Sign in
Sign in
Recover your password.
A password will be e-mailed to you.
ଓଡିଶାରେ ଜନସମ୍ପର୍କ ଉପରେ ଗବେଷଣା ପାଇଁ ସଂଜୟ ସାହୁଙ୍କୁ ପିଏଚଡି ଡିଗ୍ରୀ
ଭୁବନେଶ୍ୱର: ଓଡିଶାର ଜନସମ୍ପର୍କ ଉପରେ ଗବେଷଣା ନିମନ୍ତେ ସଂଜୟ କୁମାର ସାହୁଙ୍କୁ ଆମିଟି ବିଶ୍ବବିଦ୍ୟାଳୟ ଛତିଶଗଡ ଦ୍ବାରା ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଛି । ଆମିଟି ୟୁନିଭର୍ସିଟି ଛତିଶଗଡ ସ୍ଥିତ ଆମିଟି ସ୍କୁଲ୍ ଅଫ୍ କମ୍ୟୁନିକେସନ୍ ର ମୁଖ୍ୟ ଡକ୍ଟର କେ. ଏନ. କିଶୋର ଏବଂ ଆସାମ ରୟାଲ…
ସୋଆ ଏସ୍ଏଚ୍ଏମ୍ରେ ମହିଳାଙ୍କ ନିମନ୍ତେ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍’ ଆରମ୍ଭ
ଭୁବନେଶ୍ୱର, ୦୩/୦୬: ଖାଦ୍ୟ ରନ୍ଧନ ଖୁବ୍ ଭଲ ଅନୁଭବ ଏବଂ ମା’ର ହାତ ରନ୍ଧାର ତୁଳନା ନାହିଁ । ଘରର ମହିଳାଟି ଯେଉଁ ଶ୍ରଦ୍ଧାରେ ଖାଦ୍ୟ ରାନ୍ଧିକି ଦିଏ ତାହାର ସ୍ୱାଦ ଖୁବ୍ ନିଆରା । କେବଳ ଖାଦ୍ୟ ସୁସ୍ୱାଦ ହେବା ଜରୁରୀ ନୁହେଁ ସେତିକି ଶରୀର ପାଇଁ ସ୍ୱାସ୍ଥ୍ୟକର ହେବା ଜରୁରୀ ବୋଲି ଶିକ୍ଷା ଓ…
ଠାକୁରାଣୀ ପର୍ବ ପାଇଁ ଉତ୍ସବମୁଖର ପ୍ରଧାନୀ ଗୁଡ଼ା ଗ୍ରାମ
ଗୁଣପୁରରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ପ୍ରଧାନୀ ଗୁଡ଼ା ଗ୍ରାମ ଏବେ ବେଶ୍ ଚଳଚଞ୍ଚଳ ରହିଛି ଗ୍ରାମ କୁ ଆସିଛନ୍ତି ମା' ଦୀର୍ଘ ବର୍ଷର ମାନସିକ ରଖିଥିଲେ ଭାଷା ଶତପଥି ନିଜ ବାସ ଭବନ କୁ ମା' ଙ୍କୁ ପାଛଟି ଆଣିବା ସହ ଗ୍ରାମ ବାସୀଙ୍କ ସହଯୋଗରେ ପାଞ୍ଚ ଦିନ ଧରି…
ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ l
ରାୟଗଡ/ସରୋଜ କୁମାର ସାହୁ- ରାୟଗଡ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହରେ ସତର୍କ ରହିବା ଓ ଅଂଶୁଘାତ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ…
ଛାତ୍ରପ୍ରେମୀ ଶିକ୍ଷକଙ୍କ ଅବସର ଗ୍ରହଣ
ବିଜେପୁର: ବରଗଡ ଜିଲ୍ଲା ବିଜେପୁର ବ୍ଲକ୍ ଅନ୍ତର୍ଗତ ବାପୁଜୀ ଉଚ୍ଚ ବିଦ୍ୟାଳୟ ଖରମୁଣ୍ଡା ଠାରେ ପ୍ରଧାନ ଶିକ୍ଷକ ସଦାନନ୍ଦ ଷଡଙ୍ଗିଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥଲା। ଏହି କାର୍ଯ୍ୟକ୍ରମ ଅବସରରେ ବରଗଡ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀ ମୁଖ୍ୟଅତିଥି ଭାବରେ…
ଇକୋର୍ସା ପରିଚାଳିତ ଗ୍ରୀଷ୍ମକାଳୀନ ଶିବିର ଉଦଯାପିତ
ଭୁବନେଶ୍ୱର : ପୂର୍ବତଟ ରେଳପଥ କ୍ରୀଡା ସଂଗଠନ (ଇକୋର୍ସା) ଦ୍ୱାରା ମାସକ ପର୍ଯ୍ୟନ୍ତ ପରିଚାଳିତ ଗ୍ରୀଷ୍ମକାଳୀନ ଶିବିର ଆଜି ରେଳବାଇ ଇଣ୍ଡୋର ଷ୍ଟାଡିୟମ ଠାରେ ଉଦଯାପିତ ହୋଇଯାଇଅଛି l
ଉଦଯାପିତ ସମାରୋହରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ମୁଖ୍ୟ ଅତିଥି ଭାବରେ…
ଦିନାମଣି ଙ୍କୁ ପିଟି ପିଟି ମାରିଦେବା ଅଭିଯୋଗ ଆଣିଛନ୍ତି ସ୍ୱାମୀ
କାଶିପୁରରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଥାନ ଅନ୍ତର୍ଗତ ମୋଇଲିଗୁଡା ଗ୍ରାମର ଗତକାଲି ରାତିରେ ଜଣେ ମହିଳାଙ୍କ ସଂଙ୍ଘବଧ ଭାବେ ପିଟିପିଟି ମାରିଦେଇଥିବା ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ସ୍ବାମି ସୁବେର ନାଏକ।ମୃତ ମହିଳା ଙ୍କ ନାମ ହେଉଛି ଦିନାମଣି ନାଏକ ।ଗତକାଲି…
ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ l
ରାୟଗଡ ୨/୦୫- ରାୟଗଡ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହରେ ସତର୍କ ରହିବା ଓ ଅଂଶୁଘାତ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଂଶୁଘାତ ରାଜ୍ୟରେ…
ଡକାୟତି ଘଟଣାରେ ୧୩ ଅଭିଯୁକ୍ତ ଗିରଫ
ନବରଙ୍ଗପୁର/.ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ପୋଲିସ କୁ ମିଳିଲା ବଡ ସଫଳତା । ଡକାୟତି ଘଟଣା ରେ ଜଡିତ ଅଭିଯୋଗ ରେ ଗିରଫ ହେଲେ ପୋଲିସ ବିଭାଗ ରେ କାର୍ଯ୍ୟରତ କନେଷ୍ଟବଳ । କୋରାପୁଟରେ କାର୍ଯ୍ୟରତ ପୋଲିସ କନେଷ୍ଟବଳ ସୋନୁ ଯାନୀ ଙ୍କ ସହ ଗିରଫ ହେଲେ ୧୧ ଅଭିଯୁକ୍ତ । ଏନେଇ ପ୍ରେସମିଟ…
ବଜ୍ରାଘାତରେ କତିଙ୍ଗିଆ ଛକର ଜଣେ ମହିଳାଙ୍କ ମୃତ୍ୟୁ
ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): ସ୍ଥାନୀୟ ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର କତିଙ୍ଗିଆ ଛକର ଜଣେ ମହିଳା ବଜ୍ରାଘାତରେ ମୃତ୍ୟୁବରଣ କରି ଥିବା ଦେଖିବାକୁ ମିଳିଛି I ପ୍ରାପ୍ତ ସୂଚନା ଅନୁସାରେ କତିଙ୍ଗିଆ ଛକ ନିବାସୀ ମନୋଜ କୁମାର ପ୍ରଧାନଙ୍କ ପତ୍ନୀ ଅମ୍ରିତା ପ୍ରଧାନ (35)ଙ୍କ…