Sign in
Sign in
Recover your password.
A password will be e-mailed to you.
ନିଟ୍ ୟୁଜି ୨୦୨୪ରେ ବାଲେଶ୍ୱରରୁ ଆକାଶ ଏଜୁକେଶ୍ନାଲ ସର୍ଭିସେସ୍ ଲିମିଟେଡର ୫ ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା
ଭୁବନେଶ୍ୱର/ ବାଲେଶ୍ୱର : ପରୀକ୍ଷା ପ୍ରସ୍ତୁତି ସେବା କ୍ଷେତ୍ରରେ ଦେଶରେ ଅଗ୍ରଣୀ, ଆକାଶ ଏଜୁକେଶ୍ନାଲ ସର୍ଭିସେସ ଲିମିଟେଡ (ଏଇଏସଏଲ୍) ବାଲେଶ୍ୱରରୁ ଏହାର ୫ ଜଣ ଛାତ୍ରଛାତ୍ରୀଙ୍କ ଚମତ୍କାର ସଫଳତା ସମ୍ପର୍କରେ ଗର୍ବର ସହ ଘୋଷଣା କରିଛି, ଯେଉଁମାନେ ସମ୍ମାନଜନକ ନିଟ୍ ୟୁଜି ୨୦୨୪ ପରୀକ୍ଷାରେ…
ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
ଭୁବନେଶ୍ୱର, ୦୭/୦୬: ବିଶ୍ୱ ପରିବେଶ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଦ୍ୱାରା ପରିଚାଳିତ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ସୋଆ କୃଷି ମହାବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଜୁନ୍ ୫ ତାରିଖରେ ଏକ ସ୍ୱତନ୍ତ୍ର…
ସମ୍ ହସ୍ପିଟାଲ୍ ରେ ବିଶ୍ୱ ପରିବେଶ ଦିବସ ପାଳିତ
ଭୁବନେଶ୍ୱର, ଜୁନ୍ ୭: ଶିକ୍ଷା ଓ ଅନୁସନ୍ଧାନ( ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଅଧିନସ୍ଥ ପୋଷ୍ଟ ଗ୍ରାଜୁଏଟ୍ ଡିପାର୍ଟମେଂଟ ଅଫ୍ ପେଡିଆଟ୍ରିକ୍ସ, ୟୁନିସେଫ୍ ଏବଂ ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ ଭୁବନେଶ୍ୱର ଶାଖାର ମିଳିତ ଆନୁକୂଲ୍ୟରେ…
ଟ୍ରେନ କୁ ପଥର ଫିଙ୍ଗି ଦୁଇ ଗିରଫ |
ଭୁବନେଶ୍ୱର, 07.06.22024: ଟ୍ରେନ କୁ ପଥର ଫିଙ୍ଗିବା ଅଭିଯୋଗରେ ରେଳବାଇ ସୁରକ୍ଷା ବଳ (ଆରପିଏଫ) ଦୁଇ ଜଣଙ୍କୁ ଗିରଫ କରିଛି | ଗତ ୬ ତାରିଖ ସାନ୍ଧ୍ୟ ସମୟରେ ୧୨୫୫୨ କାମାକ୍ଷା-ବେଙ୍ଗାଳୁରୁ ଏକ୍ସପ୍ରେସ କୁ ପଥର ଫିଙ୍ଗିବା ଅଭିଯୋଗରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ରେଳବାଇ ସୁରକ୍ଷା ବଳ…
ଶୀତଳଷଷ୍ଠୀ କମିଟି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ।
ପଦ୍ମପୁର:- ସ୍ଥାନୀୟ ମାରୱାଡ଼ି ଧର୍ମଶାଳା ଠାରେ ଶୀତଳ ଷଷ୍ଠୀ କମିଟି ତରଫରୁ କାର୍ଯ୍ୟକାରୀ ସଭାପତି ହରିଶଙ୍କର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ ଏହି ସମ୍ମିଳନୀରେ ସଭାପତି ଭୋଜରାଜ ସିଂ ବରିହା, ସମ୍ପାଦକ ଅଚ୍ୟୁତାନନ୍ଦ ସେଠ, କୋଷାଧ୍ୟକ୍ଷ…
ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ବିବାହମ୍ କଲେକ୍ସନ
ସୁନା ଓ ହୀରାରେ ନିର୍ମିତ ଏହି ବ୍ରାଇଡାଲ କଲେକ୍ସନ ଚୋକର୍ ନେକ୍ଲେସଠାରୁ ଆରମ୍ଭ କରି ଚୁଡ଼ି, ମାଙ୍ଗ୍ଟିକା, ରିଙ୍ଗ୍, ମାଥାପଟ୍ଟି, ୱେଷ୍ଟ ବେଲ୍ଟ, ଲମ୍ବା ନେକ୍ଲେସ୍ ଓ ଆର୍ମ ବ୍ୟାଣ୍ଡ ପର୍ଯ୍ୟନ୍ତ ପ୍ରତ୍ୟେକ ଅଳଙ୍କାରରେ ପାରମ୍ପରିକ କାରିଗରୀକୁ ପ୍ରତିଫଳିତ କରୁଛି
ମୁମ୍ବାଇ, ୬…
ଓଡ଼ିଶାରେ ଜୁନ୍ ୧୦ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବେଶ କରିପାରେ : ସିଇସି
ଭୁବନେଶ୍ୱର, ୦୬/୦୬:ଆରବ ସାଗରରୁ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରବାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ଦକ୍ଷିଣ ଓଡ଼ିଶାରେ ଜୁନ୍ ୧୦ ସୁଦ୍ଧା ପ୍ରବେଶ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ପଶ୍ଚିମ ବାୟୁ…
ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ବିଜେପି ର ବାଜିମାତ ।
(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପକ୍ଷରୁ ବିଧାୟକ ପ୍ରତିଦ୍ବନ୍ଦ୍ବିତା କରୁଥିଲେ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ,ଆଉ ଏହାର ଫଳାଫଳ ବାବଦରେ ବିବରଣୀ ଅନୁଶୀଳନ କରିବା ସମୟରେ ଦେଖିବାକୁ ମିଳିଥିଲା ଯେ ତାଙ୍କ ର ନିକଟତମ…
କୁରୁକ୍ଷେତ୍ର ଲୋକସଭା ଅସନରୁ ନବୀନ ଜିନ୍ଦଲଙ୍କ ବିଜୟ
ଭୁବନେଶ୍ୱର : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଚେୟାରମ୍ୟାନ୍ତ ଥା ବିଜେପି ନେତା ଶ୍ରୀ ନବୀନ ଜିନ୍ଦଲ ହରିୟାଣାର କୁରୁକ୍ଷେତ୍ର ଲୋକସଭା ଆସନରୁ ନିର୍ବାଚିତ ହୋଇଛନ୍ତି।ଭାରତର ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ସେ ୫୪୨୧୭୫ ଭୋଟ୍ପା ଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଇଣ୍ଡିମେଣ୍ଟର…
ବିଶ୍ଵ ପରିବେଶ ଦିବସ ।
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବନାଞ୍ଚଲ ତରଫରୁ ବିଶ୍ଵ ପରିବେଶ ଦିବସ ଏ ସି ଏଫ୍ ପ୍ରଭାତୀ ସେଠ୍ ଙ୍କ ଅଧ୍ୟକ୍ଷତା ରେ ପାଳନ କରାଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଭବାନିପାଟଣା ବନାଞ୍ଚଳ ଏ ସି ଏଫ ସଂଘମିତ୍ରା ଭୋଇ ଯୋଗଦେଇଥିଲେ।ପ୍ରଥମେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ମା…