Sign in
Sign in
Recover your password.
A password will be e-mailed to you.
ମୋହନା ହିଲ୍ ଟପ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆଁ – ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ସ୍ଥିତ ହିଲ୍ ଟପ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ନୂଆଁ- ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ସିମାଞ୍ଚଳ ସାହୁ।…
ମୋହନାରେ ରାମ ମନ୍ଦିର ଅକ୍ଷତ ବଣ୍ଟନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଗଜପତି ଜିଲ୍ଲା ମୋହନାରେ ଅକ୍ଷତ ବଣ୍ଟନ ଓ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ହନୁମାନ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ଭକ୍ତମାନେ ବାହାରି ମୋହନାର…
ବିନ୍ଧ୍ୟବାସିନି କପ୍ ଫୁଟବଲ : ବରଗାଁ ଚାମ୍ପିଆନ୍ l
ଝାରବନ୍ଧ/ମନୋହର ଦାଶ :- ଝାରବନ୍ଧ ବ୍ଳକ୍ ଅନ୍ତର୍ଗତ ନୂଆପଡ଼ା ଠାରେ ଆୟୋଜିତ ବିନ୍ଧ୍ୟବାସିନି କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା ଓ ସମ୍ମାନିତ ଅତିଥି ଭାବେ ଝାରବନ୍ଧ ଯୁବ ବିଜେଡି ସଭାପତି ବିଜୟକେତନ…
ନିର୍ବାଚନରେ ବ୍ଯବହୃତ ହେବାକୁ ଥିବା ଇଭିଏମ୍ ଏବଂ ଭିଭିପ୍ୟାଟ ପ୍ରଦର୍ଶନ ସଚେତନା କେନ୍ଦ୍ର ଶୁଭାରମ୍ଭ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ବର୍ଷ ଅନୁଷ୍ଠିତ ନିର୍ବାଚନ ନିମନ୍ତେ ବ୍ୟବହୃତ ହେବାକୁ ଥିବା ଇଭିଏମ୍ ଓ ଭିଭିପ୍ୟାଟ ର ବ୍ୟବହାର କରି କିଭଳି ଭୋଟଦାତାଗଣ ନିଜର ମତ ସାବ୍ଯସ୍ତ କରିବେ ସେ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ସମଗ୍ର ଜିଲ୍ଲାରେ ଆରମ୍ଭ ହେବ। ଏଥି ନିମନ୍ତେ…
ୟୁନିଟ ୧ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ୧୯୮୬ ବ୍ୟାଚର ବନ୍ଧୁମିଳନ
ଭୁବନେଶ୍ୱର : ରବିବାର ଗଙ୍ଗୋତ୍ରି ରେଶୋର୍ଟ ଭୁବନେଶ୍ୱରରେ ୟୁନିଟ ୧ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଭୁବନେଶ୍ୱର ୧୯୮୬ ବ୍ୟାଚରେ ମାଟ୍ରିକ ପାସ କରିଥିବା ବନ୍ଧୁ ମାନଙ୍କ ବନ୍ଧୁ ମିଳନ ମହୋତ୍ସବ ହେଇଥିଲା। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ୩୭ ବର୍ଷ ପୂର୍ବର ସାଙ୍ଗ ସାଥୀ ମାନେ ସେହି ପିଲାଦିନ…
୨୮ ତମ ସର୍ବଭାରତୀୟ ବୋରାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସେଲ ରାଞ୍ଚିକୁ ହରାଇ ରାଉରକେଲା ସେମିରେ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ଖେଳପଡିଆ ଠାରେ ଚାଲିଥିବା ୨୮ ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ୍ ର ଆଜି ଦ୍ବିତୀୟ ଦିବସରେ ସେଲ ରାଞ୍ଚି ଓ ଆର୍.ୱାଇ.ସି.ସି ରାଉରକେଲା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚ ଆରମ୍ଭ ରେ ପ୍ରଥମେ ରାଞ୍ଚି ଦଳ…
ନିରାମୟ ଉପଦେଷ୍ଟାଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜଗତସିଂହପୁର ପରିଦର୍ଶନ ଏବଂ ସମୀକ୍ଷା ବୈଠକ
ଜଗତସିଂହପୁର,ତା-୧୪.୦୧.୨୦୨୩/ସୁମନ୍ତ କୁମାର ଦାସ: ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ଶ୍ରୀଯୁକ୍ତ ରଞ୍ଜନ ବିଶ୍ୱାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜଗତସିଂହପୁର ପରିଦର୍ଶନ ଏବଂ ସମୀକ୍ଷା ବୈଠକ ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ଶ୍ରୀଯୁକ୍ତ ରଞ୍ଜନ ବିଶ୍ୱାଳ ଆଜି ଜିଲ୍ଲା ମୁଖ୍ୟ…
ଘୁମୁରା, ବଜାଶାଲର ତାଳେତାଳେ ଦୁଲୁକିଲା ସହିଦ ରେଣ୍ଡୋ ମାଝୀ ମଞ୍ଚ
ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଉଦଘାଟିତ ହେଲା ୨୬ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪
ସାରା ବିଶ୍ୱ ଦରବାରରେ ପରିଚିତ କଳାହାଣ୍ଡିର ମହନୀୟ କଳା, ସଂସ୍କୃତି ଓ ପରମ୍ପରା
କଳାହାଣ୍ଡି/ରୋହିତ କୁମାର ନାଏକ -କଳାହାଣ୍ଡିର ମହନୀୟ କଳା, ସଂସ୍କୃତି ଓ ପରମ୍ପରା ଆଜି ସାରା ବିଶ୍ୱ…
୯୧ ଲିଟର ଦେଶୀମଦ ସହ ଚାରିଜଣ ଗିରଫ
ବାଲୁଗାଁ(ସେକ କୌସର ): ଶନିବାର ବାଲୁଗାଁ ଓ ଟାଙ୍ଗୀ ଅବକାରୀ ବିଭାଗ ବାଣପୁର ବାଲୁଗାଁ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଚାରିଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଦେଶୀ ମଦ ଜବତ କରିଛି।ସୂଚନା ମୁତାବକ ଅବକାରୀ ବିଭାଗ ବାଣପୁର ଥାନା ଅଂଚଳର ମଙ୍ଗରାଜ ବିଶ୍ୱାଳ ଠାରୁ ୩୦ ଲିଟର ମଦ ସହ…
ଓଡିଶାରେ “ଭ୍ରଷ୍ଟାଚାରୀ ଜନତା ଦଳ”ର ସରକାର ଚାଲିଛି : ମନୋଜ ମହାପାତ୍ର
କୋଭିଡ ସମୟରେ ୪୦ହଜାର କୋଟି ଦୁର୍ନୀତି
ରାଜ୍ୟରେ ୫୦ପ୍ରତିଶତ ପିସି ସରକାର ଚାଲିଛି ବୋଲି “ଲୋକୋଲ ଫଣ୍ଡ ଅଡିଟ”ରୁ ସ୍ପଷ୍ଟ
୨୦୨୦ ରୁ ୨୨ ରାଜ୍ୟ କରୋନା ସହ ଲଢ଼ୁଥିଲାବେଳେ ଲୁଟୁଥିଲା ବିଜେଡି
ଦୁର୍ନୀତି ଓ ଅନିୟମିତତା ପାଇଁ ୪ଶହ କୋଟି ଟଙ୍କା କର୍ମଚାରୀଙ୍କ ଉପରେ…