Sign in
Sign in
Recover your password.
A password will be e-mailed to you.
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଥମ “ଓଡ଼ିଶା କନକର୍ସ ଡି’ଏଲିଗାନ୍ସ’ ଉଦ୍ଘାଟିତ
· ଭୁବନେଶ୍ୱରରେ ପ୍ରଥମ ଧରଣର ଭିଟେଂଜ୍ ଓ କ୍ଲାସିକ୍ କାର୍ ପ୍ରଦର୍ଶନୀ
· ଭିଟେଜ୍ ରୋଲ୍ସ-ରଏସ୍ରୁ କ୍ଲାସିକ୍ ଜାଗୁଅର୍ସ ପର୍ଯ୍ୟନ୍ତ ୫୦ଟି ଭିଟେଂଜ୍ କାର୍ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଛି
ଭୁବନେଶ୍ୱର: ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଖେଳପଡ଼ିଆରେ ଚଳିତ ଡିସେମ୍ବର ୯ ତାରିଖ…
ସନ୍ଦେହଜନକ ଅବସ୍ଥାରେ ମିଳିଛି ଶ୍ରମିକ ମୃତ ଦେହ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣପୁର ସହରର ଏକ୍ସିସ୍ ବ୍ୟାଙ୍କ୍ ନିକଟ ସାଇରାମ କମ୍ପ୍ଲେକ୍ସରୁ ଜଣେ ଶ୍ରମିକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି। ମୃତକ ହେଲେ ବିଚିତ୍ର ଦାସ(୫୦), ତାଙ୍କ ଘର ଗଞ୍ଜାମ ଜିଲ୍ଲା ବାଲିପଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି। ପୁଲିସ୍…
ଆୟକର ଚଢଉକୁ ନେଇ ବିଜେପି ହୀନ ରାଜନୀତି କରୁଛି: ବିଜେଡି
ବିିବାଦ ଭିତରକୁ ବିଜେଡିକୁ ଟାଣି ରାଜ୍ୟ ବିଜେପି ଲୋକହସା
ଓଡିଶା ବିଜେପିର ଅବସ୍ଥା କିନ୍ତୁ କାଳି ଗାଈର ଭିନ୍ନ ଗୋଠ ପରି
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଟୁଇଟ୍ ପଢିବାକୁ ବିଜେଡିର ପରାମର୍ଶ
ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ରାଜ୍ୟ ବିଜେପି ଗପ କହୁଛି
ଭୁବନେଶ୍ୱର:…
ବାସ୍ତବିକ ଏମିତି କାମ କରିବା କଥା : ମଣିଷପଣିଆ ଦେଖାଇଲେ ଗାଇସିଲେଟ ତହସିଲଦାର ଟିଟସ୍ ମହାନନ୍ଦିଆ
ଗାଇସିଲାଟ/ମନ ଡନସନା- ଗାଇସିଲେଟ ବ୍ଲକ ଅଞ୍ଚଳର ଅଧିକାଂଶ ଚାଷୀ ବର୍ଷ ତମାମ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। କିନ୍ତୁ ଅଦିନିଆ ବର୍ଷା ସବୁ କିଛି ନଷ୍ଟ କରି ଦେଇଛି। ଏବେ ଉଜୁଡା ଫସଲକୁ ଦେଖି ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଲଗାଣ ବର୍ଷାର ପ୍ରଭାବରେ କ୍ଷତିଗ୍ରସ୍ତ…
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ କୁ ପରିଦର୍ଶନ କଲେ ପୂର୍ବ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ପ୍ରଚାର କମିଟି ଅଧକ୍ଷ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ। ୧୮୯୬ମସିହାରେ…
ରାଉରକେଲା ମହାବିଦ୍ୟାଳୟରେ ନୂଆ_ଓ ପରିଯୋଜନା ଅନ୍ତର୍ଗତ ‘ପାରମ୍ପରିକ ନୃତ୍ୟ’ ପ୍ରତିଯୋଗିତା…
ରାଉରକେଲା, (ବସନ୍ତ କୁମାର ଜେନା): ନୂଆ_ଓ, 'ଯୁବ ଓଡ଼ିଶା, ନବୀନ ଓଡ଼ିଶା' ପରିଯୋଜନା ଅନ୍ତର୍ଗତ 'ପାରମ୍ପରିକ ନୃତ୍ୟ' ପ୍ରତିଯୋଗିତା ସେକ୍ଟର- ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲା ପରିସରରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା…
ନୟାଗଡ଼ରେ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ନୟାଗଡ଼(ଲକ୍ଷ୍ମୀଧର ସାହୁ):ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶମତେ ଆଜି ଭାରତର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୯ଟି ମୋଟର…
ବାସୁଦେବପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ 5T ରୂପାନ୍ତରିତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତୃତୀୟ…
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ରାଜ୍ୟର 314 ବ୍ଳକ୍ ରେ 5T ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ମାନଙ୍କର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ବାସୁଦେବପୁର ସରକାରୀ ବାଳିକା ଉଚ୍ଚ…
ସରକାରୀ ପ୍ରୋତ୍ସାହନ ଅଭାବରୁ ଧିମେଇଛି ବେଲଗୁଣ୍ଠାର ପିତଳ ମାଛ ଶିଳ୍ପ ; ମୁହଁ ଫେରାଉଛନ୍ତି ଯୁବ କାରିଗର
ବେଲଗୁଣ୍ଠା,(ଶିବରାମ ଚୌଧୁରୀ )- ଦୀର୍ଘ ତିନି ଶହ ବର୍ଷ ଧରି ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠାରେ ତିଆରି ହେଉଛି ବିଶ୍ୱ ପ୍ରସିଦ୍ଧ ପିତଳ ମାଛ I ନିର୍ଜୀବ ପିତଳ ଚଦରରୁ ପ୍ରସ୍ତୁତ ପିତଳ ମାଛ ଜୀବନ୍ତ ମାଛ ଭଳି ପ୍ରତୀୟମାନ ହୋଇ ସାରା ବିଶ୍ୱ ବାସୀଙ୍କୁ ଚକିତ କରିଛି I ମହାମହିମ ରାଜ୍ୟପାଳଙ୍କ ଠାରୁ…
ଦୁର୍ନୀତି, ବ୍ୟଭିଚାର, ଭ୍ରଷ୍ଟାଚାର ସହିତ ‘କଳାଟଙ୍କା’ରେ ବି ୧ନମ୍ବର ବିଜେଡି ସରକାର: ମନମୋହନ ସାମଲ
ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ରାଜ୍ୟରେ ଏବଂ ତାଙ୍କ ନାକ ତଳେ ଦେଶର ସର୍ବବୃହତ କଳାଟଙ୍କା ଜବତ କରାଯାଉଛି
ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ଓ ଲଜ୍ଜ୍ୟାଜନକ ଘଟଣାରେ ମୁଖ୍ୟମନ୍ତ୍ରୀ କାହିଁକି ନୀରବ ଅଛନ୍ତି?
କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ…