ଖଲ୍ଲିକୋଟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ୨୨ତମ ଶ୍ରୀ କୃଷ୍ଣଜନ୍ମାଷ୍ଠମୀ ପାଳିତ

5

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା ) : ଆଜି ତାରିଖ ୨୬-୮-୨୦୨୪ , ସୋମବାର ଦିନ ଖଲ୍ଲିକୋଟ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ମହାଆଡମ୍ବରରେ ଶ୍ରୀ କୃଷ୍ଣଜନ୍ମାଷ୍ଠମୀ ପାଳନ କରାଯାଇଛି। ଏଅଵସରରେ କୁନି କୁନି ପିଲା ମାନଙ୍କୁରାଧା କୃଷ୍ଣ ବେଶରେ ସଜ୍ଜିତ ହୋଇଥିଲେ , ବିଦ୍ୟାଳୟ ରୁ ଵାହା୍ରି ସହର ପରିକ୍ରମା କରିବାସହ ଖଲ୍ଲିକୋଟ ସ୍ଥିତ ଜଗନ୍ନାଥ ମନ୍ଦିର କୁ ଯାଇଥିଲେ ଏବଂ ସେଠାରେ ଠାକୁରଙ୍କ ଦର୍ଶନ ଲଭିଥିଲେ।
ଆଜିର ଏ କାର୍ଯ୍ୟକ୍ରମ ରେ ପ୍ରଧାନ ଚାର୍ଯ୍ୟ ଶ୍ରୀ ସନ୍ତୋଷ କୁମାର ଶତପଥୀ ଙ୍କର ଭୂମିକା ଅତୁଳନୀୟ ଥିବା ବେଳେ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଗୁରୁଜୀ, ଗୁରୁ ମା ତଥା ସମସ୍ତ ପରିଚାଳନା କମିଟି ମେମ୍ବର ମାନଙ୍କ ସହଯୋଗ କୁ ଭୂୟସୀ ପ୍ରଶଂସା କରାଯାଇଥିବା ଜଣାପଡିଛି।

Leave A Reply

Your email address will not be published.