Sign in
Sign in
Recover your password.
A password will be e-mailed to you.
ଆନ୍ତର୍ଜାତିକ ଯୋଗ ଦିବସ ପାଳିତ
ପଦ୍ମପୁର :- ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀ ରେଣୁଧର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭା ରେ ସ୍କୁଲର ପୂର୍ବତନ ସଂସ୍କୃତ ଶିକ୍ଷକ ଶ୍ରୀ ସୁଦ୍ୟୁମ୍ନ ଆର୍ଯ୍ୟ ପ୍ରଶିକ୍ଷକ ଭାବରେ ଯୋଗଦାନ କରି ଯୋଗର…
ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ସୁନ୍ଦରଗଡ଼,(ବସନ୍ତ କୁମାର ଜେନା):ତାରିଖ, ଅନ୍ତର୍ଜାତୀୟ ଯୋଗ ଦିବସ। ସମଗ୍ର ଦେଶ ସହିତ ସୁନ୍ଦରଗଡ଼ ଜିଲ୍ଲା ରେ ମଧ୍ୟ ପାଳିତ ହୋଇ ଯାଇଛି ଏହି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସର ରେ ସ୍ଥାନୀୟ ଭବାନୀ ଭବନ ଖେଳ ପଡ଼ିଆ ଠାରେ ପାଳିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ।…
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ।
ପଦ୍ମପୁର:- ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ ହୋଇ ଯାଇଛି। ପ୍ରଧାନଶିକ୍ଷକ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇ ଯୋଗଦାନ କରି ଯୋଗର ମହତ୍ତ୍ଵ…
ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ।
ପଦ୍ମପୁର:- ସ୍ଥାନୀୟ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପଦ୍ମପୁର ପରିସର ମଧ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପରିଚାଳନା କମିଟିର ସଭାପତି ଶ୍ରୀ ଅଖିଳ ଚନ୍ଦ୍ର ପୁରୋହିତ ମୁଖ୍ୟଅତିଥି ରୁପେ ଯୋଗଦାନ…
କ୍ଲଷ୍ଟର ସ୍ତରୀୟ ମାସିକ ମିଟିଂ ଅନୁଷ୍ଠିତ ।
ପଦ୍ମପୁର :- ଗ୍ରୀଷ୍ମବକାସ ପରେ ଆଜି ସମଗ୍ର ବରଗଡ ଶିକ୍ଷାଜିଲ୍ଲା ର ବିଭିନ୍ନ ସ୍ଥାନରେ କ୍ଳଷ୍ଟର ସ୍ତରୀୟ ମାସିକ ମିଟିଂ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ରାଜବୋଡାସମ୍ବର ବ୍ଲକ୍ ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇ ବିଭିନ୍ନ କ୍ଲଷ୍ଟର ପରିଦର୍ଶନ କରି ମିଟିଂ ମନିଟରିଂ…
କୁଜଙ୍ଗ ପୋଲିସ ଓ ବ୍ୟାସ ଫାଉଣ୍ଡେସନ ର ସହାୟତାରେ ଘର ବହୁଡ଼ିଲେ ବୃଦ୍ଧ)
କୁଜଙ୍ଗ: ଆଜିର ସମାଜରେ ବାପା ମାଆଙ୍କୁ ନିର୍ଯାତନା ଦେବା ଘରୁ ବାହାର କରିଦେବା ଏକ ସାମାଜିକ ବ୍ୟାଧି ହୋଇ ଗଲାଣି। ଏମିତି କି କୋଉ ବାପା ମାଆ ଆଶ୍ରମରେ ରହି ଦିନ କାଟୁଛି ତ କିଏ ଯାଯାବର ଜୀବନ ଯାପନ କରୁଛନ୍ତି। ସେହି ପରୀ ଏକ ଘଟଣା ଦେଖିବାକୁ ମିଳିଥିଲା ଚଟୁଆ ପଞ୍ଚାୟତ ଅଧିନ ଜନାର୍ଦ୍ଦନ…
ଅଞ୍ଚଳ ମହାବିଦ୍ୟାଳୟ ରେ ଆନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ।
ପଦ୍ମପୁର:- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଗୁରୁକୂଳ ନବପ୍ରଭାତ ବୈଦିକ ବିଦ୍ୟାପୀଠ ର ଯୋଗ ଶିକ୍ଷକ ସୁଦୟ ପଧାନ, ଉଦୟନାଥ ଓ ତାପସ ବାରିକ ଆସି ଛାତ୍ର ଛାତ୍ରୀ ମାନଙ୍କୁ ଯୋଗ ଶିକ୍ଷା…
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ବିଶ୍ୱ ସଂଗୀତ ଦିବସ ଅନୁଷ୍ଠିତ
ଭୁବନେଶ୍ୱର,୨୧/୦୬/୨୦୨୪: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ବିଶ୍ୱ ସଂଗୀତ ଦିବସ ପାଳନ ଅବସରରେ ଏକ ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛିା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ…
ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ବିଶ୍ୱ ଯୋଗ ଓ ସଂଗୀତ ଦିବସ ଅନୁଷ୍ଠିତ
ଭୁବନେଶ୍ୱର:ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ଆଜି ସକାଳେ ଅନୁଷ୍ଠିତ ହୋଇଯାଇଛିା ଏହି ଅବସରରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଯୋଗର ଆବଶ୍ୟକତା…
ବେଦାନ୍ତ ଆଲୁମିନିୟମ ଗୋଷ୍ଠି ସଦସ୍ୟ ତଥା କର୍ମଚାରୀ ମାନଙ୍କ ସହିତ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛି
ଝାରସୁଗୁଡା, ୨୧ ଜୁନ୍ ୨୦୨୪: ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ କମ୍ପାନି ବେଦାନ୍ତ ଆଲୁମିନିୟମ୍, ଗୋଷ୍ଠି ସଦସ୍ୟମାନଙ୍କ ସହିତ ଯୋଗ ଅଧିବେଶନ ମାଧ୍ୟମରେ ଆନ୍ତର୍ଜାତୀୟ ଯୋଗ ଦିବସକୁ ପାଳନ କରିଛି । “ଯୋଗ ଫର ସେଲ୍ଫ ଏବଂ ଶୋସାଇଟି” ଗ୍ଲୋବାଲ୍ ଥିମ୍ ସହିତ ଚଳିତ ବର୍ଷ ସମନ୍ୱିତ…