ବାଣପୁର ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

18

ବାଣପୁର:(ସେକ୍ କୌସର): ବାଣପୁର ସ୍ଥାନୀୟ ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟ, ଠାରେ ବାଣପୁର ବ୍ଲକ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଦୁଇଟି ପର୍ଯ୍ୟାୟରେ ମୋଟ ୧୫୧ ଜଣ ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ଉକ୍ତ ଶିବିରକୁ ବିଜୟ କୁମାର ବେହେରା, ବିଶ୍ଵଜିତା ଜେନା, ଓ ଦାଶରଥି ମହାସୁଆର ତାଲିମ ପ୍ରଶିକ୍ଷକ ଭାବେ ତାଲିମ ପ୍ରଦାନ କରିଛନ୍ତି। ଏଥିରେ ବ୍ଲକ୍ ଶିକ୍ଷା ଅଧିକାରୀ ସମେତ ସମସ୍ତେ Crcc ଶାନ୍ତି ଶୃଙ୍ଖଳା ଭାବେ ଶିବିରକୁ ଉଦଯାପିତ କରିଛନ୍ତି l

Leave A Reply

Your email address will not be published.