ଦୁର୍ଘଟଣା : ଦୁଇ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ଗାଡି ଜବତ କଲା ପୋଲିସ, ଦୁର୍ଘଟଣା ଘଟାଇ କାର ଆରୋହୀ ଫେରାର ବରଗଡ଼ '- ବରଗଡ଼ ଜିଲ୍ଲା ପାଇକମାଲ ମୁଖ୍ୟ ଛକ ରୁ ଝାରବନ୍ଧ ଯିବା ରାସ୍ତାରେ ଚୁହାପାଳି ଗ୍ରାମ ନିକଟରେ ଆଜି ଏକ ବାଇକ କୁ ଏକ ସ୍ୱିଫ୍ଟ କାର ଧକ୍କା ମାରୀବାରୁ ଘଟଣା ସ୍ଥଳରେ ବାଇକ ଅରୋହି ପାଇକମାଲ ନିବାସୀ ଶ୍ରୀ ଗୌରୀ ଶଙ୍କର…

ବାଲେଶ୍ୱର ଏଲଏଜ୍ ଲିଃ ରେ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ର ଏକ ଦିବସୀୟ କର୍ମଶାଳା ଆୟୋଜିତ।

ବାଲେଶ୍ୱର: ଭାରତ ସରକାରଂକ, ଇସ୍ପାତ ମନ୍ତ୍ରଣାଳୟ ଅଧୀନସ୍ଥ, ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ, ବାଲେଶ୍ୱର ଠାରେ ଅବସ୍ଥିତ ବାଲେଶ୍ୱର ଏଲଏଜ୍ ଲିଃ ରେ ଫେରୋ ଏଲଏଜ୍ ମେକିଙ୍ଗ୍, ସସ୍ଟୈନେବିଲିଟି, ଏନର୍ଜି କନଜେର୍ଭେସନ୍ ଇନ୍ ଫେରୋ ଏଲଏଜ୍ ପ୍ରସେସ ଏବଂ ବ୍ୟୁରୋ ଅଫ୍ ଇଣ୍ଡିଆନ୍…

ଟାଟା ଷ୍ଟିଲ୍ ଫାଉଣ୍ଡେସନ ସହାୟତାରେ କେନ୍ଦୁଡିହି ସୌର ଶକ୍ତି ଗ୍ରାମ ରେ ରୂପାନ୍ତରିତ

ଗ୍ରାମର ସମସ୍ତ 70 ଟି ଘରେ ଜଳିଲା ସୌର ବିଜୁଳି ଆଲୁଅ ପ୍ରତି ଘର କୁ ବଲବ, ପଙ୍ଖା ଏବଂ ଚାର୍ଜ ସରଞ୍ଜାମ ଯୋଡା, ମାର୍ଚ୍ଚ 17, 2024: କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ କେନ୍ଦୁଡିହି ଗ୍ରାମ କୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ର ସହାୟତାରେ ସୌର ଶକ୍ତି ଗ୍ରାମ ରେ…

ନିର୍ବାଚନ ଆଚରଣବିଧି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ .

ଭୁବନେଶ୍ବର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆଦର୍ଶ ଆଚରଣବିଧି ଘୋଷଣା ହୋଇଥିବାରୁ ନିର୍ବାଚନ ପ୍ରକିୟା ସମ୍ପୂର୍ଣ୍ଣ ହେଲା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଅଭିଯୋଗ ଶୁଣାଣି ବନ୍ଦ ରହିବ

ଭଞ୍ଜନଗର ରେ ଦୁଇଚକିଆ ଯାନ ଗ୍ରାହକ ପାଇଁ ରାଜ୍ୟସ୍ତରୀୟ “ହିରୋମେଳା” ଉଦଘାଟିତ।

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଅଞ୍ଚଳରେ ଦୁଇ ଚକିଆ ହିରୋ ବାଇକ୍ ଚାଳକ ଙ୍କ ପାଇଁ ରାଜ୍ୟସ୍ତରୀୟ ତ୍ରିଦିବସୀୟ ହିରୋ ବାଇକ୍ ଗ୍ରାହକ ସେବାମେଳା ଅନୁଷ୍ଠିତ ହୋଇଛି। ସେଥିନିମିତ୍ତ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି ସୁନାମଧନ୍ୟ , ସମସ୍ତ ଙ୍କ ଅତି ପରିଚିତ ଭଞ୍ଜମାଟି ଭଞ୍ଜନଗର ର "ରେବତୀ…

ବିଜେଡିର ମିଶ୍ରଣ ପର୍ବ : ବାପି ସର୍ଖେଲଙ୍କ ଧର୍ମପତ୍ନୀ ବିଜେଡିରେ

ବିଜେଡ଼ିରେ ଯୋଗଦେଲେ ପାରାଦୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ମୋନିଦୀପା ସର୍ଖେଲ ପାରାଦୀପ ମ୍ୟୁନିସିପାଲିଟି ଉପାଧ୍ଯକ୍ଷାଙ୍କ ସମେତ ୯ କାଉନସିଲର ବିଜେଡ଼ିରେ ସାମିଲ ଭୁବନେଶ୍ୱର, ୧୭/୦୩/୨୦୨୪ : ପାରାଦୀପ ନିର୍ବାଚନମଣ୍ଡଳୀର ଜଣାଶୁଣା ଶ୍ରମିକ…

ଝାରବନ୍ଧ ଓ ଛିନ୍ଦେଇକେଲା ପଞ୍ଚାୟତ ରେ ବିଜୁ ଯୁବ ଜନତା ଦଳ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପାଇକମାଲ ବ୍ଳକ୍ ଅନ୍ତର୍ଗତ ଝାରବନ୍ଧ ଓ ଛିନ୍ଦେଇକେଲା ପଞ୍ଚାୟତ ରେ ବିଜୁ ଯୁବ ଜନତା ଦଳ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପାଇକମାଲ ବ୍ଲକ ଯୁବ ବିଜେଡି ସଭାପତି ଗୌତମ ସିଂ, ଉପସଭାପତି ଭୋଜରାଜ ଭୋଇ ଯୋଗଦେଇ ଆଗାମୀ ନିର୍ବାଚନରେ ଦଳ କିପରି ଅଧିକ ରୁ…

ପଦ୍ମପୁର ସାମ୍ବାଦିକ ସଂଘ : କଳା ବ୍ୟାଚ୍ ପରିଧାନ :ଅତିରିକ୍ତ ଜିଲ୍ଲାପାଳ ଙ୍କୁ ୮ଦଫା ଦାବିପତ୍ର ପ୍ରଦାନ।

ଦାବୀ ପୂରଣ ନହେଲେ ଅସହଯୋଗ କରାଯିବ : ସଭାପତି ପଦ୍ମପୁର :- ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚାଷୀ, ମୂଲିଆ, ସରକାରୀ କର୍ମଚାରୀ ତଥା ରାଜନେତାଙ୍କ ପାରିଶ୍ରମିକ ତଥା ଭତ୍ତାରେ ବୃଦ୍ଧି କରିଥିବା ବେଳେ ତୃଣମୂଳ ସ୍ତରରୁ ପ୍ରଶାସନର ଉନ୍ନୟନମୂଳକ କାର୍ଯ୍ୟର ପ୍ରଚାର ପ୍ରସାର…

ସ୍ବରାଗିଣୀ ପାଳିଲା ଆନ୍ତର୍ଜାତିକ ମହିଳା ଦିବସ

ରାଉରକେଲା(ବସନ୍ତ କୁମାର ଜେନା): ମହିଳାଙ୍କ ଅନୁଷ୍ଠାନ ସ୍ବରାଗିଣୀ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ସେକ୍ଟର ୨୦ସ୍ଥିତ ରାଉରକେଲା କ୍ଲବ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ପ୍ରଫୁଲ୍ଲ ମଙ୍ଗଳ ଙ୍କ ସଭାପତିତ୍ବ ସମ୍ପାଦିକା ପୁଷ୍ପଲତା ବିଶ୍ବାଳ ଙ୍କ ଆବାହକତ୍ଵ ଓ…

ନିର୍ବାଚନ କମିସନଙ୍କ ଘୋଷଣାକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

ମୋଦୀଙ୍କ କଲ୍ୟାଣକାରୀ ଯୋଜନା ଆଧାରରେ ଜନତାଙ୍କ ଆସ୍ଥାଭାଜନ ହେବୁ - ଧର୍ମେନ୍ଦ୍ର ପ୍ରଧାନ • ଦେଶର ଜନସାଧାରଣ ଓ ସମସ୍ତ ରାଜନୈତିକ ଦଳ ମାନଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ • “ଫିର୍ ଏକ ବାର୍ ୪୦୦ ପାର୍, ଫିର ଏକ ବାର୍ ମୋଦି ସରକାର”ର ନାରା ଦେଲେ • ଗଣତନ୍ତ୍ରର…