ପଦ୍ମପୁର :- ୪ ଗ୍ରାମ ୧୬୦ ମିଲିଗ୍ରାମ ବ୍ରାଉନ ସୁଗର ଜବତ କରିବା ସହିତ ୩ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ସୋହେଲା ପୋଲିସ। ପି.ଏସ୍. କେସ ନମ୍ବର 325 ତାରିଖ 22.08.2024 ଅନ୍ତର୍ଗତ NDPS ଆଇନର ଧାରା 21 (a) ଅନୁଯାୟୀ ମାମଲା ଦାୟର କରି ରୁକ୍ସାର ବେଗମ, ଆଫ୍ରୋଜା ବାନୁ @ ପିଙ୍କି ଏବଂ ଶେଖ ନିୟାଜ ଅହମଦ @ ଲକୀ (ତିନି ଜଣ ସୋହେଲା ଉପରପଡା, ପି.ଏସ୍.- ସୋହେଲା) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତି ଭୂଷଣ ଭୋଇ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.