ଓଡିଶା ପାଇଁ ଦୁଇଜଣଙ୍କୁ ସହପ୍ରଭାରୀ ଭାବେ ନିଯୁକ୍ତ କଲା ଏଆଇସିସି

ଭୁବନେଶ୍ୱର-ତା୨୦/୧/୨୪ରିଖ-ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ ଦୁଇଜଣ ଏଆଇସିସି ସମ୍ପାଦକ ଶ୍ରୀ ଖ୍ରୀଷ୍ଟଫର ତିଲକ ଓ ଶ୍ରୀ ମହମ୍ମଦ ସାହାନବାଜ ଚୌଧୁରୀ ଙ୍କୁ ଓଡିଶାର ସହ ପ୍ରଭାରୀ ଭାବରେ ନିଯୁକ୍ତ ପ୍ରଦାନ କରିଛନ୍ତି ବୋଲି ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ)…

ଏନ୍ଆଇଟି ରାଉରକେଲାର ୨୧ତମ ସମାବର୍ତ୍ତନ ସମାରୋହରେ ୧,୯୮୮ ଡିଗ୍ରୀଧାରୀ ସମ୍ମାନୀତ

ରାଉରକେଲା,(ବସନ୍ତ କୁମାର ଜେନା):  ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ରାଉରକେଲା (ଏନ୍ଆଇଟି ରାଉରକେଲା)ର ୨୧ତମ ସମାବର୍ତ୍ତନ ସମାରୋହ ପାଳନ କରାଯାଇଛି, ଯେଉଁଠି ୧,୯୮୮ ଜଣ ସ୍ନାତକ ହାସଲ କରିଥିବା ଛାତ୍ରଛାତ୍ରୀକୁ (୪୫୭ ଛାତ୍ରୀ ଓ ୧୫୩୧ ଛାତ୍ର) ସମ୍ମାନୀତ କରାଯାଇଛି । କିଛି…

ଅଞ୍ଚଳ ମହାବିଦ୍ୟାଳୟ ରେ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

 ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଅଞ୍ଚଳ ମହାବିଦ୍ୟାଳୟର ମଞ୍ଚରେ ଗୀତ, ନୃତ୍ୟ ଏବଂ ନାଟକ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଯାଇଛି। କକ୍ଷ ନମ୍ବର ୦୧ ଓ କକ୍ଷ ନମ୍ୱର ୦୨ ରେ ହସ୍ତାକ୍ଷର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯକ୍ରମକୁ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ଙ୍କ ନିର୍ଦ୍ଦେଶ…

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ “ନୂଆଁ-ଓ” ଓ “ଓଡ଼ିଆ ସାହିତ୍ୟ”…

 ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ "ନୂଆଁ-ଓ" ଓ "ଓଡ଼ିଆ ସାହିତ୍ୟ" ପ୍ରତିଯୋଗିତା ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଉଚ୍ଚ…

ବିଭିନ୍ନ ବିଦ୍ୟାଳୟରେ ଭାଷା ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ

 ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ବିଦ୍ୟାଳୟରେ ଭାଷା ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ପାଳିତ ହୋଇଯାଇଛି I ବ୍ଳକ୍ ର କ୍ଷତ୍ରିୟବରପୁର ସରକାରୀ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ସାହୁଙ୍କ…

ବାଲୁକା ଶିଳ୍ପୀ ଜ୍ୟୋତିଷ ସାହୁ ଙ୍କ ଦ୍ଵାରା ରାମ ଲାଲା ଙ୍କ ନିଆରା କୃତୀ ।

ଅବିନାଶ ସାଥୁଆ ମହାପାତ୍ର, ଭୁବନ :  ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ ବିଗ୍ରହ ପ୍ରତିଷ୍ଠା ଓ ରାମ ମନ୍ଦିର ଲୋକାର୍ପଣ ପାଇଁ ସାରା ଭାରତ ବର୍ଷ ଏବେ ଉତ୍ସବ ମୁଖର ହୋଇଉଠିଛି। ସବୁ ଆଡ଼େ ଭକ୍ତି ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି । ଭୁବନ ର ପ୍ରସିଦ୍ଧ ବାଲୁକା ଶିଳ୍ପୀ…

ଜିଲ୍ଲା ସ୍ତରୀୟ ପି ସି ପି ଏନ୍ ଡି ଟି ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ

ଜଗତସିଂହପୁର,ତା-୨୦.୦୧.୨୦୨୪/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପି ସି ପି ଏନ୍ ଡି ଟି ପରାମର୍ଶ ଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲା ରେ କାର୍ଯ୍ୟକ୍ଷମ ଥିବା ଅଲଟ୍ରାସାଉଣ୍ଡ ଗୁଡିକ…

ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡା ଜିଲ୍ଲା ତରଫରୁ ହାଲୁଆ ପଞ୍ଚାୟତ ଠାରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ…

ରାୟଗଡା : ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡା ଜିଲ୍ଲା ତରଫରୁ ରାୟଗଡା ବ୍ଲକ ଅନ୍ତର୍ଗତ ହାଲୁଆ ଗ୍ରାମ ପଞ୍ଚାୟତ ଠାରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l ବର୍ତ୍ତମାନ ଯୁବପିଢିଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ନିଜକୁ ନିଶା କବଳରେ ନିଜକୁ ହଜେଇ…

ଏକାଦଶ ରାଜ୍ୟସ୍ତରୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ୍ ଉଦଘାଟିତ:ସେମିରେ ଭୁବନେଶ୍ୱର

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ବ୍ଲକ ଖଇରପାଲି ଠାରେ ରାଜ୍ଯ ସ୍ତରୀୟ ଏକାଦଶ ଗୋଳଡେନ ଷ୍ଟାର କ୍ରିକେଟ କପ୍‌ ଉଦ୍‌ଘାଟିତ ହୋଇଯାଇଛି । ଚତୁର୍ଥ ଦିନ ତିନି ଗୋଟି ମ୍ୟାଚ୍‌ ଖେଳା ଯାଇଥିଲା । ପ୍ରଥମ ମ୍ୟାଚ୍‌ ଭୁବନେଶ୍ୱର ଦଳ ଢେଙ୍କାନାଳ ଦଳକୁ ହରାଇଥିଲା । ଦ୍ୱିତୀୟ ମ୍ୟାଚ୍‌ ସାଇ…

ଡାବୁଗାଁ ବ୍ଲକ ଆଶାକର୍ମୀ ସଂଘ ର ୧୦ ଦଫା ଦାବୀ ପୂରଣ ନେଇ ବିଡିଓ ଙ୍କୁ ଦାବୀପତ୍ର ପ୍ରଦାନ

 ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୦/୦୧/୨୪ ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ର ଆହ୍ୱାନ କ୍ରମେ ନବରଙ୍ଗପୁର ଜିଲ୍ଲା ଶାଖା ଡାବୁଗାଁ ବ୍ଲକ ଆଶାକର୍ମୀ ସଂଘ ତରଫରୁ ୧୦ ଦଫା ଦାବୀ ପୂରଣ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଡାବୁଗାଁ ବିଡିଓ…