Sign in
Sign in
Recover your password.
A password will be e-mailed to you.
ତୁମ୍ଭାଅଣ୍ଡେଇସାହି ଗ୍ରାମ ପଞ୍ଚାୟତ ଅଯୋଧ୍ୟା ଶ୍ରୀରାମ ଜନ୍ମ ଭୂମିରେ ପ୍ରାଣ ପ୍ରତିଷ୍ଠା ନିମନ୍ତେ “ଶ୍ରୀ ରାମ…
ଜଗତସିଂହପୁର,ତା-୨୨.୦୧.୨୦୨୪/ସୁମନ୍ତ କୁମାର ଦାସ: ଆଜି ଅଯୋଧ୍ୟା ଶ୍ରୀ ରାମ ମନ୍ଦିରରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଛି । ତେବେ ଏହି ମୁହୂର୍ତ୍ତକୁ ଉପଭୋଗ କରିବା ପାଇଁ କୋଟି କୋଟି ଦେଶବାସୀ ଚାତକ ପରି ଚାହିଁ ରହିଥିବା ବେଳେ ପରିଶେଷରେ ଟିଭି ଓ ମୋବାଇଲ…
ରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ରେ ଉତ୍ସବ ମୁଖର ହେଲା ଡାବୁଗାଁ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୨/୦୧/୨୪ ଅଯୋଧ୍ୟା ରେ ପ୍ରଭୁ ଶ୍ରୀ ରାମ ଙ୍କ ଭବ୍ୟ ମନ୍ଦିର ଉଦଘାଟନ ସହ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଆଜି ଡାବୁଗାଁ ଉତ୍ସବ ମୁଖର ହୋଇଛି।ବିଭିନ୍ନ ମନ୍ଦିର ମାନଙ୍କରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ସହ ନାମ ସଙ୍କୀର୍ତ୍ତନ ,ଯଜ୍ଞ ଓ ରାଲି…
ଭଞ୍ଜନଗର ବ୍ଳକ୍ ରେ ଜାତୀୟ ବାଳିକା ଦିବସ ପାଳିତ
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ଆଜି ତା ୨୨/୧/୨୦୨୪ ରିଖ, ସୋମବାର ଦିନ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଲାଲାଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବର ପବିତ୍ର ଦିନରେ ଭଂଜନଗର ବ୍ଲକ ଅନ୍ତର୍ଗତ ବଡକୋଦଣ୍ଡା ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଳକ୍ ସ୍ତରୀୟ "ଜାତୀୟ ବାଳିକା ଦିବସ" ପାଳିତ…
ଜିଲ୍ଲା ସ୍ତରୀୟ ମକର ମହୋତ୍ସବ ପାଳିତ ।
କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ :ଜିଲ୍ଲା ସ୍ତରୀୟ ମକର ମହୋତ୍ସବ ୨୦୨୪ର ଷଷ୍ଠ ଦିବସ ପଖୋଟ ଠାରେ ପାଳିତ ହୋଇଯାଇଛି।ଆଜିର ଏହି କାର୍ଯ୍ୟକ୍ରମରେ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଖୋଟ ଭଳି ଏକ ତ୍ରିକୋଣ ଭୂମି ଅଞ୍ଚଳର କିଭଳି…
ପ୍ରଭୁ ଶ୍ରୀ ରାମ ଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ଉତ୍ସବରେ ଚଳ ଚଞ୍ଚଳ ଗାଁ ଠାରୁ ସହର ।।।।
ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ :: ଶାସକ ପ୍ରଶାସକ ପୌଷ ମାସ ଶୁକ୍ଳପକ୍ଷ ଦ୍ଵାଦଶୀ ବିକ୍ରମ ସମ୍ଭତ -୨୦୮୦ , ସୋମବାର ଦିନାଙ୍କ ୨୨ ଜାନୁୟାରୀ ୨୦୨୪ ଶୁଭ ଦିନରେ ପ୍ରଭୁ ଶ୍ରୀ ରାମଙ୍କ ନୂତନ ବିଗ୍ରହକୁ ଶ୍ରୀ ରାମ ଜନ୍ମଭୂମି ଅଯୋଧ୍ୟା ରେ ନିର୍ମିତ ନୂତନ ଗର୍ଭ ଗୃହରେ…
ମାଧବରୀଡା ତ୍ରିବେଣୀ ସଙ୍ଗମରେ ଗୀତା ଯଜ୍ଞ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ସୋମବାର ବେଣୀପଲ୍ଲୀ ପଞ୍ଚାୟତ ଅଧିନସ୍ଥ ମାଧବରିଡା ତ୍ରିବେଣୀ ଆଶ୍ରମ ଠାରେ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ଚାଲିଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ଶୁଭମନାସି ବୈଷ୍ଣବ ଗୀତା ଯଜ୍ଞ ଆୟୋଜିତ ହୋଇଯାଇଛି I ମଠାଧୀଶ ଚିଦାନନ୍ଦ ସ୍ୱାମୀଙ୍କ ପ୍ରତ୍ୟେକ୍ଷ…
ଜୟପାଟଣା ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ।
(ଶାସକ ପ୍ରଶାସକ )ଭବାନୀପାଟଣା ତା୨୨.୦୧.୨୦୨୪: ଆଜି ଜୟପାଟଣା ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ତହସିଲଦାର ରଘୁନାଥ ମୁଣ୍ଡାରୀ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ…
ପଦ୍ମପୁର ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ।
ପଦ୍ମପୁର : ପଦ୍ମପୁର ପଞ୍ଚାୟତ ସମିତି ସଦଭାବନା ସଭାଗୃହ ଠାରେ ରାୟଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସ୍ୱଧାଦେବ ସିଂ, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଉପସ୍ଥିତ ରହି ମୋଟ 23ଟି ଅଭିଯୋଗ ଗ୍ରହଣ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ…
ଭୋଟ ପୂର୍ବରୁ ଚିରାଚରିତ ବଦଳି : ଆଇଏଏସ୍ ଅଫିସରସ୍ତରରେ ବ୍ୟାପକ ଅଦଳବଦଳ
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ହେଲେ କେନ୍ଦ୍ରାଞ୍ଚଳ ଓ ଉତ୍ତରାଞ୍ଚଳ ଆରଡିସି
ଜିଲ୍ଲାପାଳ ସମର୍ଥଙ୍କୁ ଶ୍ରୀମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ ଦାୟିତ୍ୱ
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଜି ଆଇଏଏସ୍ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳ…
ସ୍ଵାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ ସହିତ ଶ୍ରୀରାମ୍ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳନ।
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା}: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ ତିଳିସିଗିଂ ଗ୍ରାମରେ ଥିବା ସନାତନି ଆର୍ଯ୍ୟଵର୍ତ୍ତର ବିକାଶ ଓ ସେବା ସଂସ୍ଥା ଟ୍ରଷ୍ଟ ଦ୍ଵାରା ପରିଚାଳିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ବିଦ୍ୟାଳୟ ର ୧୧ ତମ ବାର୍ଷିକ ଉତ୍ସବ ସହିତ ଭଗବାନ୍ ଶ୍ରୀରାମ୍ ଙ୍କ…