Sign in
Sign in
Recover your password.
A password will be e-mailed to you.
ଖଇରପୁଟିରେ କିଶୋରୀ ମେଳା-2023/24 ଅନୁଷ୍ଠିତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ପଂଚାୟତ କାର୍ଯ୍ୟାଳୟ ନିକଟସ୍ଥ ପଂଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଆଇସିଡିଏସ୍ ଅଞ୍ଚଳ ପରିଦର୍ଶିକା ଝୁନୁଲତା ସ୍ଵାଇଁଙ୍କ ଅଧ୍ୟକ୍ଷତାରେ କିଶୋରୀ ମେଳା-2023/24 ଅନୁଷ୍ଠିତ ହୋଇଯାଇଛି I ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ…
କର୍ମୀ ମାନେ ହେଉଛନ୍ତି ଦଳର ଅସଲ ଯୋଦ୍ଧା :- ବିଧାୟିକା ବର୍ଷା
https://youtu.be/o5fqWzpixQM
ଦଳୀୟ ସଂଗଠନ କୁ ସଦୃଡ଼ କରିଛନ୍ତି ବର୍ଷା
ଟେମରି ଗ୍ରାମରେ ବିଜେଡିର କର୍ମୀ ସମ୍ମିଳନୀ
ବରଗଡ :- କେନ୍ଦ୍ରୀୟ ରାଜନୀତି ରେ ହେଉଥିବା ହଲଚଲ କୁ ଦେଖି ବା କେନ୍ଦ୍ରୀୟ ନେତାଙ୍କର କାର୍ଯ୍ୟକ୍ରମ ଓ ଗତିବିଧି କୁ ଦେଖିଲେ ଏହା ଏକ ପ୍ରକାର ସ୍ପଷ୍ଟ…
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ
ଜନସାଧାରଣ ନିମନ୍ତେ ହସ୍ପିଟାଲ ସମର୍ପିତ
ଭୁବନେଶ୍ୱର, ୨୧/୦୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପରିଚାଳିତ ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍ସେସ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ଦ୍ୱିତୀୟ କ୍ୟାମ୍ପସ୍ ଫୁଲନଖରା ଠାରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ…
ମୁସଲମାନ ସମ୍ପ୍ରଦାୟର ରାଜ୍ୟସ୍ତରୀୟ ଇଯତମା
ଖୋର୍ଦ୍ଧା (ସେକ କୌସର ):ଖୋର୍ଦ୍ଧା ଜିଲ୍ଲା ସରଧାପୁର ଗ୍ରାମରେ ଉଣେଇଶି ତାରିଖଠୁ ଏକୋଇଶି ତାରିଖ ପର୍ଯନ୍ତ ତିନିଦିନ ଧରି ହୋଇଛି ମୁସଲମାନ ସମ୍ପ୍ରଦାୟ ର ଏକ ରାଜ୍ୟ ସ୍ତରୀୟ ଇଯତମା | ଓଡ଼ିଶାର କୋଣ ଅନୁକୋଣରୁ ଏକଲକ୍ଷରୁ ଉର୍ଦ୍ଧ ସଂଖ୍ୟାରେ ଲୋକଙ୍କ ଏଠାକୁ ସୁଅ ଛୁଟୁଛି | ଏଠାରେ ତିନିଦିନ ଧରି…
ବିକାଶ ଓ ଶାନ୍ତି ପାଇଁ ନୂଆ ଚେହେରା ଚାହୁଁଛି କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ
ଏଥର ଟିକେଟ ମିଳିଲେ ବିରୋଧରେ ମତଦାନ କରିବାକୁ ଚେତାବନୀ
ଭୋଟ ଯେତିକି ପାଖଉଚି, ଢେଙ୍କାନାଳ ଜିଲ୍ଲାରେ ରାଜନୈତିକ ଉସ୍ମତା ସେତିକି ବଢ଼ିବାରେ ଲାଗିଛି | ଲୋକଙ୍କ ସ୍ୱାର୍ଥ ପ୍ରତି ବିମୁଖ ରହି ନିଜ ବ୍ୟବସାୟ ଓ ନିଜ ସ୍ୱାର୍ଥରେ ବ୍ୟସ୍ତ ଥିବା ପ୍ରାର୍ଥୀ ବା ବିଧାୟକଙ୍କୁ ପ୍ରତ୍ୟାଖ୍ୟାନ…
ବଡଦେଓ ଜଙ୍ଘା ଲିଙ୍ଗା ଙ୍କ ବାର୍ଷିକ ପୂଜା ସମ୍ପନ୍ନ
ଜମନକିରା ୨୧/୦୧/୨୪ (ଲିପନ ନାଏକ ) ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ନୁଆଁଡ଼ିହି ଗୁଡ଼ି ରେ ଶୁକ୍ରବାର ଆଦିମ ଆଦିବାସୀ ଗୋଣ୍ଡ ସମାଜ ର ଇଷ୍ଟ ଦେବତା ଜଙ୍ଗା ଲିଙ୍ଗା ଙ୍କ ବାର୍ଷିକ ପୂଜା ସମ୍ପନ ହୋଇଯାଇଛି l କମିଟି ର ସଭାପତି ତଥା ବଡ଼ମାଳ ସରପଞ୍ଚ ନରେଶଚନ୍ଦ୍ର ନାଏକ ଓ ଉପସଭାପତି, କୋଷାଧକ୍ଷ…
ପଦ୍ମପୁର ର ସର୍ବ ଭାରତୀୟ ବୋଡାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ l
ବର୍ତମାନ ର ଗନ୍ଧମାର୍ଦନ ପାହାଡ଼ ଦେଶରେ ୪୧୭ଗୋଟି ଗ୍ରାମ କୁ ନେଇ ଗଢି ଉଠିଥିଲା ବୋଡା ସମ୍ବର ଅଞ୍ଚଳ lଆୟତନ ଦୃଷ୍ଟି ରୁ ଏହା ସମ୍ବଲପୁର ଅଠର ଗଡ଼ ରାଜ୍ୟ ମଧ୍ୟ ରେ ସର୍ବ ବୃହତ ଅଞ୍ଚଳ ଥିଲା। ସ୍ବାଧିନତା ପରେ ନବ ଗଠିତ ପଦ୍ମପୁର ଉପଖଣ୍ଡ ବୋଡା ସମ୍ବର ରାଜ୍ୟ ର ଅନ୍ତର୍ଭକ୍ତ ଥିଲା lକଳା…
ପ୍ରସାଦ ହରିଚନ୍ଦନ “ଦେଶ ପାଇଁ ଦାନ” ଅଭିଯାନର ଅଧ୍ୟକ୍ଷ
ଭୁବନେଶ୍ୱର -ତା ୨୧/୧/୨୪ ରିଖ :-ସାରା ଓଡ଼ିଶାରେ "ଦେଶ ପାଇଁ ଦାନ" ଅଭିଯାନର କାର୍ଯ୍ୟକ୍ରମକୁ ସୁଗମ ଏବଂ ସଫଳ କରିବା ପାଇଁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସୁପାରିଶକୁ ଏଆଇସିସି ଅନୁମୋଦନ କରି ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଙ୍କୁ ଉକ୍ତ କମିଟିର ଅଧ୍ୟକ୍ଷ ଭାବେ…
ଲୋକସଭା ଏବଂ ବିଧାନସଭା ସଂଯୋଜକଙ୍କ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ପରିଚାଳନା ପାଇଁ କମିଟି ଗଠନ
ଭୁବନେଶ୍ୱର-ତା ୨୧/୧/୨୪ ରିଖ:-ଜାନୁୟାରୀ ୨୩,୨୦୨୪ ଏବଂ ଜାନୁୟାରୀ ୨୫, ୨୦୨୪ ରେ ଭୁବନେଶ୍ୱରରେ ଲୋକସଭା ଏବଂ ବିଧାନସଭା ସଂଯୋଜକଙ୍କ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ପରିଚାଳନା ପାଇଁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏକ ୬ ଜଣିଆ କମିଟି ଗଠନ କରିଛନ୍ତି।ଉକ୍ତ କମିଟିକୁ ଏଆଇସିସି ପକ୍ଷରୁ…