ଭୁବନେଶ୍ୱର : ଓଡ଼ିଶାର ୨ ଜିଲ୍ଲାପାଳ, ୫ ଏସପି, ଜଣେ ଆଇଜିଙ୍କୁ ନିର୍ବାଚନ ଦାୟିତ୍ବରୁ ତୁରନ୍ତ ହଟାଇବାକୁ ନିର୍ଦେଶ ଦେଲେ ନିର୍ବାଚନ କମିଶନ। ସେମାନଙ୍କ ମଧ୍ୟରେ ଅଛନ୍ତି କଟକ ଜଗତସିଂହପୁର ଜିଲ୍ଲାପାଳ, ଅନୁଗୋଳ, ବ୍ରହ୍ମପୁର, ରାଉରକେଲା, ସୁନ୍ଦରଗଡ ଖୋର୍ଦ୍ଧା ଏସପିଙ୍କ ସମେତ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂଙ୍କୁ ନିର୍ବାଚନୀ ଦାୟିତ୍ବରୁ ହଟାଇବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି |
Sign in
Sign in
Recover your password.
A password will be e-mailed to you.