“ବିଶ୍ୱ ପରିବେଶ ଦିବସ “(ଆଇ.ଇ.ଆଇ), ରାଉରକେଲା କେନ୍ଦ୍ର ଦ୍ୱାରା ପାଳିତ

ରାଉରକେଲା(ବସନ୍ତ କୁମାର ଜେନା): ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା ସ୍ଥାନୀୟ କେନ୍ଦ୍ର ଦ୍ଵାରା ରାଉରକେଲା ସ୍ଥାନୀୟ କେନ୍ଦ୍ର ବିଲଡିଂରେ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମୋଡରେ “ଜମି ପୁନରୁଦ୍ଧାର, ମରୁଭୂମି ଏବଂ ମରୁଡ଼ି ସ୍ଥିରତା” ବିଷୟରେ ଉପରେ ଆଲୋଚନା କରାଯାଇଥିଲା।…

ରଥଯାତ୍ରା ତଥା ଘୋଷ ଯାତ୍ରା ଉପଲକ୍ଷେ ଗୁଣପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରଥଯାତ୍ରା ତଥା ଘୋଷ ଯାତ୍ରା ଉପଲକ୍ଷେ ଗୁଣପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ମନ୍ଦିର କାର୍ଯ୍ୟାଳୟ ରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ପ୍ରାରମ୍ଭ ରୁ କାର୍ଯ୍ୟାଳୟ ରେ ଥିବା ଜଗନ୍ନାଥ ଙ୍କ ଫଟୋ ଚିତ୍ରରେ ପୁଷ୍ପ…

ମାଁ ବ୍ରାହ୍ମଣ ଦେବୀଙ୍କୁ ସାବିତ୍ରୀ ଭାର ଅର୍ପଣ କଲେ ଯୁବଗୋଷ୍ଠୀ ।

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ବେଲଗୁଣ୍ଠାର ଅଧୁଷ୍ଠାତ୍ରୀ ଦେବୀ ତଥା ବାଉଁଶ ବଣର ରାଣୀ ମାଁ ବ୍ରାହ୍ମଣ ଦେବୀଙ୍କୁ ସାବିତ୍ରୀ ଭାର ଦେଇ ଆସିଛନ୍ତି ବେଲଗୁଣ୍ଠା ର ଯୁବ ଗୋଷ୍ଠୀ ।ବୁଧବାର ଦିନ ସନ୍ଧ୍ୟା ୫ ଘଣ୍ଟା ସମୟରେ ଘଣ୍ଟ, ମୃଦଙ୍ଗର ତାଳେ ତାଳେ…

ନିଟ୍ ୟୁଜି ୨୦୨୪ରେ ବାଲେଶ୍ୱରରୁ ଆକାଶ ଏଜୁକେଶ୍‌ନାଲ ସର୍ଭିସେସ୍ ଲିମିଟେଡର ୫ ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର/ ବାଲେଶ୍ୱର : ପରୀକ୍ଷା ପ୍ରସ୍ତୁତି ସେବା କ୍ଷେତ୍ରରେ ଦେଶରେ ଅଗ୍ରଣୀ, ଆକାଶ ଏଜୁକେଶ୍‌ନାଲ ସର୍ଭିସେସ ଲିମିଟେଡ (ଏଇଏସଏଲ୍‌) ବାଲେଶ୍ୱରରୁ ଏହାର ୫ ଜଣ ଛାତ୍ରଛାତ୍ରୀଙ୍କ ଚମତ୍କାର ସଫଳତା ସମ୍ପର୍କରେ ଗର୍ବର ସହ ଘୋଷଣା କରିଛି, ଯେଉଁମାନେ ସମ୍ମାନଜନକ ନିଟ୍ ୟୁଜି ୨୦୨୪ ପରୀକ୍ଷାରେ…

ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଭୁବନେଶ୍ୱର, ୦୭/୦୬: ବିଶ୍ୱ ପରିବେଶ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଦ୍ୱାରା ପରିଚାଳିତ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ସୋଆ କୃଷି ମହାବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଜୁନ୍ ୫ ତାରିଖରେ ଏକ ସ୍ୱତନ୍ତ୍ର…

ସମ୍ ହସ୍ପିଟାଲ୍ ରେ ବିଶ୍ୱ ପରିବେଶ ଦିବସ ପାଳିତ

ଭୁବନେଶ୍ୱର, ଜୁନ୍ ୭: ଶିକ୍ଷା ଓ ଅନୁସନ୍ଧାନ( ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଅଧିନସ୍ଥ ପୋଷ୍ଟ ଗ୍ରାଜୁଏଟ୍ ଡିପାର୍ଟମେଂଟ ଅଫ୍ ପେଡିଆଟ୍ରିକ୍ସ, ୟୁନିସେଫ୍ ଏବଂ ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ ଭୁବନେଶ୍ୱର ଶାଖାର ମିଳିତ ଆନୁକୂଲ୍ୟରେ…

ଟ୍ରେନ କୁ ପଥର ଫିଙ୍ଗି ଦୁଇ ଗିରଫ |

ଭୁବନେଶ୍ୱର, 07.06.22024: ଟ୍ରେନ କୁ ପଥର ଫିଙ୍ଗିବା ଅଭିଯୋଗରେ ରେଳବାଇ ସୁରକ୍ଷା ବଳ (ଆରପିଏଫ) ଦୁଇ ଜଣଙ୍କୁ ଗିରଫ କରିଛି ​​| ଗତ ୬ ତାରିଖ ସାନ୍ଧ୍ୟ ସମୟରେ ୧୨୫୫୨ କାମାକ୍ଷା-ବେଙ୍ଗାଳୁରୁ ଏକ୍ସପ୍ରେସ କୁ ପଥର ଫିଙ୍ଗିବା ଅଭିଯୋଗରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ରେଳବାଇ ସୁରକ୍ଷା ବଳ…

ଶୀତଳଷଷ୍ଠୀ କମିଟି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ।

ପଦ୍ମପୁର:- ସ୍ଥାନୀୟ ମାରୱାଡ଼ି ଧର୍ମଶାଳା ଠାରେ ଶୀତଳ ଷଷ୍ଠୀ କମିଟି ତରଫରୁ କାର୍ଯ୍ୟକାରୀ ସଭାପତି ହରିଶଙ୍କର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ ଏହି ସମ୍ମିଳନୀରେ ସଭାପତି ଭୋଜରାଜ ସିଂ ବରିହା, ସମ୍ପାଦକ ଅଚ୍ୟୁତାନନ୍ଦ ସେଠ, କୋଷାଧ୍ୟକ୍ଷ…

ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ବିବାହମ୍ କଲେକ୍ସନ

ସୁନା ଓ ହୀରାରେ ନିର୍ମିତ ଏହି ବ୍ରାଇଡାଲ କଲେକ୍ସନ ଚୋକର୍ ନେକ୍‌‌ଲେସଠାରୁ ଆରମ୍ଭ କରି ଚୁଡ଼ି, ମାଙ୍ଗ୍‌‌ଟିକା, ରିଙ୍ଗ୍‌‌, ମାଥାପଟ୍ଟି, ୱେଷ୍ଟ ବେଲ୍ଟ, ଲମ୍ବା ନେକ୍‌‌ଲେସ୍ ଓ ଆର୍ମ ବ୍ୟାଣ୍ଡ ପର୍ଯ୍ୟନ୍ତ ପ୍ରତ୍ୟେକ ଅଳଙ୍କାରରେ ପାରମ୍ପରିକ କାରିଗରୀକୁ ପ୍ରତିଫଳିତ କରୁଛି ମୁମ୍ବାଇ, ୬…

ଓଡ଼ିଶାରେ ଜୁନ୍ ୧୦ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବେଶ କରିପାରେ : ସିଇସି

ଭୁବନେଶ୍ୱର, ୦୬/୦୬:ଆରବ ସାଗରରୁ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରବାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ଦକ୍ଷିଣ ଓଡ଼ିଶାରେ ଜୁନ୍ ୧୦ ସୁଦ୍ଧା ପ୍ରବେଶ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ପଶ୍ଚିମ ବାୟୁ…