ଅଞ୍ଚଳ ମହାବିଦ୍ୟାଳୟ ରେ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ର କବିତା ଆବୃତ୍ତି ଓ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସୋମବାର ଦିନ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ର ସମ୍ମେଳନ ପ୍ରକୋଷ୍ଠରେ ଅପରାହ୍ନ ୩ ଘଟିକା ସମୟରେ "ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ର ଆୟୋଜନ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ" ଓ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର କବିତା ଆବୃତ୍ତି ଏବଂ ବକ୍ତୃତା…

୩ୟ ଜାତୀୟ ପାରଳା ନୃତ୍ୟ ମହୋତ୍ସବ ଆୟୋଜିତ

https://youtu.be/Udphs995W0Y ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ୩ୟ ଜାତୀୟ ନୃତ୍ୟ ମହୋତ୍ସବ "ନୃତ୍ୟ ପଲ୍ଲବୀ - ୨୦୨୪" ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ପାରଳାର ଅଗ୍ରଣୀ ନୃତ୍ୟ ସଂଗଠନ…

ସୋଆ କ୍ୟାମ୍ପସ୍‌ରେ ସୌରଶକ୍ତି ପରିଚାଳିତ ପାଣିପାଗ ଓ ବାୟୁ ଗୁଣବତା ନିରୀକ୍ଷଣ କେନ୍ଦ୍ର ସ୍ଥାପିତ

ଭୁବନେଶ୍ୱର, ୨୨/୦୧ : ଜଳବାୟୁ ପରିବର୍ତନକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ସିଟି ୟୁନିଭର୍ସିଟି ଅଫ୍ ନ୍ୟୁୟର୍କ (ସିୟୁଏନ୍‌ୱାଇ) ପରିଚାଳିତ ବ୍ରୋନକ୍ସ କମ୍ୟୁନିଟି କଲେଜ ପକ୍ଷରୁ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) କ୍ୟାମ୍ପସ୍‌ରେ ଏକ ସ୍ୱୟଂଚାଳିତ ସୌରଶକ୍ତି ପରିଚାଳିତ ପାଣିପାଗ ଓ ବାୟୁ…

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ -ଓ ( ଯୁବ ଓଡ଼ିଶା ନବୀନ ଓଡ଼ିଶା )ର ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ -ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଓ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମର ଉଦଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର…

୨୮ ତମ ସର୍ବ ଭାରତୀୟ ବୋରାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ରୋମାଞ୍ଚକର ମ୍ୟାଚରେ ଏମ୍.ଏମ୍. ସି.ସି ସମ୍ବଲପୁର…

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ରାଜବୋଡାସମ୍ବର ଖେଳପଡିଆ ଠାରେ ବୋରାସମ୍ବର ସ୍ପୋର୍ଟିଂ ଦ୍ବାରା ଆୟୋଜିତ ୨୮ ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ୍ ର ଫାଇନାଲ ମ୍ୟାଚ୍ ବାପୁଜୀ କ୍ରିକେଟ କ୍ଲବ ଭୁବନେଶ୍ଵର ଓ ଏମ୍.ଏମ୍.ସି.ସି ସମ୍ବଲପୁର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇ ଥିଲା । ମ୍ୟାଚ…

କେସିଙ୍ଗା ରେ ଡିଫାଇନ୍ କଳାହାଣ୍ଡିର ବିଶାଲ ସମାବେଶ

କେସିଙ୍ଗା,(ଶାସକ ପ୍ରଶାସକ) କଳାହାଣ୍ଡି ମାଟି ପବନର ମାଦକତା ନିଆରା ଓ ଏହି ମାଟି ସେବା ମନୋବୃତ୍ତି, ପରୋପକାର ଓ ସହନଶୀଳଗୁଣ ସିଖାଇ ଥାଏ ବୋଲି କେସିଙ୍ଗା ରେ ଆୟୋଜିତ ଡିଫାଇନ୍ କଳାହାଣ୍ଡିର ସମାବେଶରେ ଯୋଗଦେଇ ପ୍ରକାଶ କରିଛନ୍ତି ସମାଜସେବୀ ତଥା ସାମ୍ବାଦିକ ମଧୁ ମହାନ୍ତି। ରବିବାର ଏକ…

ନିଯୁକ୍ତି ପ୍ରକ୍ରିୟାରେ ବିଜେଡି ସରକାରର କାର୍ଯ୍ୟ ଯୁବପିଢିଙ୍କ ପାଇଁ ଆଶୀର୍ବାଦ ନା ଅଭିଶାପ ? – ସୂରଜ ସୂର୍ଯ୍ୟବଂଶୀ

• ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ସବୁବେଳେ ଜାଣି ଅଜଣା ହୁଅନ୍ତି, ଏହା ତାଙ୍କର ପୁରୁଣା ଅଭ୍ୟାସ • ବିଜେଡି ନେତା ତାଙ୍କ ଗୁମାସ୍ତାଙ୍କୁ ଖୁସି କରନ୍ତୁ ମନା ନାହିଁ କିନ୍ତୁ ମୂଳ ପ୍ରଶ୍ନର ଉତ୍ତର ନ ଦେଇ ଖସିବାକୁ ଚେଷ୍ଟା କରନ୍ତୁ ନାହିଁ • ରାଜ୍ୟରେ ଯେତେବେଳେ ନିଯୁକ୍ତି…

ଆମ ଓଡ଼ିଶା ନବୀନ ଓଡ଼ିଶାର ପ୍ରଚାର ପ୍ରସାର ପାଇଁ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ

ମୁଖ୍ୟମନ୍ତ୍ରୀଙ୍କ ଵିକାଶମୂଳକ କାର୍ଯ୍ୟକୁ ଘରେ ଘରେ ପହଞ୍ଚାଇବାକୁ ବିଧାୟକ ପ୍ରତାପ ଜେନାଙ୍କ ନିର୍ଦେଶ l (ନିଶ୍ଚିନ୍ତକୋଇଲି- ଶାସକ ପ୍ରଶାସକ): ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ରୂପାନ୍ତିକରଣ ପାଇଁ ଆମ ଓଡ଼ିଶା ନୀବନ ଓଡ଼ିଶା କାର୍ଯ୍ୟକ୍ରମ ଯୋରଦାର ଚାଲିଛି । ଏହି…

ରାହୁଲ ଗାନ୍ଧୀଙ୍କ “ଭାରତ ଯୋଡ ନ୍ୟାୟ ଯାତ୍ରା” ଓଡିଶା ପାଇଁ ଦୁଇଜଣ ଏଆଇସିସି ସମ୍ପାଦକ ସ୍ୱତନ୍ତ୍ର…

ଭୁବନେଶ୍ୱର-ତା ୨୧/୧/୨୪ ରିଖ:-ଜନ ମାନସର ନେତା ରାହୁଲ ଗାନ୍ଧି ଙ୍କ "ଭାରତ ଯୋଡ ନ୍ୟାୟ ଯାତ୍ରା" ର ସଠିକ୍ ପରିଚାଳନା ଏବଂ ସମନ୍ୱୟ ପାଇଁ ଏଆଇସିସି ପକ୍ଷରୁ ବିଭିନ୍ନ ରାଜ୍ୟ ପାଇଁ ସ୍ୱତନ୍ତ୍ର ସଂଯୋଜକ ଭାବେ ଏଆଇସିସି ସମ୍ପାଦକ ମାନଙ୍କୁ ନିୟୋଜିତ କରାଯାଇଛି ଏବଂ ନିୟୋଜିତ ହୋଇଥିବା ସ୍ୱତନ୍ତ୍ର…

ବାପୁଜୀ ବିଦ୍ୟାପୀଠ ୧୯୮୨ ମାଟ୍ରିକ ବ୍ୟାଚ୍ ବିଦ୍ୟାର୍ଥୀଙ୍କ ବନ୍ଧୁ ମିଳନ ଉତ୍ସବ l

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ବରାଦୋ ପଞ୍ଚାୟତ ସ୍ଥିତ ପାଟପୁର ଠାରେ ଥିବା ବାପୁଜୀ ବିଦ୍ୟାପୀଠ ୧୯୮୨ ମାଟ୍ରିକ ବ୍ୟାଚ୍ ଛାତ୍ର ଛାତ୍ରୀଙ୍କ ଏକ ସମାବେଶ ଅନୁଷ୍ଠିତ ହୋଇଛି । ଛାତ୍ର ବାଣୀରଂଜନ ସାମଲଙ୍କ ପୌରହିତ୍ୟରେ ପ୍ରଥମେ ଏହି ବ୍ୟାଚର ଦିବଂଗତ ୮ଜଣ ଛାତ୍ର…