କଟକ ୪/୫ଶନିବାର (ରଞ୍ଜିତ ମହାପାତ୍ର ): କଂଗ୍ରେସ ର ଲୋକସଭା ପ୍ରାର୍ଥୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନାମାଙ୍କନ ଦାଖଲ କରିବା ପାଇଁ ବିଶାଳ ରାଲିରେ ଜିଲ୍ଲାପାଳଙ୍କ କାଯ୍ୟଳୟ କୁ ଆସିଥିଲେ. ଏଥିରେକଟକ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୁକିମ, କଟକ ସଦର ର ବିଧାୟକ ପାର୍ଥୀ ରାମ ଚରଣ ଗୋଛାୟତ,କର୍ପୋରେଟର ଜନାର୍ଦନ ପରିଡା, କାମେଶ୍ୱର ରାଓ,ସନ୍ତୋଷ ଭୋଲ ଓ ବହୁ କଂଗ୍ରେସ କର୍ମୀ ମାନେ ଏହି ରାଲିରେ ଯୋଗଦେଇଥିଲେ.କଂଗ୍ରେସ ର ଗ୍ୟାରେଣ୍ଟି କାର୍ଡ ବିଷୟରେ ଜୋର ଶୋରେ ଚିଲାଇ ସ୍ଲୋଗାନ ଦେଉଥିଲେ. ଓ ରାହୁଲ ଗାନ୍ଧୀ ଆସିଥିବା ସାଲେପୁର ବାସୀଙ୍କୁ ଗ୍ୟାରେଣ୍ଟି କାର୍ଡ ବିଷୟରେ ଲୋକମାନଙ୍କୁ କିଭଳି ବୁଝାଇ ଥିଲେ. ସେ ବିଷୟରେ କେମେରା ସାମ୍ନାରେ ଆଜି କହିଛନ୍ତି. ଲୋକମାନଙ୍କୁ ସଚେତନ କରାଇଛନ୍ତି.ଶେଷରେ ଜିଲ୍ଲାପାଳଙ୍କୁ ନାମାଙ୍କନ ଦାଖଲ କରିଥିଲେ.
Sign in
Sign in
Recover your password.
A password will be e-mailed to you.
Prev Post