ରାଜ୍ଯ ଗ୍ରନ୍ଥାଗାରରେ ହରେକୃଷ୍ଣ ମହତାବଙ୍କ ୩୭ତମ ତିରୋଧାନ ଦିବସ ପାଳିତ

ଭୁବନେଶ୍ୱର-ତା୦୨.୦୧.୨୦୨୪- ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ହରେକୃଷ୍ଣ ମହତାବଙ୍କ ୩୭ ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱର-ଭଦ୍ରକ ରେଳ ସେକ୍ସନ ନୀରିକ୍ଷଣ

● ନିରାପତ୍ତା, ଟ୍ରେନ ଚଳାଚଳ ସୁବିଧା, ଯାତ୍ରୀ ସୁବିଧା ଏବଂ ଭିତ୍ତିଭୂମି ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକର ସମୀକ୍ଷା | ● ଅମୃତ ଷ୍ଟେସନ ଯୋଜନା ଅଧୀନରେ ଭଦ୍ରକ ରେଳ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟ ସମୀକ୍ଷା | ଭୁବନେଶ୍ୱର/ଭଦ୍ରକ: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଆଜି…

ବିଧାନସଭା ପରିସରରେ ଡଃ. ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଭୁବନେଶ୍ୱର ତା-୦୨.୦୧.୨୦୨୪:  ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ,ଓଡ଼ିଶାର ଗଡଜାତ ରାଜ୍ୟଗୁଡିକର ମିଶ୍ରଣ ଏବଂ ଏକତ୍ରୀକରଣର ମୁଖ୍ୟ କର୍ଣ୍ଣଧାର ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିଧାନସଭା ପରିସରରେ ଥିବା ମହତାବଙ୍କ ପ୍ରତିମୂର୍ତ୍ତିରେ…

ମାଟିପକା ସୋସାଇଟି ର ଧାନମଣ୍ଡି ଉଦ୍ ଘାଟନ।

ବାସୁଦେବପୁର - ବାସୁଦେବପୁର ବ୍ଲକ ଅନ୍ତର୍ଗତ ମାଟି ପକା ସେବା ସମବାୟ ସମିତି ରେ ଧାନ ମଣ୍ଡି ର ଶୁଭ ଉଦ୍ ଘାଟନ ହୋଇ ଯାଇଛି। ସମବାୟ ସମିତି ର ସଭାପତି ନିତ୍ୟାନନ୍ଦ ବାରିକ୍ ଓ ସରପଂଚ ଜାନକୀ ବାରିକ୍, ସମ୍ପାଦକ ଧର୍ମେନ୍ଦ୍ର ଜେନା ଉପସ୍ଥିତ ରହି ଶୁଭ ଉଦ୍ ଘାଟନ କରିଥିଲେ। ଏହି ଅବସର ରେ ସମିତି…

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଜାତୀୟକରଣ ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମ ଆରମ୍ଭ

ପ୍ରଥମ ଦିବସରେ ପୁରୀ, କେଉଁଝର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବିତରଣ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପୁସ୍ତକ ବଣ୍ଟନ ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି…

ଶିକ୍ଷକମାନଙ୍କ ସମୃଦ୍ଧି ପ୍ରଶିକ୍ଷଣ ଶିବିର ଆରମ୍ଭ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ବିଦ୍ୟାଳୟ ଶିକ୍ଷଣରେ ମାନ ନିର୍ଦ୍ଧାରଣ ଓ ମୂଲ୍ୟାୟନ ସମ୍ପର୍କିତ ସମୃଦ୍ଧି ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଏନଏସି ଉଚ୍ଚ ବିଦ୍ୟାଳୟ ଠାରେ ଆଜିଠାରୁ ଆରମ୍ଭ ହୋଇଛି। ଏହି ପ୍ରଶିକ୍ଷଣ ଶିବିରକୁ ଏନଏସି ଉଚ୍ଚ ବିଦ୍ୟାଳୟର ପ୍ରଧାନ…

ବାଲୁଗାଁ ହରିକୁଣ୍ଡ ବରଡ଼ି ନିକଟରେ ଓଲଟିଲା ବୋଲେରୋ, 10 ଗୁରୁତର lll

ବାଲୁଗାଁ( ସେକ କୌସର ): ଆଜି ସକାଳେ ବାଲୁଗାଁ ହରିକୁଣ୍ଡ ବରଡ଼ି ନିକଟରେ ଭାରସାମ୍ୟ ହରାଇ ଏକ ବୋଲେରୋ ଗାଡି ଓଲଟି ପଡିଥିବାର ଜଣାପଡିଛି। ଏଥିରେ 8 ଆଶା କର୍ମୀଙ୍କ ସହ ଜଣେ ନାବାଳିକା ଓ ବୋଲେରୋ ଚାଳକ ଗୁରୁତର ହୋଇଥିବାର ଜଣାପଡିଛି।ଖବର ପାଇ ଘଟଣା ସ୍ଥଳରେ ଚିଲିକା ଅଗ୍ନିଶମ ବାହିନୀ ପହଞ୍ଚି…

ନିଶ୍ଚିନ୍ତୋଇଲି ସଡ଼କ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ, ୨୦ ଜଣ ଆହତ

ମୁଖ୍ୟମନ୍ତ୍ରୀଙ୍କ ଶୋକ:  ମୃତକ ଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନିଶ୍ଚିନ୍ତକୋଇଲି/ଭୁବନେଶ୍ବର: ଆଜି କଟକ ଚାନ୍ଦବାଲି ରାସ୍ତା ର ନିଶ୍ଚିନ୍ତକୋଇଲି ଠାରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତି ଙ୍କ ମୃତ୍ୟୁ ଘଟଣାରେ…

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପୁରୀର ପୁରୁଷୋତ୍ତମ ଭକ୍ତ ନିବାସରେ ଏକ ସ୍ୱତନ୍ତ୍ର ଶୁଦ୍ଧ ଶାକାହାରୀ ଭୋଜନାଳୟ…

ଭୁବନେଶ୍ୱର- ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ପୁରୀର ପୁରୁଷୋତ୍ତମ ଭକ୍ତ ନିବାସରେ ଏକ ସ୍ୱତନ୍ତ୍ର ଶୁଦ୍ଧ ଶାକାହାରୀ ଭୋଜନାଳୟ ଶୁଭରମ୍ଭ ହୋଇଛି । ବିନା ପିଆଜ ଏବଂ ରସୁଣରେ ପ୍ରସ୍ତୁତ ଏହି ରନ୍ଧନ ପ୍ରଣାଳୀ ତୀର୍ଥଯାତ୍ରୀମାନଙ୍କ ପାଇଁ ଏକ ନୂଆ ଭୋଜନ ଅଭିଜ୍ଞତା ପ୍ରଦାନ…

ରାଜସ୍ଥାନ ୱାରିୟର୍ସ ବିରୋଧରେ ତେଲୁଗୁ ୟୋଦ୍ଧାସର ବୃହତ ବିଜୟ

ଅଲଟିମେଟ ଖୋ ଖୋ ସିଜନ-୨ କଟକ/01-01-24: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚରେ ତେଲୁଗୁ ୟୋଦ୍ଧାସ ନିଜର ୨ୟ ବିଜୟ ହାସଲ କରିଛି । ତେଲୁଗୁ ୟୋଦ୍ଧାସ, ୩୪-୨୭ର ବୃହତ ଅନ୍ତରରେ ରାଜସ୍ଥାନ ୱାରିୟର୍ସକୁ ପରାଜିତ କରିଛି । ଏହି…