ନେମାଳ ଠାରେ ପୂର୍ବତନ ମନ୍ତ୍ରୀ, କଟକ ସଦର ଅଞ୍ଚଳର ବିକାଶର ସାରଥୀ ସ୍ବର୍ଗତ କାଳିନ୍ଦୀଚରଣ ବେହେରା ଙ୍କ…

 (ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ପୂର୍ବତନ ମନ୍ତ୍ରୀ, ଜନନାୟକ ତଥା କଟକ ସଦର ଅଞ୍ଚଳର ବିକାଶର ସାରଥୀ ପ୍ରଫେସର ସ୍ବର୍ଗତ କାଳିନ୍ଦୀ ଚରଣ ବେହେରା ଙ୍କ ନବମ ବାର୍ଷିକ ଶ୍ରାଦ୍ଧବାର୍ଷିକ ଉତ୍ସବ ସାନ୍ତପୁର ପଞ୍ଚାୟତ ସମାଜସେବୀ ତଥା କଟକ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ନୃସିଂହଚରଣ…

ରାଣୀ ସାହେବାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ।

ଖଲ୍ଲିକୋଟ,୧୮/୨ (ଶାସକ ପ୍ରଶାସକ,ଶିବରାମ ଜେନା) : ଆଜି ସ୍ଥାନୀୟ ବରିଷ୍ଠ ନାଗରିକ ମଞ୍ଚ ଓ ଅଵସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭା ଗୃହରେ, ବରିଷ୍ଠ ନାଗରିକ ଓ ସିନ୍ଧୁ - ଉର୍ମି ସାହିତ୍ୟ ସଂସଦ ଵାଇକୋଳି ସ୍ମୃତି ପରିଷଦ ଆନୁକୂଲ୍ୟର ରାଣୀ ସାହେବ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା…

ବିଜେଡ଼ିରେ ଯୋଗଦେଲେ ଅନୁଗୁଳ ଜିଲ୍ଲା କଂଗ୍ରେସର ବିଦାୟୀ ସଭାପତି ବିପ୍ଳବ ଜେନା

ଭୁବନେଶ୍ୱର :ଅନୁଗୁଳ ଜିଲ୍ଲା କଂଗ୍ରେସର ବିଦାୟୀ ତଥା ୨୦୧୯ ଅନୁଗୁଳ ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ବିପ୍ଲବ ଜେନା ଓ ତାଙ୍କର ହଜାରରୁ ଉର୍ଦ୍ଧ୍ବ ସମର୍ଥକ ଆଜି ଶଙ୍ଖ ଭବନ ଠାରେ ବିଜେଡି ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଓ ପୂର୍ବତନ ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ…

ମୟୂରଭଞ୍ଜ ଜିଲ୍ଲାରେ 5T ଉପକ୍ରମରେ ରୂପାନ୍ତରିତ ୯ଟି ସରକାରୀ ହସ୍ପିଟାଲ ମାନଙ୍କର ଲୋକାର୍ପଣ କଲେ ମାନ୍ୟବର…

ମୟୁରଭଞ୍ଜ ଜିଲ୍ଲା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ ।(ଶାସକ ପ୍ରଶାସକ):ଜନସାଧାରଣ ମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ସେବା ସୁବିଧା ସୁନିଶ୍ଚିତ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାରେ 5T ଉପକ୍ରମରେ ରୂପାନ୍ତରିତ ୯ଟି ସରକାରୀ ହସ୍ପିଟାଲ ମାନଙ୍କର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…

କୁରାଳ ସମବାୟ ସମିତି ମିନି ବ୍ୟାଙ୍କରୁ ଟଙ୍କା ହଡ଼ପ ଘଟଣା: ୭ ବର୍ଷ ପରେ ଜମାକାରୀଙ୍କୁ ମିଳିଲା ଟଙ୍କା

ନୟାଗଡ଼ ବିଧାୟକଙ୍କ ପ୍ରଚେଷ୍ଟାରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରିବା ପରେ ତୁରନ୍ତ ଜମାକାରୀ ସେମାନଙ୍କ ଟଙ୍କା ଫେରିପାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏନେଇ ଏକ ୫ଜଣିଆ କମିଟି ଗଠନ କରି ଜମାକାରୀ ଚିହ୍ନଟ ଆରମ୍ଭ ହୋଇଥିଲା। ଏବଂ ୪ ଶହରୁ…

“ଲୋକଙ୍କ ଆବଶ୍ୟକତା ପୂରଣ ହେଲେ କର୍ତ୍ତବ୍ୟର ସାର୍ଥକତା ଅନୁଭବ ହୁଏ”

ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଓଡ଼ଗାଁ, ୧୮।୨ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ସମେତ ପାଣ୍ଡେରିପଡା ଓ ରବିଗାଡ଼ିଆ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି।ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ…

ବିଜେପି ସହିତ ବିଜେଡିର ବାହାଘର କଲା ଚିଲିକା କଂଗ୍ରେସ

ଚିଲିକା (ସେକ କୌସର ): ତେଲଙ୍ଗାନାର ଥିଓରୀ ଓଡ଼ିଶାରେ ଆପଣାଉଛି କଂଗ୍ରେସ। ତେଲଙ୍ଗାନାରେ ବିଜେପି ଓ ବିଆରଏସ୍ ବିବାହ କରି କଂଗ୍ରେସ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଓଡ଼ିଶାରେ ବିଜେଡି ଓ ବିଜେପିର ବାହାଘର କରୁଛି। ଦୁଇ ଦଳ ମଧ୍ୟରେ ଭିତିରିଆ ମଧୁର ସଂପର୍କ ଥିବା ଅଭିଯୋଗ ଆଣି ଉଭୟଙ୍କ ବାହାଘର…

ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟକାଳୀନ ସମାରୋହ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ନେତାଜୀ ଉଚ୍ଚ ବିଦ୍ୟାଳୟ ଚିନାସାରୀ ଠାରେଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ସକାଶେ ବିଦ୍ୟକାଳୀନ ସମାରୋହ ଆୟୋଜିତ ହୋଇଛି । ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।ଏହି କାର୍ଯ୍ୟକ୍ରମ ର ସଂଯୋଜକ ନିଖିଲ…

କାମରେ ଲାଗୁନି ଲକ୍ଷାଧିକ ବ୍ୟେୟରେ ନିର୍ମିତ ପାଣି ଟାଙ୍କି,ରାସ୍ତାରେ ବହୁଛି ପାଣି

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୭/୦୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ରେଭିନ୍ୟୁ ସାହିରେ ପାଇପ ଫାଟି ରାସ୍ତାରେ ବହୁଛି ପାଣି। ବସୁଧା ଯୋଜନା ରେ ଲକ୍ଷାଧିକ ଟଙ୍କାର ବ୍ୟୟ ହୋଇଥିବା ପାଣି ଟାଙ୍କି ଥିଲେ ସୁଦ୍ଧା ଏହି ସାହି କୁ ଟୋପାଏ ପାଣି ଆସୁ ନାହିଁ ଯୋ ଦ୍ଵାରା ସାହି…

ଜଗତସିଂହପୁର ରେ ଲୋକାର୍ପିତ ହେଲା 4ଟି ରୂପାନ୍ତରିତ ହସ୍ପିଟାଲ

ଜଗତସିଂହପୁର,ତା-୧୭.୦୨.୨୦୨୪/ସୁମନ୍ତ କୁମାର ଦାସ:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଆମ ହସ୍ପିଟାଲ ଯୋଜନା ଅନ୍ତର୍ଗତ 15 ଟି ଜିଲ୍ଲାର 73 ଟି ରୁପାନ୍ତରିତ ସରକାରୀ ହସ୍ପିଟାଲ ର ଲୋକାର୍ପଣ କରିଛନ୍ତି। ଏଥି ମଧ୍ୟ ରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…