍ତ ଜାଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ବାରିକ ଶିଶୁ ଦିବସ ବିଷୟରେ…
ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର , ୬୬୭ ୟୁନିଟ ରକ୍ତ ସଂଗ୍ରହ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ଏକ ସ୍ବେଚ୍ଛାକୃତ ଆନ୍ତ ରାଜ୍ୟ ମେଗା ରକ୍ତଦାନ ଶିବିର ଵିଶ୍ଵବିଦ୍ୟାଳୟ ପରିସର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ମୋଟ ୬୬୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।ଏହି ଶିବିରକୁ…
ଦୁଇ ପିଲା ସହ ମହିଳା ନିଖୋଜ ନେଇ ଡାବୁଗାଁ ଥାନା ରେ ଏତଲା
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ଡାବୁଗାଁ ର ଜଣେ ବିବାହିତ ସ୍ତ୍ରୀ ଦୁଇ ପିଲାଙ୍କୁ ଧରି ନିଖୋଜ ହୋଇଥିବା ନେଇ ଡାବୁଗାଁ ଥାନାରେ ଏତଲା ହୋଇଛି। ନିଖୋଜ ମହିଳା ସଂତୋଷୀ ଜାନି ( ୨୮) ବୋଲି ଜଣା ପଡିଛି। ସନ୍ତୋଷୀ ର ଭଉଣି ବାସନ୍ତୀ ଆଜି…
ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା କଂଗ୍ରେସ…
ଯାତ୍ରୀମାନଙ୍କ ପାଇଁ ସର୍ବାଧିକ ଆରାମ ସୁନିଶ୍ଚିତ କରିବା ପାଇଁ ପୂଜା ଉତ୍ସବ ଋତୁରେ ରେଳବାଇ ଗ୍ରହଣ କରିଛି ଅନେକ…
ଭୁବନେଶ୍ୱର: ସେବା ଯୋଗାଇବା କ୍ଷେତ୍ରରେ ଗୁଣବତ୍ତା ଉପରେ କୌଣସି ଅସୁବିଧା ନକରି ଯାତ୍ରୀମାନଙ୍କ ପାଇଁ ସର୍ବାଧିକ ଆରାମ ସୁନିଶ୍ଚିତ କରିବା ପାଇଁ ଭାରତୀୟ ରେଳବାଇ ପୂଜା ଉତ୍ସବ ଋତୁରେ ଅନେକ ପଦକ୍ଷେପ ଗ୍ରହଣ କରିଛି |
ପୂଜା ମହୋତ୍ସବ ସମୟରେ ପୂର୍ବତଟ ରେଳପଥ ପକ୍ଷରୁ ନିକଟରେ ପୁରୀରୁ ପାଟନା…
୭୦ ତମ ସର୍ବଭାରତୀୟ ରାଜ୍ୟସ୍ତରୀୟ ସମବାୟ ସପ୍ତାହ ପାଳିତ
ସୁଧ ମୁକ୍ତ କୃଷିଋଣ ଯୋଜନା, ବିନା ଦେୟରେ ଫସଲ ବୀମା ପଞ୍ଜୀକରଣ ତଥା କୃଷିଜାତ ଦ୍ରବ୍ୟର ସଫଳ ବିପଣନ ସମବାୟ ମାଧ୍ୟମରେ ସୂଚାରୁ ରୂପେ କରିବା ପାଇଁ ମନ୍ତ୍ରୀ ଶ୍ରୀ ନାୟକଙ୍କ ଆହ୍ଵାନ
ଭୁବନେଶ୍ୱର : ସମବାୟ ବିଭାଗ, ଓଡିଶା ତରଫରୁ ଚଳିତ ବର୍ଷ ୭୦ ତମ ସମବାୟ ସପ୍ତାହ -୨୦୨୩ ଆଜି ଠାରୁ ଉତ୍କଳ…
ଜନଜାତି ଛାତ୍ରଛାତ୍ରୀଙ୍କ ତୂଳୀରେ ଆଦିବାସୀ ଜୀବନଶୈଳୀ ଓ ସଂସ୍କୃତି
ଭୁବନେଶ୍ବର, 14 ନଭେମ୍ବର 2023: ମହାନ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଦିବସକୁ ଜନଜାତୀୟ ଗୌରବ ଦିବସ ରୂପେ ପାଳନ କରାଯିବ । ନଭେମ୍ବର 15 ରୁ 26 ତାରିଖ ପର୍ଯ୍ୟନ୍ତ ଏହି ଦିବସକୁ ସର୍ବଭାରତୀୟସ୍ତରରେ ପାଳନ କରାଯିବ । ଏନେଇ ଆଜି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି…