Sign in
Sign in
Recover your password.
A password will be e-mailed to you.
ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
• ବାଣ ବିସ୍ଫୋରଣ ଘଟଣାର କ୍ଷତି ଭରଣା କରାଯାଇପାରିବ ନାହିଁ
• ପ୍ରଚାର ସର୍ବସ୍ୱ ସରକାରରେ ଲକ୍ଷାଧିକ ଲୋକ ପୁରୀକୁ ଆସୁଛନ୍ତି
• ପୁରୀରେ ଜାତୀୟ ସ୍ତରର ଚିକିତ୍ସା ସୁବିଧା ନଥିବା ବିଡମ୍ବନା
ପୁରୀ, ଜୁନ ୧ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପୁରୀ ଗସ୍ତରେ…
ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ଦୁଇଦିନିଆ କର୍ମଶାଳା ଉଦଯାପିତ
ପ୍ରଗତିଶୀଳ ଶିକ୍ଷା ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱାରୋପ
ଯୋଗଦେଲେ ୧୨୦ରୁ ଅଧିକ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ
ଭୁବନେଶ୍ୱର, ୧/୬ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୁଲ୍ୟରେ ଶୁକ୍ରବାରଠୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନଙ୍କ ଦୁଇଦିନିଆ କର୍ମଶାଳା ଉଦଯାପିତ ହୋଇଛି…
ଚାରୋଟି ବସ୍ ମଧ୍ୟରେ ଜଳି ହୋଇଗଲା ପାଉଁସ
ବିଷମ କଟକ: ରାୟଗଡା ଜିଲ୍ଲା ବିଷମ କଟକ ସଦର ବସ୍ଷ୍ଟାଣ୍ଡ ରେ ଠିଆ ହୋଇଥିବା ଚାରୋଟି ବସ୍ ନିମିସକ ମଧ୍ୟରେ ଜଳି ପାଉଁସ ହୋଇଗଲା । ଘଟଣା କ୍ରମରେ ଶନିବାର ଦିନ ଅପରାହ୍ନ ୨.୩୦ମିନିଟ୍ ସମୟରେ ବିଷମ କଟକ ବସ୍ଷ୍ଟାଣ୍ଡ ଭିତରେ ୬ଟି ବସ୍ ଧାଡି ରେ ଠିଆ ହୋଇଥିବା ବେଳେ ସେଥି ମଧ୍ୟରୁ ହଠାତ୍ ଗୋଟିଏ…
କିଟ୍ ଓ କିସ୍ ଏଫ୍ଆଇଭିବି ଭଲିବଲ୍ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ସହଯୋଗୀ
ନୂଆ ଫାଉଣ୍ଡେସନ୍ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଏଫ୍ଆଇଭିବି ସଭାପତିଙ୍କ ଘୋଷଣା
ଭୁବନେଶ୍ୱର, ୧ ।୬: ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫ୍ଆଇଭିବି) ପକ୍ଷରୁ ନୂଆକରି ଗଠନ କରାଯାଇଥିବା ଏଫ୍ଆଇଭିବି ଭଲିବଲ୍ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ସହଯୋଗୀ ଭାବେ ଭାରତର ଖ୍ୟାତି ସମ୍ପନ୍ନ ଅନୁଷ୍ଠାନ କିଟ୍ ଓ…
କନ୍ଧମାଳ ଜିଲ୍ଲାରେ ବିକାଶର ନାରା ପହସନ କି?? ସ୍ୱାମୀଙ୍କ ମୃତ୍ୟୁ ପରେ ବୃଦ୍ଧାଙ୍କୁ ମିଳୁ ନାହିଁ ବିଧବା ଭତା
କନ୍ଧମାଳ(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲାରେ ଫେଲ ମାରିଛି ସରକାରୀ ଯୋଜନା l ଯାହାର ନଗ୍ନ ଚିତ୍ର ଫିରିଙ୍ଗିଆ ବ୍ଲକର ପାହିରାଜୁ ଗ୍ରାମରେ ଦେଖିବାକୁ ମିଳିଛି l ସରକାର ମଧୁବାବୁ ପେନସନ ଯୋଜନାରେ ଉଭୟ ବୃଦ୍ଧବୃଦ୍ଧା ଓ ବିଧବା ମହିଳା ମାନଙ୍କୁ ମାସକୁ ମାସ ଭତ୍ତା ଟଙ୍କା ଦେଉଛନ୍ତି ।…
ଚୋରକୁ ସୁବିଧା ଅନ୍ଧାର ରାତି
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: କିଛି ଦିନର ବ୍ୟବଧାନ ପରେ ପୁଣି ମାତିଲେ ଲୁଟେରା । ଅନ୍ଧାରରେ ଘର ତାଲା ଭାଙ୍ଗି ଲୁଟିନେଲେ ଲୁଟେରା । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହିତ ଆସବାବ ପତ୍ର ।
ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଳକ୍ ତାରାସିଙ୍ଗି ଥାନା…
ନାକଚଣା ଦ୍ବାରରେ ଅଗ୍ନିକାଣ୍ଡ
ପୁରୀ (ଅନିମେଶ ପଟ୍ଟନାୟକ): ଶ୍ରୀକ୍ଷେତ୍ର ଏବେ ଅଗ୍ନିଦେବଙ୍କ କୋପରେ । ନରେନ୍ଦ୍ର ପୋଖରୀ ବାଣ ବିସ୍ଫୋରଣ ଘଟଣା ଲୋକଙ୍କ ମନରୁ ଥମି ନଥିବା ବେଳେ, ପୁଣି ଘଟିଛି ଏକ ଅଭାବନୀୟ କାଣ୍ଡ । ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ପାଖରେ ଦେଖିବାକୁ ମିଳିଛି ଭୟାବହ ଅଗ୍ନିକାଣ୍ଡ । ନାକଚଣା ଦ୍ବାର ପାଖରେ…
ସାଧାରଣ ଏକ ଡାଳ ପାଇଁ ୧୨ ଘଣ୍ଟା ସମୟ। ଶିଶୁ ଠାରୁ ବୃଦ୍ଧ ସମସ୍ତେ ହନ୍ତସନ୍ତ।
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଯେଉଁ ଦିନ ଠୁ ଟାଟା ପାୱାର ବିଦ୍ୟୁତ୍ ବିଭାଗର ଦାୟିତ୍ଵ ନେଲାଣି ସେବେଠାରୁ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ଜନ ସାଧାରଣ ଅଭିଯୋଗ ଆଣିଛନ୍ତି । ସାଧାରଣ ଟିକେ ପବନ ହେଲା କ୍ଷଣି ଚାହିଁ ବସିଥାନ୍ତି ଲାଇନ କାଟିବା ପାଇଁ । ମାଳ ମାଳ କର୍ମଚାରୀ…
ଅବସର କାଳୀନ ସମ୍ବର୍ଦ୍ଧନା ; ରିଟାୟର୍ମେଣ୍ଟ ବେନିଫିଟ ସାର୍ଟିଫିକେଟ ପ୍ରଦାନ
ପଦ୍ମପର:- ରାଜବୋଡାସମ୍ବର ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ଅବସର ନେଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇ ଆଜି ରିଟାୟର୍ମେଣ୍ଟ ବେନିଫିଟ ସାର୍ଟିଫିକେଟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି…
ଗଣତନ୍ତ୍ରର ମହାପର୍ବରେ ଭୋଟ ଦେଲେ ବିଧାୟକ ପ୍ରତାପ ଜେନା ଓ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କ ସହ ପରିବାର l
https://youtu.be/03rap8qWYvk
(ମାହାଙ୍ଗା - ଶାସକ ପ୍ରଶାସକ): ଅଞ୍ଚଳର ଵିକାଶ ପାଇଁ ନିର୍ବାଚନର ଏହି ବଡ଼ ପର୍ବରେ ଜନତା ଜନାର୍ଦନ ବାଛୁଛନ୍ତି ଉତ୍ତମ ନେତା l ସମସ୍ତ ଜନତାଙ୍କ ଗୋଟିଏ ଲକ୍ଷ୍ୟ ଅଧିକରୁ ଅଧିକ ଵିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା l ମାହାଙ୍ଗା ନିର୍ବାଚନ ମଣ୍ଡଳୀ…