Sign in
Sign in
Recover your password.
A password will be e-mailed to you.
ସ୍ଵୟଂ ସହାୟକ ଦଳର ମହିଳାମାନେ ସମାଜ ପରିବର୍ତ୍ତନ ର ସାରଥୀ ହେବା ଦରକାର – ଜିଲ୍ଲାପାଳ
ନବରଙ୍ଗପୁର ୨୧/୧୧ ଅଶୋକ ସାହୁ, ଶାସକ ପ୍ରଶାସକ: ଜିଲ୍ଲାରେ ବାଲ୍ୟବିବାହ କୁ ରୋକିବାନିମନ୍ତେ ଆଜି ସ୍ଥାନୀୟ ମିଶନଶକ୍ତି ସଭା ଗୃହ ଠାରେ ଜିଲ୍ଲା ସମାଜ କଲ୍ଯାଣ ବିଭାଗ , ୟୁନିସେଫ , ଆକ୍ସନଏଡ ଓ ବିଭିନ୍ନ ବ୍ଲକର ମହିଳା ସ୍ଵୟଂ ସହାୟକ ଦଳର ମହାସଂଘର ସଭାପତି ଓ ସମ୍ପାଦିକା ମାନଙ୍କ ଙ୍କୁ ନେଇ…
ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଭିନ୍ନ ଯୋଜନାରେ ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ ଜନ ଆକ୍ରୋଶ ବ୍ଲକ ଘେରାଉ
ଗାଇସିଲାଟ/ମନ ଡନସନା- ଭାରତୀୟ ଜନତା ପାର୍ଟି ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ ତରଫରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ଜନ ଆକ୍ରୋଶ ବ୍ଲକ ଘେରାଉ ଅନୁଷ୍ଠିତ ହୋଇଯାଇଛି lସ୍ଥାନୀୟ ମିନିଷ୍ଟାଡିୟମ୍ ଏକତ୍ରୀତ ହୋଇ ଶତାଧିକ ବିଜେପି କର୍ମୀ…
ଜିଲ୍ଲାସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ବିଶ୍ବ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ଶ୍ରୀମତୀ ଲିସା ବେହେରା , ଜିଲ୍ଲା ମତ୍ସ୍ୟ ଅଧିକାରୀଣୀ ଗଜପତିଙ୍କ…
ଧାନମଣ୍ଡି ଉଦଘାଟନ କଲେ ବିଧାୟିକା ବର୍ଷା ସିଂ ବରିହା
ବରଗଡ:-ବରଗଡ଼ ଜିଲ୍ଲା କୃଷି ପ୍ରଧାନ ଜିଲ୍ଲା ଭାବେ ସାରା ରାଜ୍ୟରେ ବେଶ ପରିଚିତ। ଅନ୍ୟ ଉକ୍ତି ରେ କହିବା କୁ ଗଲେ ବରଗଡ଼ ଜିଲ୍ଲା ଓଡ଼ିଶାର ଭାତ ହାଣ୍ଡି ଭାବରେ ପରିଚିତ । ସାରା ରାଜ୍ୟରେ ଉତ୍ପାଦିତ ଧାନ ଓ ଧାନ ରୁ ଚାଉଳ , ବିଶେଷ କରି ବୋଡାସମ୍ବର ଅଞ୍ଚଳରେ ଉତ୍ପାଦିତ ହେଉଥିବା ଚାଉଳର ସ୍ୱାଦ…
ବାଦାମପାହାଡ଼ ରେଲୱେ ଷ୍ଟେସନରୁ ତିନୋଟି ନୂତନ ଟ୍ରେନ୍ ରାଷ୍ଟ୍ରପତିଙ୍କ ଦ୍ୱାରା ଶୁଭାରମ୍ଭ
ନୂତନ ରାଇରଙ୍ଗପୁର ଡାକ ମଣ୍ଡଳକୁ ଉଦ୍ଘାଟନ କଲେ; ରାଇରଙ୍ଗପୁର ଡାକ ମଣ୍ଡଳର ଏକ ସ୍ମରଣୀୟ ବିଶେଷ ଲଫାଫା ପ୍ରକାଶ କଲେ ଏବଂ ବାଦାମପାହାଡ଼ ରେଲୱେ ଷ୍ଟେସନ୍ ର ପୁର୍ନବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ |
ରାଇରଙ୍ଗପୁର: ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ନଭେମ୍ବର…
ପଦ୍ମପୁରରେ “ଯୁବ ଓଡ଼ିଶା ନବୀନ ଓଡ଼ିଶା”
ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ପଦ୍ମପୁରରେ ଉଦ୍ଘାଟିତ ହୋଇଛି ରାଜ୍ଯ ସରକାରଂକ ମହତ୍ବାକାଂକ୍ଷୀ କାର୍ଯ୍ଯକ୍ରମ ଯୁବ ଓଡ଼ିଶା ନବୀନ ଓଡ଼ିଶା। ଖେଳ ଓ ଖେଳାଳିଙ୍କୁ ଆଗକୁ ନେବା ପାଇଁ ରାଜ୍ୟ ସରକାରଙ୍କ ନୂଆ କାଯ୍ୟକ୍ରମ ଯୁବ ଓଡ଼ିଶା ନବୀନ ଓଡ଼ିଶାକୁ ଅଂଚଳ କଲେଜ, ପଦ୍ମପୁରରେ ମାନ୍ଯବର ବିଧାୟିକା…
ଅଞ୍ଚଳ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ଦ୍ୱାରା ସେମିନାର
ପଦ୍ମପୁର :- ଆଜି ଅଞ୍ଚଳ ମହାବିଦ୍ୟାଳୟ, ବାଣିଜ୍ୟ ବିଭାଗର ଯୁକ୍ତ ତିନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସେମିନାର ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସେମିନାରରେ ଅଧ୍ୟକ୍ଷ ଡ.ଲଳିତେନ୍ଦୁ ନାୟକ ଅଧ୍ୟକ୍ଷତା କରି ପ୍ରୟୋଗାତ୍ମକ ଶିକ୍ଷା ଉପରେ ଆଲୋକପାତ କରିଥିଲେ।ମୁଖ୍ୟ…
ଅଧିକାରୀ ମାନଙ୍କ ଚରମ ଅବହେଳା, ଲାକ୍ରା ଙ୍କୁ ଝୁରୁଛି ଝାରବନ୍ଧ
AEE ଓ AE ଙ୍କର କାର୍ଯରେ ଅସନ୍ତୁଷ୍ଟ ଜନସାଧାରଣ
ବରଗଡ :- ବରଗଡ଼ ଜିଲ୍ଲାର ଝାରବନ୍ଧ ବ୍ଲକ ଜିଲ୍ଲା ମୁଖ୍ୟାଳୟ ରୁ ହାରାହାରି 130 କିଲୋମିଟର ଦୂରରେ ଅବସ୍ଥିତ । ରାଜ୍ୟରେ ରହିଥିବା 20 ଗୋଟି ଦାଦନ ପ୍ରବଣ ବ୍ଲକ ମଧ୍ୟରେ ଝାରବନ୍ଧ ବ୍ଲକ ମଧ୍ୟ ରହିଛି । ଦାଦନ ପ୍ରବଣ ବ୍ଲକ ଗୁଡିକର ଉନ୍ନୟନ…
ବନାରସ-ସମ୍ବଲପୁର ଏକ୍ସପ୍ରେସ ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ |
• କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ବନାରସ-ସମ୍ବଲପୁର ଏକ୍ସପ୍ରେସର ସମ୍ବଲପୁରରୁ ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ଶୁଭାରମ୍ଭ |
• ଦକ୍ଷିଣ ଓଡ଼ିଶାରୁ ବାରାଣାସୀ ସହିତ ସିଧାସଳଖ ରେଳ ସଂଯୋଗ |
ଦକ୍ଷିଣ ଏବଂ…
ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଭିନ୍ନ ଯୋଜନାରେ ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ ଜନ ଆକ୍ରୋଶ ବ୍ଲକ ଘେରାଉ ।
କେନ୍ଦ୍ରାପଡ଼ା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ ଭାରତୀୟ ଜନତା ପାର୍ଟି,କେନ୍ଦ୍ରାପଡ଼ା ବ୍ଲକ ତରଫରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ଜନ ଆକ୍ରୋଶ ବ୍ଲକ ଘେରାଉ ଅନୁଷ୍ଠିତ ହୋଇଯାଇଛି lସ୍ଥାନୀୟ ବୁଢ଼ୀବିଳାଶୁଣୀ ମନ୍ଦିର…