Sign in
Sign in
Recover your password.
A password will be e-mailed to you.
ସମର୍ପଣ ବୃଦ୍ଧାଶ୍ରମ ବାର୍ଷିକ ଉତ୍ସବ ଅବସରରେ ସମର୍ପଣ ପ୍ଳେ ସ୍କୁଲ ଉଦଘାଟିତ
ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ଼ ଲେଖନପୁର ଠାରେ ଥିବା ସମର୍ପଣ ବୃଦ୍ଧାଶ୍ରମ ପରିସରରେ ଅନୁଷ୍ଠାନର ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହା ସହିତ ସମର୍ପଣ ପରିସରରେ ଗଢିଉଠିଥିବା ପ୍ଳେସ୍କୁଲକୁ ମୁଖ୍ଯ ଅତିଥି ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ରିବନ୍ କାଟି ଉଦଘାଟନ…
ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ , ବେତାଗୁଡା , ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ବିତରଣ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଶ୍ରୀ ପ୍ରଦୋଷ କୁମାର ନାୟକଙ୍କ…
ଆକାଂକ୍ଷା ମହିଳା ସଙ୍ଗଠନ ଓ ଜ୍ଞାନ ପ୍ରକାଶ ଗଜପତି ଶାଖା ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଭକ୍ତି ସଙ୍ଗୀତ ସଂସଦଠାରେ…
/ ବାଳକୃଷ୍ଣ ପାଣିଗ୍ରାହୀ : ଆକାଂକ୍ଷା ମହିଳା ସଙ୍ଗଠନ ଓ ଜ୍ଞାନ ପ୍ରକାଶ ଗଜପତି ଶାଖାର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଭକ୍ତି ସଙ୍ଗୀତ ସଂସଦ ଠାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଉକ୍ତ ସଭାରେ ଭକ୍ତି ସଙ୍ଗୀତ ସଂସଦର ସମ୍ପାଦକ ଶ୍ରୀ ପୂର୍ଣ୍ଣ ରଥ , ଆକାଂକ୍ଷା…
ପଦ୍ମପୁର ରେ ବିଧାୟିକା ବର୍ଷା ସିଂ ବରିହା ଙ୍କ ଦ୍ୱାରା ଶୁଭାରମ୍ଭ ହେଲା ପୁରୀ ପରିକ୍ରମା ତୀର୍ଥ ଯାତ୍ରୀ ବସ l
ପଦ୍ମପୁର :- ପୁରୀ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ ସମଗ୍ର ରାଜ୍ୟରେ ଏକ ଖୁସି ଏବଂ ଉଲ୍ଲାସ ର ବାତାବରଣ ଖେଳି ଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆଜି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ରେ ୫ ଗୋଟି ବସ ରେ ପାଖାପାଖି ୩୦୦ ରୁ ଉର୍ଦ୍ଧ…
ଜଗନ୍ନାଥ ମନ୍ଦିର ରତ୍ନମୁଦ ଉତ୍ସବରେ ଯୋଗଦେଲେ ବିଧାୟିକା l
ଝାରବନ୍ଧ /ମନୋହର ଦାଶ :- ଝାରବନ୍ଧ ବ୍ଳକ୍ ଅନ୍ତର୍ଗତ ଛୋଟଅନକି ଗ୍ରାମରେ ଏସ୍ପିଏଫ୍ ଫଣ୍ଡ ରୁ ପାଞ୍ଚଲକ୍ଷ ଟଙ୍କା ଅନୁମୋଦନ ହୋଇଥିବା ଜଗନ୍ନାଥ ମନ୍ଦିରର ରତ୍ନମୁଦ ଉତ୍ସବ ମହା ଆଡମ୍ବର ରେ ଅନୁଷ୍ଠିତ ହୋଇଛି l ଉକ୍ତ କାର୍ଯ୍ୟକ୍ରମରେ ବିଧାୟିକା ବର୍ଷା ସିଂ ବରିହା ମୂଖ୍ୟ ଅତିଥି, ବିଜେଡି ବ୍ଳକ୍…
ନବଜାତ କନ୍ୟା ସନ୍ତାନକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କଲା ପ୍ରଶାସନ l
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକ ଅସଡା ଗ୍ରାମ ପଞ୍ଚାୟତ ର କୁଜାରିଗାଁ ନିକଟ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁକନ୍ୟାଟି ପ୍ରାୟ ସାତ ଦିନ ହେବ। ଜଙ୍ଗଲରୁ ସ୍ଵାମୀ ଓ ସ୍ତ୍ରୀ ଜଙ୍ଗଲ କୁ ଗୁଚ୍ଛା କାଟିବା ପାଇଁ ଯାଇଥିବା ବେଳେ ଶିଶୁକନ୍ୟାଟିର…
ଗୁଣପୁର ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଏକଲବ୍ୟ ଆବାସିକ ଆଦର୍ଶ ଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଉଛି। ବିଦ୍ୟାଳୟର ଅଧ୍ୟକ୍ଷ ଅନନ୍ତ କୁମାର ତ୍ରିପାଠୀଙ୍କ ଅଧ୍ଯକ୍ଷତାରେ ରେ ଆୟୋଜିତ ଉତ୍ସବରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୋଠର ପରିଶ୍ରମ ଓ…
ଭାରତ ହେବ ବିଶ୍ୱର ବୈଷୟିକ ଏବଂ ବୈଜ୍ଞାନିକ ମାନବ ସମ୍ବଳର ବୃହତ୍ତମ ଭଣ୍ଡାର – ଧର୍ମେନ୍ଦ୍ର ପ୍ରଧାନ
ଆଇଆଇଟି ତିରୁପତିର ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ
• ଆମର ନୂତନ ଆଇଆଇଟି ଗୁଡିକ ଦ୍ରୁତ ଗତିରେ ପରିପକ୍ୱ ହେଉଛି
• ଯୁବବର୍ଗଙ୍କୁ ଗୁଣାତ୍ମକ ଏବଂ ଉଚ୍ଚମାନର ଟେକ୍ନୋଲୋଜି ଶିକ୍ଷା ଦେବା ଦିଗରେ ଆଇଆଇଟିର ବଡ ଭୂମିକା
• ମିଶନ ମୋଡରେ ନବସୃଜନ ଏବଂ…
ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ଜାଲ୍ ସର୍ଭେ ରିପୋର୍ଟ କରିଛି ବିଜେପି: ବିଜେଡି
ରିପୋର୍ଟ ପ୍ରସ୍ତୁତି ପଛରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ହାତ
ସମସ୍ତ ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବର ସ୍ଥାନରେ
ଓଡିଶାରେ ସବୁ ଆସନ ପାଇଁ ବିଜେପିକୁ ମିଳୁନାହାନ୍ତି ପ୍ରାର୍ଥୀ
ପ୍ରାର୍ଥୀ ନମିଳିବାରୁ ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ଠକ…
” ମତେ ଅଣ୍ଡା, ଚପଲ, କାଳି, ଟମାଟୋ ମାଡ କର କି ଗୁଳିମାଡ କର, ମୁଁ ଆସିବି”
ଲୋକଙ୍କ ପାଖକୁ ଯିବାକୁ କେହି ରୋକିପାରିବେନି: ପାଣ୍ଡିଆନ
ବିକାଶ ବିରୋଧୀଙ୍କ ହୀନ ଚକ୍ରାନ୍ତ: ଅସହିଷ୍ଣୁ ହୋଇପଡୁଛନ୍ତି ବିରୋଧୀ
ଗଞ୍ଜାମର ବିଭିନ୍ନ ସଭାରେ ବିଶାଳ ସମାବେଶ, ନବୀନ ପଟ୍ଟନାୟକଙ୍କ ଜୟ ଧ୍ୱନିରେ କମ୍ପିଲା ସଭାସ୍ଥଳ
ଭୁବନେଶ୍ୱର, ୨୨/୦୨/୨୦୨୪: ମତେ ଅଣ୍ଡା, ଚପଲ,…