ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ଏକ୍ସଲେନ୍ସର “ସ୍ବରୋଜଗାର ଯୋଜନା – ସ୍ବାବଲମ୍ବୀ” ଉଦଘାଟନ

4

ଭୁବନେଶ୍ୱର : ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ଏକ୍ସଲେନ୍ସ (ରୋଟାରୀ ଜିଲ୍ଲା ୩୨୬୨) ଆନୁକୁଲ୍ୟରେ, ରସୁଲଗଡ଼ ନିକଟସ୍ଥ ଗଡ଼ ଗୋପିନାଥ ପ୍ରସାଦ କଲୋନୀରେ “ସ୍ବରୋଜଗାର ଯୋଜନା-ସ୍ବାବଲମ୍ବୀ” କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା

ଏହି କାର୍ଯ୍ୟକ୍ରମକୁ ରୋଟାରୀ ପ୍ରାନ୍ତପାଳ ରୋଟାରିଆନ ଜଜ୍ଞାଶୀଷ ମହାପାତ୍ର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାଇ ଇନଫୋଟେଲ ସଲ୍ୟୁସନ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ବିକାଶ ରଞ୍ଜନ ରାୟଙ୍କ ସମସ୍ତ ଅନୁଦାନ ପ୍ରଦାନ ପୂର୍ବକ ରୋଟାରୀ ଜିଲ୍ଲା ସହାୟତାରେ ଏକ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏକ୍ସଲେନ୍ସ କ୍ଲବର ସଭାପତି ଆଶୁତୋଷ ଦାଶ, ସମ୍ପାଦକ ରଶ୍ମି ରଞ୍ଜନ ମହାନ୍ତି, ଜିଲ୍ଲା କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର, ପୂର୍ବତନ ସଭାପତି ବିଜୟ କୁମାର ପାତ୍ର ଓ ପୂର୍ବତନ ସଭାପତି ରୋଟାରିଆନ ବୃନ୍ଦାବନ ଦଳବେହେରା, ଅଭିଷେକ ଧଳ ଓ ସାମାଜିକ କର୍ମୀ ଶ୍ରୀ ବିଜୟ କୁମାର ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ

Leave A Reply

Your email address will not be published.