ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ମାରାଥନ ପ୍ରଚାର-କର୍ମୀ ସମ୍ମିଳନୀ

ଜଗତସିଂହପୁର,ତା-୨୦.୦୫.୨୦୨୪/ସୁମନ୍ତ କୁମାର ଦାସ; ଜଗତସିଂହପୁର ବ୍ଲକ ଅନ୍ତର୍ଗତ ତୁମ୍ବା ଅଂଡେଇସାହି ପଞ୍ଚାୟତ ଦାସକୁଦ ମଠ ପରିସରରେ ବିଜୁଜନତା ଦଳ ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି କର୍ମୀ ସମ୍ମିଳନୀରେ ବିଧାୟକ ପ୍ରଶାନ୍ତ ମୁଦୁଲି ,ଜିଲ୍ଲା ପରିଷଦ ଅଧକ୍ଷ ମନୋଜ ଭୋଇ…

ବେଲଗୁଣ୍ଠାରେ ନିର୍ବାଚନ ଶାନ୍ତିପୂର୍ଣ୍ଣ:୫୫% ମତଦାନ

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )- ଆସ୍କା ଲୋକସଭା ଅନ୍ତର୍ଗତ ସୋରଡ଼ା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠା ବ୍ଳକ ଓ ଏନ୍.ଏ.ସି ରେ ଭୋଟଗ୍ରହଣ ଶାନ୍ତିଶୃଙ୍ଖଳାର ସହିତ ସମାପନ ହୋଇଛି ।ଆଜି ସକାଳ ଠିକ୍ ୭ ଘଣ୍ଟା ସମୟରୁ ମତଦାନ ଆରଂଭ ହୋଇଥିବା ବେଳେ କା ଭାଁ ହୋହାଲ୍ଲା ବ୍ୟତୀତ ସଂଧ୍ୟା ୬ ଘଣ୍ଟା…

ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳାରେ ମତଦାନ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲାର ଆସ୍କା ଲୋକସଭା ଏବଂ ଭଞ୍ଜନଗର ସମେତ ୮ଟି ବିଧାନସଭା ଆସନ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଆଜି ମେ ମାସ ୨୦ ତାରିଖ ସୋମବାର ୨୦୨୪ ରେ ଅନୁଷ୍ଠିତ ହୋଇଛି। ଗତକାଲି ରାତିରେ କେତେକ ସ୍ଥାନରେ ସାମାନ୍ୟ ଗଣ୍ଡଗୋଳ ଘଟିଥିବା ବେଳେ ବର୍ତ୍ତମାନ…

କାଳବୈଶାଖୀ ନେଲା ଜୀବନ

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ଆଜି ପ୍ରାୟ 3ଘଂଟିକା ସମୟରେ ଅଦିନିଆ କାଳ ବୈଶାଖୀ ପବନ ସହ ଘଡଘଡି ସହ କଳା ମେଘ ଢାଙ୍କି ଆସିଥିଲା ଓ ମହିଳାଙ୍କ ଜୀବନ ନେଇଥିଲା ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର ଗତ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗ୍ରାମରେ ପବନ ଓ ଗଡ଼ଗଡି ସମୟରେ ପବନ ହେଉଥିବା ହେତୁ…

ଜିଲ୍ଲାପାଳ, ରାୟଗଡ଼ଙ୍କ ଗୁଣପୁର ଗସ୍ତ, ଭୋଟ ଗଣତି କେନ୍ଦ୍ରର ତଦାରଖ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି; ରାୟଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଗୁଣପୁର ଗସ୍ତରେ ଆସି ଭୋଟ ଗଣତି କେନ୍ଦ୍ରର ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିଥିଲେ । ଆସନ୍ତା ଜୁନ 4ତାରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭୋଟ ଗଣତି କରାଯିବ । ଗୋଟିଏ ବିଧାନସଭା ଓ ଆଉ…

କଟକରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ- ୨୫ ବର୍ଷ ପରେ ଓଡିଶା ଇତିହାସ ରଚିବ

କଟକ :୨୦/୫(ରଞ୍ଜିତ ମହାପାତ୍ର ):ଅନୁଗୁଳ ପରେ କଟକ ଜନସଭାରେ ଯୋଗଦେଲେ ପ୍ରଧାନମନ୍ତ୍ରୀ । ଜୟ ଶ୍ରୀରାମ ଏବଂ ଜୟ ଜୟ ଜଗନ୍ନାଥ କହି ସମ୍ବୋଧନ ଆରମ୍ଭ କରିଲେ ପ୍ରଧାନମନ୍ତ୍ରୀ । କଟକ ହେଉଛି ଦେଶର ପ୍ରାଚୀନ ସହର ମଧ୍ୟରୁ ଅନ୍ୟତମ । ତେଣୁ ଆଜି କଟକ ଜନସଭାକୁ ସମ୍ବୋଧିତ କରି ମୁଁ ଗର୍ବିତ ।…

ବିରୋଧୀ ଯେତେ ଚକ୍ରାନ୍ତ କଲେ ମଧ୍ୟ ମାହାଙ୍ଗାରେ ପ୍ରତାପଙ୍କ ଗୋଟି ଚାଳନାରେ ବିଜେଡି଼ ଶକ୍ତିଶାଳୀ l

ମାହାଙ୍ଗାରେ ଭି.କେ ପାଣ୍ଡିଆନଙ୍କ ନିର୍ବାଚନୀ ରଣହୁଙ୍କାର  (ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ କୂଆଁପାଳ ବଣୁଆ କଲେଜ ପଡ଼ିଆ ପରିସରରେ ଚଳିତ ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ବିଶାଳ ଜନସମର୍ଥନ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାହାଙ୍ଗା…

ଭଞ୍ଜନଗର ର ଅନେକ ସଖୀ ବୁଥ୍ ରେ ଚାଲିଛି ନିର୍ବାଚନ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଆଜି ମେ ମାସ ୨୦ ତାରିଖ ସୋମବାର ୨୦୨୪ ଆସିକା, ଭଞ୍ଜନଗର, ସୋରଡ଼ା ବିଧାନସଭା ଆସନ ପାଇଁ ନିର୍ବାଚନ ଚାଲିଛି । ଏଥିସହ କନ୍ଧମାଳ ଓ ଆସିକା ଲୋକ ସଭା ନିର୍ବାଚନ ମଧ୍ୟ ଚାଲିଛି। ଉକ୍ତ ୩ଟି ନିର୍ବାଚନ ମଣ୍ଡଳୀରେ ୭୨୪ଟି ବୁଥ ରହିଛି। ସେଥି ମଧ୍ୟରେ ୬ଲକ୍ଷ ୭୩ ହଜାର…

ଦାଉଦପୁର ପଞ୍ଚାୟତରେ ବିଜେଡ଼ିର କର୍ମୀ ବୈଠକ

 ଯୋଡି ଶଙ୍ଖରେ ମୋହର ମାରି ସାଂସଦ ପ୍ରାର୍ଥୀ ଅଂଶୁମାନ ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତଙ୍କୁ ବହୁ ସଂଖ୍ୟାରେ ଜିତାଇବାକୁ ଆହ୍ୱାନ l  (ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ ଦାଉଦପୁର ପଞ୍ଚାୟତରେ ବିଜେଡ଼ି ପକ୍ଷରୁ ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ…

ସ୍ବାଧୀନ ପ୍ରାର୍ଥୀ ଶାରଦାଙ୍କ ସହିତ ଯୋଗଦାନ ଦେଲେ ଶତାଧିକ କଂଗ୍ରେସ-ବିଜେପି-ବିଜେଡ଼ି କର୍ମୀ

 ମାଠିଆ ଚିହ୍ନରେ ମୋହର ମାରି ସ୍ୱାଧୀନ ପ୍ରାର୍ଥୀକୁ ଜିତାଇବା ପାଇଁ ଶପଥ ( ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ) ଯେତେ ଯେତେ ନିର୍ବାଚନ ପାଖେଇ ଆସୁଛି ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀ ସାଧୀନ ପ୍ରାର୍ଥୀ ଶାରଦା ପ୍ରଧାନଙ୍କ ପ୍ରତି ଜନ ସମର୍ଥନ ବଢିବାରେ ଲାଗିଛି । ଏପରିକି ଶତାଧିକ…