ଜଗତସିଂହପୁର,ତା-୦୨.୦୪.୨୦୨୪/ସୁମନ୍ତ କୁମାର ଦାସ: ବିଜୁ ଜନତା ଦଳର ଜଗତସିଂହପୁର ଜିଲ୍ଲାର ୪ ନିର୍ବାଚନ ମଣ୍ଡଳୀରେ କନ୍ଦଳ ଏବେ ଚରମ ସୀମାରେ ପହଂଚିଲାଣି । କେହି କାହା କାହାରିକୁ ଛାଡିବାକୁ ଅମଙ୍ଗ ଜଗତସିଂହପୁର,ତିର୍ତ୍ତୋଲ,ପାରାଦ୍ବୀପ ଓ ବାଲିକୁଦା- ଏରସମାରେ ମାଳ ମାଳ ଆଶାୟୀ ବିଧାୟକ ପାର୍ଥ । ଏପରି ବିଦ୍ରୋହ ସ୍ଥିତିରେ କଂ କଂଗ୍ରେସର ପୂର୍ବତନ ଜଗତସିଂହପୁର ବିଧାୟକ ଚିରଞ୍ଜୀବ ବିଶ୍ଵାଳ ବିଜେଡିରେ ସାମିଲ ହେବା ପରେ ରୋଚକ ମୋଡ ଜିଲ୍ଲା ରାଜନୀତି ରେ ଦେଖୁବାକୁ ମିଳୁଛି l ଜଗତସିଂହପୁର ରାଜନୀତି ରେ ବିଜେଡି କନ୍ଦଳ। ସ୍ଥିତି ସାଂଘାତିକ। ଟିକେଟ ଅ ଅଙ୍କ ଛିଡୁନଥିବାବେଳେ ଦାବିଦାରଙ୍କ ସ ସଂଖ୍ୟା ବଢୁଛି। ରାଲି, ଶୋଭାଯାତ୍ରା କରି ନିଜ ନିଜ ଶକ୍ତି ପ୍ରଦର୍ଶନ କରୁଛନ୍ତି ନରୁଛନ୍ତି ଆଶାୟୀ ପାର୍ଥ । ତେବେ ନିଜ ନିଜ ନିର୍ବାଚନ ମଣ୍ଡଳୀ ଠାରୁ ଆରମ୍ଭ କରି ନବୀନ ନିବାସ ଯାଏ ସବୁଠି ଆଶାୟୀ ଟିକେଟ ପାଇବା ପାଇଁ ଦାବି ଜଣାଉଛନ୍ତି । କିଏ ପାଇବ ଟିକେଟ କାହାକୁ ଦେବେ ଟିକେଟ ଆଶାୟୀ ପାର୍ଥ ମାନେ ଅପେକ୍ଷା କରିଛନ୍ତି । ଏପଟେ ଜଗତସିଂହପୁରର ପୂର୍ବତନ କଂଗ୍ରେସ ବି ଧାୟକ ଚି ରଞ୍ଜୀବ ବି ଶ୍ଵାଳ ବିଜେଡିରେ ଯୋଗ ଦେବା ପରେ ଘନି ଭୁତ ହୋଇଛି ରାଜନୀତି । ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ କିଏ ହେବ ବିଜେଡି ପ୍ରାର୍ଥୀ ତାକୁ ନେଇ ବଢିଛି ଚର୍ଚ୍ଚା। ସ୍ଥାନୀୟ ବର୍ତମାନ ด ବିଧାୟକ ପ୍ରଶାନ୍ତ ପ୍ରଶାନ୍ତ ମୁଦୁଲି ଯିବେ କୁଆଡେ। ଚିରଞ୍ଜୀବଙ୍କୁ ଦଳ କେଉଁଠି ଥଇଥାନ କରିବ । ସେହିପରି ୨୦୧୯ ସାଧାରଣ ନିର୍ବାଚନ ରେ ଟିକେଟ ପାଇଁ ନିରାଶ ହୋଇଥୁବା ଅମରେନ୍ଦ୍ର ଦାସ କିନ୍ତୁ ଏଥର ନିଜ ସଂଗଠନକୁ ସୁଦୃଢ କରି ଟିକେଟ୍ ପାଇଁ ଦାବିକୁ ଜୋର କରିଥିବାରୁ ଦଳ ପାଇଁ ଅଡୁଆ ବଢିଛି। ଏଭଳି ସ୍ଥିତିରେ ରାଜନୀତି ବଳ କସାକସି ଜୋର ଧରିଛି। କେବଳ ଜଗତ ସିଂହପୁର ନିର୍ବାଚନ ମଣ୍ଡଳୀ ରାଜନୀତି କହିବା ନାହିଁ ବାଲିକୁଦା– ଏରସମା ଓ ପାରାଦ୍ଵୀପରେ ବି ସମାନ ପରିସ୍ଥିତି ଅଛି କ୍ଷବାଲିକୁଦା ବିଧାୟକ ରଘୁନନ୍ଦନ ଦାସଙ୍କୁ ଚାଲେଞ୍ଜ କରି ନବୀନ ନିବାସ ସମ୍ମୁଖରେ ବିଶାଳ ରୋଡ୍ ସୋ କରିଛନ୍ତି ଆଶାୟୀ ପାର୍ଥ ସୌମ୍ୟଜିତ୍ ମହାପାତ୍ର ହାପାତ୍ର । ନବୀନ ନିବାସ ଯାଇ ନିଜ ବ୍ୟକ୍ତିଗତ ପ୍ରମାଣ ପତ୍ର ଦେ ଦବା ସହ ମୁଖୁଆଙ୍କ ନିକଟରେ ଟିକେଟ ପାଇଁ ଦାବି ଜୋର କରିଛନ୍ତି। ଯୁବଚେହ ଚହାରାକୁ ଅଗ୍ରାଧ୍କାର ମିଳିବ ବୋଲି ଆଶା ରଖ୍ ଛନ୍ତି ପାରାଦ୍ବୀପରେ ବି ପ୍ରବଳ ଦାବିଦାର। ପୁର୍ବତନ ମନ୍ତ୍ରୀ ସ୍ଵର୍ଗତ ଦାମୋଦର ରାୟଙ୍କ ପାଇଁ ଟିକେଟ ରାଉତଙ୍କ ପୁଅ ସମ୍ବିତ ରାଉତରାୟ ଟିକେଟ କଣ୍ଟା ସାଜିଛନ୍ତି କଂଗ୍ରେସ ନେତା ବାପି ସଖେଲଙ୍କ ପତ୍ନୀ ମୋନିଦୀପା ବିଜେଡିରେ ମିଶିବା ଘରେ ଟିକେଟ ପାଇଁ ଆଶାଇ ଅଛନ୍ତି l ତେବେ ନିର୍ବାଚନ ଯେତିକି ପାଖାଉଛି ଜଗତସିଂହପୁର ବିଜେଡି ସେତିକି ତୀବ୍ର ହେଉଛି । ଏବେ ଦେଖିବାକୁ ବାକିରହିଲା କିଏ ପାଉଛି କେଉଁ ନିର୍ବାଚନ ମଣ୍ଡଳୀରୁ ବିଧାନସଭା ଟିକେଟ୍।
Sign in
Sign in
Recover your password.
A password will be e-mailed to you.
Next Post