ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ବାର

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂତନ ସରକାରଙ୍କ ପ୍ରଥମ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍‌ ବୈଠକ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସୂଚନା: ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗୃହୀତ ଶ୍ରୀମନ୍ଦିରର ଉନ୍ନତି ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଆସିବ…

ଓଡ଼ିଶାରେ ଆରମ୍ଭ ହେଲା ମୋହନ ରାଜ

  ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ନେଲେ ୮ କ୍ୟାବିନେଟ ଓ ୫ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଭୁବନେଶ୍ୱର : ଓଡ଼ିଶାରେ ବିଜେପି ରାଜ୍ ସହ ଡବଲ୍ ଇଞ୍ଜିନ୍ ସରକାର ଆରମ୍ଭ ହୋଇଛି । ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଆଜି ଶପଥ ଗ୍ରହଣ କରିଛନ୍ତି । ଆଜି  ଜନତା…

ନୂଆଦିଲ୍ଲୀ ସ୍ଥିତ ହଜଖାସ୍ ଶ୍ରୀଜଗନ୍ନାଥ ମନ୍ଦିରରେ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶା ସମେତ ଦେଶବାସୀଙ୍କ ସେବା କରିବା ପାଇଁ ପୁଣି ସୁଯୋଗ ମିଳିବା ସୌଭାଗ୍ୟର ବିଷୟ – ଧର୍ମେନ୍ଦ୍ର ପ୍ରଧାନ • କେନ୍ଦ୍ର କ୍ୟାବିନେଟରେ ପୁନର୍ବାର ସାମିଲ କରିବା ପାଇଁ ସାଢେ ୪ କୋଟି ଓଡ଼ିଆଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ• ଭାରତବର୍ଷରେ ପ୍ରଗତିର ଗତିକୁ ତ୍ୱରାନ୍ୱିତ କରିବା…

ସମ୍ବଲପୁର ସମେତ ଓଡ଼ିଶାବାସୀଙ୍କୁ ‘ଶୀତଳଷଷ୍ଠୀ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

https://youtu.be/XZTUxeppdAs ‘ଶୀତଳଷଷ୍ଠୀ’ ହେଉଛି ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଐତିହ୍ୟର ଭବ୍ୟ ସ୍ୱରୂପ -ଧର୍ମେନ୍ଦ୍ର ପ୍ରଧାନ • ଶୀତଳଷଷ୍ଠୀ ହେଉଛି ବର୍ଷା ପାଇଁ ଭଗବାନଙ୍କ ପାଖରେ ଆଶୀର୍ବାଦ ଭିକ୍ଷା କରିବାର ପବିତ୍ର ଅବସର • ସମସ୍ତେ ମିଳିମିଶି ସମାଜରେ ଭାଇଚାରା…

ଆସନ୍ତା ୧୨ତାରିଖରେ ବିଜେପିର ପ୍ରଥମ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ: ପ୍ରତାପ ଷଡଙ୍ଗୀ

 ଆସନ୍ତା ୧୨ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨ଟା ୩୦ରେ ଭୁବନେଶ୍ୱରରେ ପହଂଚିବେ ଓ ସନ୍ଧ୍ୟା ୫ଟାରେ ଜନତା ମଇଦାନରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ  ଆସନ୍ତାକାଲି ୪ଟା ୩୦ରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ “ବିଧାୟକ ଦଳ” ବୈଠକ  ବୈଠକରେ…

ପିଏମ କିଷାନ ସମ୍ମାନ ନିଧି ଅର୍ଥରାଶି ଜାରି କରିବା ସଂକ୍ରାନ୍ତ ପ୍ରଥମ ଫାଇଲରେ ଦସ୍ତଖତ କଲେ ପ୍ରଧାନମନ୍ତ୍ରୀ

କୃଷକ କଲ୍ୟାଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇଲା ନୂଆ ସରକାରଙ୍କ ପ୍ରଥମ ନିଷ୍ପତ୍ତି କୃଷକ କଲ୍ୟାଣ ପାଇଁ ଆମ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ତେଣୁ ଦାୟିତ୍ୱ ନେବା ପରେ ସ୍ୱାକ୍ଷରିତ ପ୍ରଥମ ଫାଇଲ କୃଷକ କଲ୍ୟାଣ ସହ ଜଡିତ: ପ୍ରଧାନମନ୍ତ୍ରୀ ଆଗାମୀ ଦିନରେ ଆମେ…

କଟକ ଲାଲବାଗ ଥାନା ସମ୍ମୁଖରେ କଟକ ବାରବାଟୀ ବିଧାୟିକାଙ୍କ କୁଶପୁତ୍ତଳା ଦାହ

କଟକ: ତା ୧୦/୦୬/୨୦୨୪ ସୋମବାର (ଶାସକ ପ୍ରଶାସକ )ଭାରତୀୟ ଜନତା ପାର୍ଟି ଯୁବମୋର୍ଛା କଟକ ନଗର ପକ୍ଷରୁ ରବିବାର ଅପରାହ୍ନରେ ବାରବାଟୀ କଟକ ନବ ନିର୍ବାଚିତ କଂଗ୍ରେସ ପ୍ରାର୍ଥୀନୀ ସୌଫିଆ ଫିର୍ଦ୍ଦୋଷଙ୍କ ଏକ କୁଶପୁତ୍ତଳା ଲାଲ ବାଗ ଥାନା ସମ୍ମୁଖରେ ଦାହ କରାଯାଉଛି ।ଗତ ଦୁଇ ଦିନ ପୂର୍ବରୁ…

ସ୍ୱପ୍ନେଶ୍ୱର ବାବା ଙ୍କ ପକ୍ଷରୁ ମାତା ପାର୍ବତୀ ଙ୍କୁ ନିର୍ବନ୍ଧ ଉତ୍ସବ ସମ୍ପର୍ଣ୍ଣ : ବାବାଙ୍କ ବିବାହ ଶୋଭାଯାତ୍ରା…

ପଦ୍ମପୁର:- ଦେବାଦୀ ଦେବ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ଏବଂ ଜଗତ ଜନନୀ ମାତା ପାର୍ବତୀ ଙ୍କ ର ପବିତ୍ର ବିବାହ ଉତ୍ସବ ହେଉଛି ଶୀତଳ ଷଷ୍ଠି ଉତ୍ସବ । ଏବଂ ଏହି ଉତ୍ସବ କୁ ବହୁ ଆଡମ୍ବର ଏବଂ ଭକ୍ତି ଭାବରେ ପାଳନ କରିଥାନ୍ତି ଲୋକେ । ସେହି ପରି ପେକ୍ଷୀ ରେ ପଦ୍ମପୁର ସାର୍ବଜନୀନ ଶିତଳ ଷଷ୍ଠି…

ପୋଲିସ କର୍ମଚାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ।

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଥାନାରେ କାର୍ଯ୍ୟରତ ପୋଲିସ ସବ୍ ଇନିସପେକ୍ଟର ମହେଶ୍ୱର ବେହେରାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।ବେଲଗୁଣ୍ଠା ଥାନାରେ ଥାନାଧିକାରୀ ବନବିହାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେହୋଇଥିବା ଏକ ବିଦାୟ କାଳୀନ ସମ୍ବର୍ଧନା କାର୍ଯ୍ୟକ୍ରମରେ…