ଅରୁଗୁଳା ସ୍ନେହା ହେଲେ ପଦ୍ମପୁର ଉପଜିଲ୍ଲାପାଳ

3

ଭୁବନେଶ୍ୱର : ୨୦୨୨ ବ୍ୟାଚର ଆଇଏଏସ ଅଫିସର ଅରୁଗୁଳା ସ୍ନେହା ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡର ଉପଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି | ଦ୍ଵିତୀୟ ପର୍ଯ୍ୟାୟ ତାଲିମ ପରେ ରାଜ୍ୟ ସରକାର ୨୦୨୨ ବ୍ୟାଚର ଛ ଜଣ ଆଇଏଏସ ଅଫିସରଙ୍କୁ ଆଜି ବିଭିନ୍ନ ଉପଖଣ୍ଡରେ ଉପ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଥିବା ବେଳେ ଅରୁଗୁଳା ସ୍ନେହା ପଦ୍ମପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଥିବା ଆଜି ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡିଛି |

 

Leave A Reply

Your email address will not be published.