କୁଶ ଆପଟ କେନ୍ଦୁଝର ଜିଲ୍ଲା ବିଜେଡି ସଭାପତି

0 1

ବଡ଼ବିଲ (ଶାସକ ପ୍ରଶାସକ) ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କୁଶ ଆପଟଙ୍କୁ ଦଳର କେନ୍ଦୁଝର ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ମୀନାକ୍ଷୀ ମହାନ୍ତଙ୍କୁ ରାଇରଙ୍ଗପୁର ଓ ଯଶିପୁର ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନୀ ସଂଯୋଜିକା ଭାବେ ନିଯୁକ୍ତି ଦିଆଯାଇଛି।

Leave A Reply

Your email address will not be published.