Sign in
Sign in
Recover your password.
A password will be e-mailed to you.
କିଡ଼ନୀ ରୋଗରେ କନ୍ୟା ଓ ପୁତ୍ରକୁ ହରାଇ ବାପା ମାଆ ନିଃସହାୟ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ରାମକୃଷ୍ଣପୁର ପଞ୍ଚାୟତ ୫ନଂ ୱାର୍ଡ଼ର ରମେଶ ଚନ୍ଦ୍ର ବେହେରାଙ୍କ ଏକମାତ୍ର କଲେଜ ପଢୁଆ ପୁଅ ଓମପ୍ରକାଶ ବେହେରା (୧୭) କିଡ଼ନୀ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ର ମୃତ୍ୟୁବରଣ କରିଛନ୍ତି। ଗତ ୨୦୨୦ ମସିହାରେ…
ଜଗତସିଂହପୁରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ
ଜଗତସିଂହପୁର,ତା-୦୯.୧୨.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜଗତସିଂହପୁର ଜିଲ୍ଲା କୋର୍ଟ ଓ ସ୍ଥାନୀୟ ପୌରପରିଷଦ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଅନୁପ କୁମାର…
ଭଞ୍ଜନଗର ବ୍ଲକ ମାଧ୍ୟମିକ ପ୍ରଧାନଶିକ୍ଷକଙ୍କ ମାସିକ ବୈଠକ
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ଗଞ୍ଜମ୍ ଜିଲ୍ଲା ଭଞ୍ଜନଗର ଠୁ ପ୍ରାୟ ତିରିଶି କିଲୋମିଟର ଦୂର ବଦାଙ୍ଗୀ ଗ୍ରାମର ପଞ୍ଚାୟତ ହାଇସ୍କୁଲ ଠାରେ ସରକାରଙ୍କ ନିୟମ ଓ ଜିଲ୍ଳା ଶିକ୍ଷାଧିକାରୀଙ୍କ ନିର୍ଦ୍ଧେଶ ପ୍ରକାରେ ଭଞ୍ଜନଗର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀଏସ. ଧନଞ୍ଜୟ ଙ୍କ ସଭାପତିତ୍ୱରେ ତୃତୀୟ…
ପୋଲିସକୁ ଚ୍ୟାଲେଞ୍ଜ କରି ସିସି ଟିଭି ଆଗରୁ ଗାଡ଼ି ଚୋରି
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ ତା ୦୯/୧୨ ରାୟଗଡ଼ା ଜିଲ୍ଲା ସଦର ମହକୁମା ନେହେରୁ ନଗର ତୃତୀୟ ଗଳିରୁ ଗାଡ଼ି ଚୋରି ଘଟଣା ବର୍ତ୍ତମାନ ପୋଲିସ କୁ ଚାଲେଞ୍ଜ ହୋଇଯାଇଛି କାରଣ ସିସି ଟିଭି ସାମ୍ନାରୁ ଚୋର ଜଣକ କ୍ରାନ୍ତିଧାରା ସାମ୍ବାଦିକ ବିଜୟ ଦାଶଙ୍କ ହିରୋ ଗ୍ଲାମର୍ ଗାଡ଼ି ନଂ ଓ ଡି ୧୮ଇ…
ପ୍ରସ୍ତାବିତ ଘୁମୁସର ଜିଲ୍ଲା ସଚେତନତା ରଥ ର ଆଜି ଶୁଭାରମ୍ଭ
ଭଞ୍ଜନଗର ରୁ ଉଦୟନାଥ ପଣ୍ଡା: ଭଞ୍ଜନଗର ଉପଖଣ୍ଡ କୁ ସ୍ୱତନ୍ତ୍ର ଘୁମୁସର ଜିଲ୍ଲା ଘୋଷଣା ପ୍ରସଙ୍ଗ କୁ ନେଇ ଅଞ୍ଚଳର ଜନସାଧାରଣ ଙ୍କୁ ସଚେତନତା ସୃଷ୍ଟି କରିବା ଉଦ୍ଧେଶ୍ୟରେ ଏକ ରଥ ଆଜି ଶନିବାର ଡିସେମ୍ବର ୯ ତାରିଖ ୨୦୨୩ ରେ ଘୁମୁସର ବାହିନୀ ପକ୍ଷରୁ ଶୁଭାରମ୍ଭ ହୋଇଛି।ଘୁମୁସର ବାହିନୀ ର ସଭ୍ୟ…
ମେଘା ପ୍ରକଳ୍ପ ରେ ନିଆଁ କୋଟିଏ ଟଙ୍କାର ପ୍ଲାଷ୍ଟିକ ପାଇପ ପୋଡି ପାଉଁଶ ହୋଇଗଲା।
କାଶୀପୁର ରୁ ବୈକୁଣ୍ଠ ଦୁରିଆ 09/12-ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଖୁରି ଗାଁ ମେଘା ପ୍ରକଳ୍ପ ଡିପୋ ରେ ଆଜି ସନ୍ଧ୍ୟା ସମୟରେ କୋୖଣସି କାରଣରୁ ନିଆଁ ସଂଯୋଗ ହେଇ ଏକ କୋଟି ରୁ ଉର୍ଦ୍ଧ୍ବ ଟଙ୍କାର ଗଛିତ ଥିବା ପ୍ଲାଷ୍ଟିକ ପାଇପ ଘଣ୍ଟାଏ ଭିତରେ ପୋଡି ପାଉଁଶ ହୋଇଯାଇଛି ।ସୂଚନା…
ଓଡ଼ିଶା ଏବେ ଅଣଓଡ଼ିଆ ଅପରାଧୀଙ୍କ ପେଣ୍ଠସ୍ଥଳ ପାଲଟିଛି : ବୈଜୟନ୍ତ
ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ଦେଶୀ ମଦ ସାମ୍ରାଜ୍ୟ ଗଢ଼ିଥିବା ବଳଦେବ ସାହୁ ଆଣ୍ଡ ବ୍ରଦର୍ସ ଓ ସହଯୋଗୀଙ୍କ ଉପରେ ଆୟକର ବିଭାଗର ଚଢ଼ଉ ବେଳେ ଏହି ଟଙ୍କାର ପାହାଡ଼ ଠାବ ହୋଇଥିବା ଘଟଣାକୁ ନେଇ ଏବେ ଚର୍ଚାରେ ଅଛି ଓଡିଶା । ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ମଦ ପ୍ରସ୍ତୁତି…
ସୀମାନ୍ତ ମହାବିଦ୍ୟାଳୟରେ+୨ବିଭାଗର “ନୂଆ ଓ” କାର୍ଯ୍ୟକ୍ରମ
ସାରସକଣା ରୁ ଦିପୁ ମହାପାତ୍ରଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ର ସ୍ଥାନୀୟ ସୀମାନ୍ତ ମହାବିଦ୍ୟାଳୟରେ ରାଜ୍ୟସରକାରଙ୍କ ଦ୍ୱାରା ଆୟୋଜିତ "ନୂଆ ଓ"ର କ୍ରୀଡା ବିଭାଗ କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତା ପାରମ୍ପରିକ ଭାବେ ସ୍ଥାନୀୟ ଝରପୋଖରିଆ ଗ୍ରାମପଞ୍ଚାୟତ ର ସରପଞ୍ଚ…
ଆଇଏନ୍ଏଇର ବାର୍ଷିକ ସମ୍ମିଳନୀ ଉଦ୍ଘାଟିତ, ଇସ୍ପାତ ଉତ୍ପାଦନ ବେଳେ ପରିବେଶ ସନ୍ତୁଳନ ରକ୍ଷା ପାଇଁ ଆହ୍ୱାନ
ଭୁବନେଶ୍ୱର,୦୯/୧୨: ସାରା ବିଶ୍ୱ ଜଳବାୟୁ ପରିବର୍ତନ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ପରିବେଶ ସନ୍ତୁଳନ ରକ୍ଷା ନିମନ୍ତେ ଶିଳ୍ପ ଗୁଡିକର ଦାୟିତ୍ୱ ବୃଦ୍ଧି ପାଇଛି । ଏହି ଦୃଷ୍ଟିରୁ ଇସ୍ପାତ ଉତ୍ପାଦନ ନିମନ୍ତେ ଉଦ୍ଜାନର ବ୍ୟବହାର ଦ୍ୱାରା ‘କାର୍ବନ ଫୁଟପ୍ରିଂଟ’ କୁ ଉଲ୍ଲେଖନୀୟ ଭାବେ ହ୍ରାସ…
ସୋଆ ଫ୍ୟାକଲ୍ଟି ଓ ଛାତ୍ରଙ୍କୁ ଏନ୍ଏସ୍ଏସ୍ ରାଜ୍ୟସ୍ତରୀୟ ପୁରସ୍କାର
ଭୁବନେଶ୍ୱର, ଡିସେମ୍ବର ୯: ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭର୍ସିଟି (ସୋଆ)ର ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ପ୍ରୋଗାମ୍ ଅଫିସର ଶ୍ରୀମତି ମଧୁସ୍ମିତା ନାୟକ ଏବଂ ଶ୍ରୀ ଉଦିତ୍ ଦାସଙ୍କୁ ୨୦୨୨- ୨୩ ର ଶ୍ରେଷ୍ଠ ପ୍ରୋଗାମ୍ ଅଫିସର ତଥା ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଭାବରେ…