Sign in
Sign in
Recover your password.
A password will be e-mailed to you.
“ମାହାଙ୍ଗାର ପ୍ରତ୍ୟେକ ଯୋଗ୍ୟ ଜନସାଧାରଣଙ୍କ ନିକଟରେ ସରକାରୀ ଯୋଜନା କିଭଳି ସଠିକ ଭାବେ ପହଂଚିପାରିବ ତାହା ଆମର…
(ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ୨୦୨୪ ସାଧାରଣ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଶାରଦା ପ୍ରଧାନ ୭ହଜାର ୪୨୩ଖଣ୍ଡ ଭୋଟରେ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ଅଙ୍କିତ ପ୍ରତାପ ଜେନାଙ୍କୁ ହରାଇ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ଅବସରରେ କଟକ…
ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ବାରା ବିଶ୍ବ ପରିବେଶ ଦିବସ ପାଳନ
ରାୟଗଡା: ସ୍ଥାନୀୟ ସେଣ୍ଟୁରିଆନ ପବ୍ଲିକ ସ୍କୁଲ ପରିସରରେ ସକାଳ ସମୟ ଘ.୮.୩୦ମି ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଂପାଦିକା ଶ୍ରୀମତି ନିବେଦିତା ପଣ୍ଡା ଙ୍କ ତତ୍ବାବଧାନରେ “ବିଶ୍ବ ପରିବେଶ ଦିବସ” ପାଳନ କରିବା ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଅନ୍ୟ ମାନଙ୍କ ମଧ୍ୟରେ…
ବିଜୟ ପାଇଁ ସମ୍ବଲପୁରବାସୀଙ୍କୁ ଭିଡିଓ ବାର୍ତ୍ତାରେ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ
ସମ୍ବଲପୁରର ମାନ ଓ ସମ୍ମାନକୁ ବଢାଇବା ସହ ବିକଶିତ କରିବା - ଧର୍ମେନ୍ଦ୍ର ପ୍ରଧାନ
• ମହାପ୍ରଭୁ ଶ୍ରୀଜଗନ୍ନାଥ୍, ମା’ ସମଲେଇଙ୍କର ଅପାର କରୁଣା ଓ ଜନତାଙ୍କ ଆଶୀର୍ବାଦରୁ ଲୋକସଭା ନିର୍ବାଚିତ ହେବା ମୋର ସୌଭାଗ୍ୟ
• ସମ୍ବଲପୁର ହେଉଛି ସ୍ୱାଭିମାନ ମାଟି, ପ୍ରଧାନମନ୍ତ୍ରୀଙ୍କ…
ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।
ପଦ୍ମପୁର:- - ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ବିଇଓ ଅଫିସ ର ବରିଷ୍ଠ କିରାଣୀ ଶ୍ରୀ ବ୍ରଜରାଜ ବେହେରାଙ୍କ ଅବସର ଦେଇ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ…
ଜଗତ ଜନନୀ ମାଁ ଙ୍କ ଦର୍ଶନ ପରେ ପାଇକମାଲ ରେ ବର୍ଷା ଙ୍କୁ ଭବ୍ୟ ସ୍ୱାଗତ ।
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଗତ କାଲି ସାଧାରଣ ନିର୍ବାଚନ ର ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବା ପରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ରୁ ବିଜୟ ଲାଭ କରିଥିବା ବିଜୁ ଜନତା ଦଳର ପ୍ରାର୍ଥୀନୀ ଶ୍ରୀମତୀ ବର୍ଷା ସିଂ ବରିହା ଆଜି ପବିତ୍ର ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ…
ବିଶ୍ଵ ପରିବେଶ ଦିବସ ୨୦୨୪ ପାଳିତ
ଭୁବନେଶ୍ୱର :ଆଦିତ୍ୟ ଆଲୁମିନିୟମ,ବନ୍ୟ ବିଭାଗ ରେଙ୍ଗାଲି ଓ ଆଞ୍ଚଳିକ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ଼ ସହାଭାଗିତାରେ, ଚଳିତ ବର୍ଷର ବିଶ୍ଵ ପରିବେଶ ଦିବସ, ସ୍ଥାନୀୟ ଆର. ଆର. କଲୋନୀ, ପଣ୍ଡୋଲଇ ଠାରେ ଆଡମ୍ବର ସହକାରେ ଆୟୋଜିତ ହୋଇଅଛି I ମୂର୍ତ୍ତିକା ସଂରକ୍ଷଣ, ଵୃକ୍ଷ ରୋପଣ ତଥା ମରୁଡି…
ପାରଳାଖେମୁଣ୍ଡି ରେ ବିଜେଡି ଏବଂ ମୋହନାରେ କଂଗ୍ରେସ ପ୍ରାର୍ଥୀ ବିଜୟୀ :ଉଭୟ ମହଲରେ କର୍ମୀଙ୍କ ଆନନ୍ଦ
https://youtu.be/aKzcEHbGBXc
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ଗଜପତି ଜିଲ୍ଲାର ୨ ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ…
ଗୁଣପୁର ବିଧାୟକ ଭାବେ ନିର୍ବାଚିତ ହେଲେ କଂଗ୍ରେସ ର ସତ୍ୟଜିତ ଗମାଙ୍ଗ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ୧୫ ବର୍ଷପରେ ଗୁଣପୁର ରେ କଂଗ୍ରେସ ନିଜ କ୍ଷମତାକୁ ଫେରିଛି । ଦଳିୟ ପ୍ରାର୍ଥୀ ଯୁବ ନେତା ସତ୍ଯଜିତ୍ ଗମାଙ୍ଗ ଗୁଣପୁର ବିଧାନସଭା ଆସନ୍ ରେ ଆଜି ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ବିଜେଡି ପ୍ରାର୍ଥୀ ରଘୁନାଥ ଗମାଙ୍ଗ ଙ୍କ…
ପାରଳାଖେମୁଣ୍ଡି ବିଧାୟକ ଭାବେ ନିର୍ବାଚିତ ହେଲେ ବିଜେଡ଼ିର ରୁପେଶ ପାଣିଗ୍ରାହୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ଭାବେ ନିର୍ବାଚିତ ହେଲେ ରୁପେଶ କୁମାର ପାଣିଗ୍ରାହୀ।ରୁପେଶ ପାଣିଗ୍ରାହୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର କେ.ନାରାୟଣ ରାଓଙ୍କ ଠାରୁ ୪୧୦୭ ଖଣ୍ଡ ଭୋଟ…
ଓଡ଼ିଶାର ଜନାଦେଶ ନେଇ ଖୁସିବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ
ସାଢେ ୪ କୋଟି ଓଡ଼ିଆ, ଓଡ଼ିଆ ଅସ୍ମିତା, ଭାଷା, ସଂସ୍କୃତି ଓ ପରିଚୟର ବଡ଼ ବିଜୟ - ଧର୍ମେନ୍ଦ୍ର ପ୍ରଧାନ
• ଓଡ଼ିଶା ନୂଆ ଇତିହାସ ରଚିଲା ବୋଲି କହିଲେ କେନ୍ଦ୍ରମନ୍ତ୍ରୀ • ସମ୍ବଲପୁର ସମେତ ଓଡ଼ିଶାବାସୀଙ୍କୁ ବିଜେପିକୁ ପୂର୍ଣ୍ଣ ବହୁମତରେ ଆଶୀର୍ବାଦ କରିଥିବାରୁ ଧନ୍ୟବାଦ ଦେଲେ, ବିଜୟୀ…