Sign in
Sign in
Recover your password.
A password will be e-mailed to you.
ସ୍ୱପ୍ନେଶ୍ୱର ବାବା ଙ୍କ ପକ୍ଷରୁ ମାତା ପାର୍ବତୀ ଙ୍କୁ ନିର୍ବନ୍ଧ ଉତ୍ସବ ସମ୍ପର୍ଣ୍ଣ : ବାବାଙ୍କ ବିବାହ ଶୋଭାଯାତ୍ରା…
ପଦ୍ମପୁର:- ଦେବାଦୀ ଦେବ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ଏବଂ ଜଗତ ଜନନୀ ମାତା ପାର୍ବତୀ ଙ୍କ ର ପବିତ୍ର ବିବାହ ଉତ୍ସବ ହେଉଛି ଶୀତଳ ଷଷ୍ଠି ଉତ୍ସବ । ଏବଂ ଏହି ଉତ୍ସବ କୁ ବହୁ ଆଡମ୍ବର ଏବଂ ଭକ୍ତି ଭାବରେ ପାଳନ କରିଥାନ୍ତି ଲୋକେ । ସେହି ପରି ପେକ୍ଷୀ ରେ ପଦ୍ମପୁର ସାର୍ବଜନୀନ ଶିତଳ ଷଷ୍ଠି…
ସନ୍ୟାସ ନେଲେ ପାଣ୍ଡିଆନ
ବିଜେଡିର ବିପର୍ଯ୍ୟୟ ପାଇଁ ଦଳର କର୍ମୀଙ୍କୁ କ୍ଷମା ମାଗିଲେ ପାଣ୍ଡିଆନ, ଛାଡିଲେ ରାଜନୀତି.
https://youtu.be/m1XZ2w3zl3s
ପୋଲିସ କର୍ମଚାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ।
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଥାନାରେ କାର୍ଯ୍ୟରତ ପୋଲିସ ସବ୍ ଇନିସପେକ୍ଟର ମହେଶ୍ୱର ବେହେରାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।ବେଲଗୁଣ୍ଠା ଥାନାରେ ଥାନାଧିକାରୀ ବନବିହାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେହୋଇଥିବା ଏକ ବିଦାୟ କାଳୀନ ସମ୍ବର୍ଧନା କାର୍ଯ୍ୟକ୍ରମରେ…
ସର୍ବ ଭାରତୀୟ ନିଟ୍ ପରୀକ୍ଷାରେ ଗାନ୍ଧି ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀଙ୍କ ସଫଳତା
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସଦ୍ୟ ପ୍ରକାଶିତ ସର୍ବ ଭାରତୀୟ ମେଡିକାଲ ପରୀକ୍ଷା (ନିଟ୍)ରେ ଗୁଣପୁର ସ୍ଥିତ ଗାନ୍ଧୀ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ସଫଳତା ଅର୍ଜନ କରି ବିଦ୍ୟାଳୟକୁ ଗୌରବାନ୍ବିତ କରିଛନ୍ତି । ବିଦ୍ୟାଳୟର କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓମ୍ ବାଲାଜୀ…
ଷ୍ଟାଣ୍ଡାଲୋନ୍ ୫ଜି ଟେକ୍ନୋଲୋଜି ବଳରେ ଉତ୍କୃଷ୍ଟ ହାଇ-ସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ପ୍ରଦାନ କରୁଛି ଜିଓ ଏୟାରଫାଇବର : ଓପନ୍…
ନୂଆଦିଲ୍ଲୀ: ଜିଓର ଷ୍ଟାଣ୍ଡାଲୋନ୍ ୫ଜି ନେଟୱାର୍କ ବଳରେ ଜିଓ ଏୟାରଫାଇବର ଗ୍ରାହକଙ୍କୁ ଉତ୍କୃଷ୍ଟ ବେଗରେ ହାଇ ସ୍ପିଡ଼ ଡାଟା ଯୋଗାଇବାରେ ସକ୍ଷମ ହୋଇଥିବା ବିଶ୍ୱର ପ୍ରସିଦ୍ଧ ମୋବାଇଲ୍ ନେଟୱାର୍କ ଆନାଲିଟିକ୍ସ କମ୍ପାନୀ ଓପନ୍ ସିଗନାଲ୍ ଏହାର ଏକ ରିପୋର୍ଟରେ ପ୍ରକାଶ କରିଛି । ଓପନ୍ ସିଗନାଲ୍…
କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ୍ସରେ ପୁଣି ଥରେ ସୋଆ ସ୍ଥାନିତ
ଭୁବନେଶ୍ୱର , ୮/୦୬: ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ୍ରେ ଓଡ଼ିଶାର ଏକ ମାତ୍ର ବେସରକାରୀ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) । ଦେଶର ୪୬ଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ନେଇ ପ୍ରସ୍ତୁତ ଏହି ବିଶ୍ୱ ରାଙ୍କିଙ୍ଗ୍ରେ ସ୍ଥାନ ପାଇଛି…
ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁନ, ଜୁଲାଇ ଓ ଅଗଷ୍ଟ ମାସ ନିମନ୍ତେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର
ଜଗତସିଂହପୁର,ତା-୦୭.୦୬.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ଜୁନ, ଜୁଲାଇ ଓ ଅଗଷ୍ଟ ମାସ ନିମନ୍ତେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ।ଏହି ଶିବିର ଆସନ୍ତା ଜୁନ 10 ତାରିଖରେ ବିରିଡି ବ୍ଲକ କାର୍ଯ୍ୟାଳୟ, ଜୁନ 18 ତାରିଖରେ ଜିଲ୍ଲାପାଳ ଙ୍କ…
ଶ୍ରୀକୃଷ୍ଣ ଶରଣ ପୁର ଦିଲ୍ଲୀପ ପାହାନ ଙ୍କ ହତ୍ୟା ଘଟଣା ରେ ଆଉ ଦୁଇଜଣ ଗିରଫ ।
(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ଗତ ତା ୧୫-୫-୨୪ ରିଖ ରେ ଘଟିଥିବା ଦିଲ୍ଲୀପ ପାହାନ ଙ୍କ ହତ୍ୟା ଘଟଣାରେ ଗୁଜରାଟର ରାଜକୋଟରେ ଆଉ ଦୁଇଜଣ ଙ୍କୁ ଚାରି ଜଣିଆ ପୋଲିସ ଟିମ୍ ଗିରଫ କରି ଛନ୍ତି ବୋଲି ଜଣାପଡିଛି।ଖଲ୍ଲିକୋଟ ଥାନା ଅଧିକାରୀ ଶ୍ରୀ ନରେଶ କୁମାର ସାହୃ ଙ୍କ ସୂଚନା…
ଆଦର୍ଶ ନଗର ଠାକୁରାଣୀ ପର୍ବ ଆଜିଠାରୁ ଆରମ୍ଭ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲା ଗୁଣପୁର ସହର ସ୍ଥିତ ଆଦର୍ଶ ନଗର ଠାରେ ଆଜିଠାରୁ ଠାକୁରାଣୀ ପର୍ବ ଆସନ୍ତା 12 ତାରିଖ ଯାଏ ଅନୁଷ୍ଠିତ ହେବାକୁ ଯାଉଛି । ମା ଙ୍କ ପୂଜା ଅର୍ଚନା ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ଅବସ୍ଥାରେ ପହଞ୍ଚିଥିବା ବେଳେ ଉକ୍ତ ପର୍ବକୁ ଶାନ୍ତି…
ଦୁର୍ଘଟଣା ଅଳ୍ପେକ ବର୍ତିଲେ ୨ଜଣ ବାଇକ ଚାଳକ
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅଧୀନରେ ଥିବା ବୁଡି ପଦର (ଶବରପଡା) ବୁଲାଣି ନିକଟରେ ଅଣ୍ଡା ବୋଝେଇ ପିକଅପ ଭ୍ୟାନ ଧକାଦେବା ଯୋଗୁଁ ଗୁରୁତର ଆହତ ହୋଇଛନ୍ତି ଆରଡବ୍ଲୁଏସଏସ ବିଭାଗର ଦୁଇଜଣ ବିଆରସି। ଆଜି ସକାଳ ୮ଘଣ୍ଟା ସମୟରେ ପ୍ରଦ୍ୟୁମ୍ନ ଭୋଇ ଓ ଟିଟିଲାଗଡ଼ ବିଆରସି ପ୍ରକାଶ…