Sign in
Sign in
Recover your password.
A password will be e-mailed to you.
ଝାମି ଗ୍ରାମ ପଞ୍ଚାୟତରେ ମହିଳା ସ୍ନାତକ ମହାବିଦ୍ୟାଳୟର ନୂଆ ଓ ନବୀନ ଓଡିଶା ଆନୁକୂଲ୍ୟରେ ସାମାଜିକ ବିକାଶ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଝାମି ଗ୍ରାମରେ ଓଡିଶା ସରକାରଙ୍କ ଦ୍ବାରା ନିର୍ଦ୍ଦେଶିତ ନୂଆ ଓ ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଯାୟୀ ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟର ଛାତ୍ରୀ ଏବଂ ସାମାଜିକ ବିକାଶ କାର୍ଯ୍ୟକ୍ରମର ଟିମ୍ ପହଞ୍ଚି ଏକ ସଭାର ଆୟୋଜନ…
ମହିଳା ସ୍ନାତକ ମହାବିଦ୍ୟାଳୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯକ୍ରମ ପାଇଁ ଏକ ସ୍ବତନ୍ତ୍ର ଟିମ୍ ପାରଳାଖେମୁଣ୍ଡିର ମହିଳା ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠିତ…
ଶ୍ରୀକୃଷ୍ଣ ଏକାଡେ଼ମୀ ର ପ୍ଲାଟିନମ ଜୁବିଲି ଉଦଘାଟିତ
ଜଗତସିଂହପୁର,ତା-୨୫.୧୧.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ସଦର ସ୍ଥିତ ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଶ୍ରୀକୃଷ୍ଣ ଏକାଡେ଼ମୀର ପ୍ଲାଟିନମ ଜୁବିଲି ସମାରୋହ ଉଦଘାଟିତ ହୋଇଯାଇଛି ।ଏହି ଉଦ୍ଘାଟନ ଉତ୍ସବରେ ଉଦ୍ଘାଟକ ଭାବରେ ସ୍ଥଳ ସେନାର ପ୍ରାକ୍ତନ ଲେଫଟାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ…
ନୁଆଁପାଲି ଓ ବଇଦପାଲି ମଧ୍ୟରେ ନିର୍ମାଣ ହେବ ବ୍ରିଜ୍ : କ୍ଷେତ୍ର ଅନୁଧ୍ୟାନ କଲେ ଉଚ୍ଚ ପଦସ୍ଥ ଅଧିକାରୀ
ପଦ୍ମପୁର:- ରାଜ୍ୟ ସରକାରଙ୍କ ତରଫରୁ ପଦ୍ମପୁର ବ୍ଳକ କନସିଂହା ପଞ୍ଚାୟତ ଅଧିନସ୍ଥ ନୁଆଁପାଲି ରୁ ବଇଦପାଲି କୁ ସଂଯୋଗ କରୁଥିବା ରାସ୍ତା ବ୍ରିଜ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହେବା ପରେ ଆଜି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ମଣ୍ଡଳ ବଲାଙ୍ଗିର କାଳିନ୍ଦୀ ଚନ୍ଦ୍ର ସେଠୀ, ପଦ୍ମପୁର…
ଏଡ଼ସ ସଚେତନତା ପ୍ରଦର୍ଶନୀ
ବାସୁଦେବପୁର - ନିଖିଳ ଉତ୍କଳ ହରିଜନ ଆଦିବାସୀ ସେବା ସଂଘ ର ଆୟୋଜନ ରେ ଓଡ଼ିଶା ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସମିତି ପକ୍ଷରୁ ବାସୁଦେବପୁର ରେ ତାରିଣୀ ଛକ କାଳୀ ମଣ୍ଡପ ଆଗ ରେ ଏଡ଼ସ ସଚେତନତା ର ପ୍ରଦର୍ଶନୀ ର ଉଦ୍ଘାଟନ ହୋଇ ଯାଇଛି। ବାସୁଦେବପୁର ଗୋଷ୍ଟି ସ୍ବାସ୍ଥ୍ୟ ବିଭାଗ ର ଡାକ୍ତର ମନୋଜ କୁମାର…
ଓଡ଼ିଶା ଆଇଡିଆଜ୍ ଏକ୍ସଲେନ୍ସ ଆୱାର୍ଡ -୨୦୨୩ ଆୟୋଜିତ
ଭୁବନେଶ୍ବର:- ଓଡ଼ିଶା ସିଏସଆର ଫୋରମ୍ ଓଡ଼ିଶାରେ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍)କୁ ପ୍ରୋତ୍ସାହିତ କରିବାରେ ନିୟୋଜିତ। ସ୍ଥାନୀୟ ମେଫେୟାରଠାରେ ଏହି ସମ୍ମିଳନୀରେ ସ୍ଥାନୀୟଅଂଚଳର ଉଦ୍ଭାବନ, ସହଯୋଗ ଏବଂ ନିରନ୍ତର ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଉଦୀୟମାନ କ୍ଷେତ୍ର…
ସେଲ୍ଫି ହେଲା କାଳ : ପୁଣ୍ଡୁଲ ଜଳପ୍ରପାତରେ ବୁଡି ପର୍ଯ୍ୟଟକ ମୃତ
ତିନି ଦିନ ପରେ ମୃତ ଦେହ ଉଦ୍ଧାର
ବଡବିଲ (ଶାସକ ପ୍ରଶାସକ): କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଅନ୍ତର୍ଗତ ପୁଣ୍ଡୁଲ ଜଳପ୍ରପାତରେବୁ ଡିଯାଇ ଜଣେ ପର୍ଯ୍ୟଟକର ମୃତ୍ୟୁ ହୋଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ ଗତ ୨୨ ତାରିଖରେ କଲିକତା ସ୍ଥିତ ଆଶୁତୋଷ କଲେଜର ପରିବେଶ ବିଜ୍ଞାନ ସ୍ନାତକୋତ୍ତର…
ସୋଆ ଉତ୍ସବରେ ଜୟନ୍ତ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି, ଦିବଙ୍ଗତ କବିଙ୍କୁ ‘ଆଲୋକ ବର୍ତିକା’ ସମ୍ବୋଧନ
ଭୁବନେଶ୍ୱର, ନଭେମ୍ବର ୨୫: ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବରେ ବିଖ୍ୟାତ ଭାରତୀୟ ଇଂରାଜୀ କବି ଦିବଙ୍ଗତ ଜୟନ୍ତ ମହାପାତ୍ରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିବା ବେଳେ ବିଶିଷ୍ଟ କବି ଓ ଲେଖକମାନେ ତାଙ୍କୁ ଭାରତୀୟ ଇଂରାଜୀ କବିତା ଜଗତର ‘କିମ୍ବଦନ୍ତୀ’ ତଥା ‘ଆଲୋକ ବର୍ତିକା’ ଭାବେ…
ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଭୂମିକା ଶୀର୍ଷରେ: ରାଜ୍ୟପାଳ
କିସ୍ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ
ଭୁବନେଶ୍ୱର, ୨୫ ।୧୧: ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଗୁରୁତ୍ୱ ସବୁଠୁ ଉପରେ ବୋଲି ଓଡ଼ିଶା ରାଜ୍ୟପାଳ ରଘୁବର ଦାସ କହିଛନ୍ତି । ଶନିବାର କିସ୍ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ…
ଶିକ୍ଷିତ , ସୁସଂସ୍କାରି ଓ ସଶକ୍ତ ଯୁବ ସମାଜ ଦେଶର ଭବିଷ୍ୟତ :- ବିଧାୟିକା ବର୍ଷା
https://youtu.be/B3tTMShsoYc
ବରଗଡ ':- ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଅନେକ ପ୍ରକାର ର ସାଂସ୍କୃତିକ ଆକ୍ଟିଭିଟି , ରାଜ୍ୟର ବିଭିନ୍ନ ସ୍କୁଲ ଓ କଲେଜ ମନଙ୍କ ରେ ଜାରି ରହିଛି । ଆଜି ଏହି କ୍ରମରେ ଦୀର୍ଘ ସାତ ଦିନରୁ ଉର୍ଦ୍ବ ସମୟ ଧରି ଚାଲିଥିବା , ପାଇକମାଲ ବ୍ଲକ…