Sign in
Sign in
Recover your password.
A password will be e-mailed to you.
ସହାୟତା ର ହାତ ବଢାଇଲେ ନିଗମ ଉପାଧ୍ୟକ୍ଷ
ପାରାଦ୍ଵୀପ: ସୁଶାନ୍ତ ବଡୋଇ ଯିଏ କି ପାରାଦ୍ଵୀପ ବନ୍ଦର ରେ ଏକ ହାଇୱା ଚାଳକ ଭାବେ କାର୍ଯ କରୁଥିଲେ। ନିକଟ ଅତୀତ ରେ ବନ୍ଦର ମଧ୍ୟ କୁ ମାଛ ଧରିବାକୁ ଯାଇଥିବା ବେଳେ ଏକ ଦୁର୍ଘଟଣା ର ଶିକାର ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ଅକାଳ ବିୟୋଗ ତାଙ୍କ ପରିବାର ଓ ବନ୍ଧୁ ମହଲ ରେ ଶୋକ ର ଛାୟା…
ଭୁଷୁଡ଼ିଲା ବିଜେଡି ଦୁର୍ଗ, ଓଡ଼ିଶାରେ ଫୁଟିଲା ପଦ୍ମ
ଭୁବନେଶ୍ୱର : ଲଗାତାର ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ସରକାର ଗଠନ କରି ଯେଉଁ ରେକର୍ଡ କରିବେ ବୋଲି ବିଜେଡି ଯେଉଁ ସ୍ବପ୍ନ ଦେଖିଥିଲା ତାହା ଆଜି ଚୁରମାର ହୋଇଯାଇଛି | ପାଞ୍ଚ ପାଳିର ସରକାର ପରେ ଆଜି ପ୍ରଥମ ଥର ପାଇଁ ପରାଜୟର ସ୍ୱାଦ ଚାଖିଛି ବିଜୁ ଜନତା ଦଳ | ଏକଦା…
ଭଞ୍ଜନଗର ର ବି.ଜେ.ଡି ଗଡକୁ ଭାଙ୍ଗିଲେ ବି.ଜେ.ପି ର ପ୍ରଦ୍ୟୁମ୍ନ
ଭଞ୍ଜନଗର /ଉଦୟନାଥ ପଣ୍ଡା : ଭଞ୍ଜନଗର ସହରର ଦୀର୍ଘ ୩୦ ବର୍ଷ ର ବିଜେଡି ଗଡକୁ, ଭାରତୀୟ ଜନତା ଦଳ ଭଞ୍ଜନଗର ଭଞ୍ଜନଗର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ନାୟକ ଭାଂଗି ଚୁରମାର୍ କରିଦେଇଛନ୍ତି। ଗତ ଦୀର୍ଘ ୩୦ ବର୍ଷ ହେବ ଭଞ୍ଜନଗର ସହରରେ ୬ ଥର ନିରବଚ୍ଛିନ୍ନ ଭବେ ବିଧାୟକ ରୁପେ…
ସୋରଡ଼ା ବିଧାନ ସଭା: ପୁର୍ଣ୍ଣଚନ୍ଦ୍ରଙ୍କ ଗଡ ଭାଙ୍ଗିଲେ ନୀଳମଣି: ବିପୁଳ ଭୋଟରେ ବିଜେପିର ବିଜୟ ।
ବେଲଗୁଣ୍ଠା:-(ଶିବରାମ ଚୌଧୁରୀ )-ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଆସିଯାଇଛି ୨୦୨୪ ନିର୍ବାଚନ ଫଳାଫଳ ।ଗତ ୧୫ ବର୍ଷର ବିଜେଡି ଗଡକୁ ଧସେଇ ପଶି ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜେପିର ନୀଳମଣି ବିଷୋୟୀ ।ଏହି ନିର୍ବାଚନରେ ନୀଳମଣି ୨୮୨୦୩ ଭଳି ବିପୁଳ ଭୋଟ ବ୍ୟବଧାନରେ ସୋରଡାର ୩ ଥରର…
ମାହାଙ୍ଗାରୁ ବିଧାୟକ ଭାବେ ଜିତିଲେ ଶାରଦା ପ୍ରସାଦ ପ୍ରଧାନ: ବୁଲୁଙ୍କ ବିଜୟ ଧ୍ଵନିରେ ସାରା ଅଞ୍ଚଳ ପ୍ରକମ୍ପିତ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ):
କେନ୍ଦ୍ରାପଡ଼ା- ୧୫ ସଂସଦୀୟ କ୍ଷେତ୍ର ଅଧିନସ୍ତ ମାହାଙ୍ଗା -୯୫ ଅସଂରକ୍ଷିତ ବିଧାନସଭା କ୍ଷେତ୍ରରୁ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶ୍ରୀ ଶାରଦା ପ୍ରସାଦ ପ୍ରଧାନ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଶ୍ରୀ ଅଙ୍କିତ ପ୍ରତାପ…
ଏକାକୀ ଗଡ ଜଗିଲେ ବର୍ଷା : ପଦ୍ମପୁର ରେ ବର୍ଷା ସିଂ ବରିହାଙ୍କ ବାଜିମାତ।
ପଦ୍ମପୁର :- ସାଧାରଣ ନିର୍ବାଚନ ରେ ଓଡ଼ିଶାରେ ଦେଖିବାକୁ ମିଲିଛି ଅପ୍ରତ୍ୟାଶିତ ଫଳାଫଳ । ସମସ୍ତ ରାଜନୈତିକ ସମାଲୋଚକ ଓ ସମୀକ୍ଷକ ଙ୍କର ଆକଳନ କୁ ଭୁଲ ସାବ୍ୟସ୍ତ କରି ଜନତା ନିଜର ସ୍ୱତନ୍ତ୍ର ମତ ପ୍ରଦାନ କରି ଭାରତୀୟ ଜନତା ପାର୍ଟି କୁ ମେଜିକ ନମ୍ବର ପ୍ରଦାନ କରିବା ସହିତ ଲୋକସଭାରେ…
ଦେଓପୁର ହତ୍ୟାକାଣ୍ଡ କୁ ନେଇ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ।
କଟକ ତା ୩/୬ (ଶାସକ ପ୍ରଶାସକ )କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିମେଇସା ପୁର ଗ୍ରାମ ପଞ୍ଚାୟତ ର ଦେଓପୁର ଗ୍ରାମ ରେ ନିର୍ବାଚନ ପୂର୍ବ ଦିନ ରାତିରେ ଅର୍ଥାତ୍ ଗତ ୨୪ ତାରିଖ ରାତିରେ ଘଟିଥିବା ସରୋଜ ଭୋଇ ହତ୍ୟାକାଣ୍ଡ କୁ ଦଶ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅପରାଧୀଙ୍କ…
ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ରାୟଗଡ ଜିଲ୍ଲାପାଳ l
ରାୟଗଡ/ସରୋଜ ସାହୁ :- ରାୟଗଡ଼ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଜିଲ୍ଳାର ଦଶମଶ୍ରେଣୀ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବ ଅବସରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ସର୍ବୋଚ୍ଚ ନମ୍ବର ରଖିଥିବା ୧୦…
ବେଙ୍ଗାଲୁରୁରେ ଓଡ଼ିଶା ଏସଆଇଟି ଟିମ
(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀ କୃଷ୍ଣଶରଣପୁର ର ଦିଲ୍ଲୀପ ପାହାନ ଙ୍କ ହତ୍ୟା ଘଟଣା ରେ, ଵେଙ୍ଗଲୋର ଆଉ ତିନି ଜଣଙ୍କୁ ଗିରଫ କଲା ପୋଲିସ୍ । ଖଲ୍ଲିକୋଟ ଥାନା ଅଧିକାରୀ ଶ୍ରୀ ନରେଶ କୁମାର ସାହୁ ଙ୍କ ସୂଚନା ଅନୁଯାୟୀ ଜଣାପଡିଛି ଯେ, ଆଗରୁ ୧୪…
ଡିଜି ଅଫିସ ଆଗରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ
‘ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ମରଣାନ୍ତକ ଆକ୍ରମଣ ପ୍ରସଙ୍ଗ
୭୨ ଘଂଟା ପରେ ବି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ନ କରିବାରୁ ପୋଲିସକୁ ନିନ୍ଦା କଲା ବିଜେପି ଯୁବମୋର୍ଚ୍ଚା
ପୋଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଲେ
ଭୁବନେଶ୍ୱର, ତା.୦୩/୦୬:…