ପଦ୍ମପୁର :- ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ୟୁନିଅନ ବ୍ୟାଙ୍କ ମ୍ୟାନେଜର ଙ୍କ ଲଳିତମୋହନ କିଣ୍ଡୋ ଙ୍କ ଛତ୍ତିଶଗଡ଼ ସରାଇପାଲି କୁ ବଦଳି ହେବା ପରେ ଆଜି ବିବେକ ମହାନ୍ତି ନୂତନ ମ୍ୟାନେଜର ଭାବରେ ଯୋଗଦାନ କରିଛନ୍ତି। ପୂର୍ବରୁ ସେ ରାଉଲକେଲା ରେ ଅବସ୍ଥାପିତ ଥିବା ବେଳେ ଗ୍ରାହକଙ୍କ ପ୍ରିୟଭାଜନ ହୋଇପାରିଥିଲେ। ଆଜି କାର୍ଯ୍ୟରେ ଯୋଗଦେବା ପରେ ଶ୍ରୀ ମହାନ୍ତି ସମସ୍ତ ଗ୍ରାହକଙ୍କୁ ବ୍ୟାଙ୍କ୍ ପକ୍ଷରୁ ଉତ୍ତମ ସେବା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.