ସଂସଦରେ ରାହୁଲଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ଗଜପତି ଭାଜପା ଯୁବମୋର୍ଚ୍ଚାର ବିରୋଧ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତକାଲି ସଂସଦରେ ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମତକୁ ନେଇ ବିଭିନ୍ନ ସ୍ଥାନରେ ଏହାକୁ ବିରୋଧ କରାଯାଇଥିବା ବେଳେ ଆଜି (ମଙ୍ଗଳବାର) ସନ୍ଧ୍ୟାରେ ସ୍ଥାନୀୟ ଗଜପତି କଂଗ୍ରେସର ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା…

ବେଲଗୁଣ୍ଠା ବ୍ଳକ୍ ରେ ସୋରଡ଼ା ବିଧାୟକଙ୍କ ବିଜୟ ଶୋଭାଯାତ୍ରା

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ସାଧାରଣ ନିର୍ବାଚନରେ ବିଜୟୀ ହେବାପରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଆଜି ବେଲଗୁଣ୍ଠା ବ୍ଳକ୍ ରେ ବିଜୟ ଶୋଭାଯାତ୍ରା କରିବା ଅବସରରେ ତାଙ୍କୁ ବିଭିନ୍ନ ଗ୍ରାମରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି I ଆଜି ଅପରାହ୍ଣ ଚାରି ଘଣ୍ଟା ସମୟରେ ବେଲଗୁଣ୍ଠା ବ୍ଳକ୍…

ବେଲଗୁଣ୍ଠା ବ୍ଳକ୍ ର ଦୁଇ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଗୋବରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ସାସମଲ୍ ଏବଂ ପାଲକଷଣ୍ଢା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୀତାକାନ୍ତ ତ୍ରୀପାଠି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି I…

କ୍ରୀଡ଼ା ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କଲା ‌ଜେଏମ୍‌ ସ୍ପୋର୍ଟ୍ସ ଏକାଡେମି

ଭୁବନେଶ୍ବର : ସ୍ଥାନୀୟ ଜେଏମ୍‌ ସ୍ପୋର୍ଟ୍ସ ଏକାଡେମିଠାରେ ମଙ୍ଗଳବାର ବିଶ୍ବ କ୍ରୀଡ଼ା ସାମ୍ବ‌ାଦିକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ୧୪ଜଣ କ୍ରୀଡ଼ା ସମ୍ବାଦିକ ଚିନ୍ମୟ ପଟ୍ଟନାୟକ, ପ୍ରଫୁଲ୍ଲ କିଶୋର ସାହୁ, ତୁଷାର କୁମାର ସେନାପତି, ବିଶ୍ବଜିତ ଦାସ, ଲୋକନାଥ ପାଣିଗ୍ରାହୀ, ମଳୟ କୁମାର…

କୃଷି ବିଭାଗର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା, ସଫଳ ରୂପାୟନ ଏବଂ ଏ ସଂପର୍କରେ ତଥ୍ୟ ହାସଲ ନିମନ୍ତେ ନୋଡାଲ ଅଧିକାରୀ…

ନୋଡାଲ ଅଧିକାରୀମାନଙ୍କୁ ପ୍ରମୁଖ ଶାସନ ସଚିବଙ୍କ ପତ୍ର ଭୁବନେଶ୍ୱର:କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ଚାଲୁଥିବା ବିଭିନ୍ନ ଯୋଜନାଗୁଡ଼ିକର କାର୍ଯ୍ୟକାରିତା, ସଫଳ ରୂପାୟନ ଏବଂ ଏ ସଂପର୍କରେ ତଥ୍ୟ ହାସଲ ନିମନ୍ତେ ବିଭାଗର ନୋଡାଲ ଅଧିକାରୀ ବ୍ୟବସ୍ଥା ବେଶ୍ ପ୍ରଭାବଶାଳୀ ସାବ୍ୟସ୍ତ…

ଅବସରରେ ସେନା ଯବାନଙ୍କୁ ସ୍ୱାଗତ କଲେ କେପଡି ଗ୍ରାମବାସୀ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ/ଦେବେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ କତିଙ୍ଗିଆ ଗ୍ରାମ ପଞ୍ଚାୟତ କେପଡ଼ି(ପାଙ୍ଗାନାଜୁ) ଗ୍ରାମର ବାସିନ୍ଦା ଅବସର ପ୍ରାପ୍ତ ସିଆରପିଏଫ ଯବାନ ଜନେକ ପ୍ରଧାନ(୬୦)ଙ୍କୁ ଭବ୍ୟ ସମ୍ବର୍ଦ୍ଧିନା କରିଛନ୍ତି ଅଞ୍ଚଳ ବାସୀ l ଅବସର ଯବାନ ୧୯୮୯ରେ…

ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ “ବିଶ୍ୱ ରକ୍ତ ଶିକୁଳି” ଉଦଯାପନୀ ସଭା

ପଦ୍ମପୁର :- ପାଇକମାଳ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ତା-୧୯.୬.୨୦୨୪ ରୁ ଆରମ୍ଭ ହୋଇ ଥିବା "ବିଶ୍ୱ ରକ୍ତ ଶିକୁଳି "ଉପଲକ୍ଷେ ଅନୁଷ୍ଠିତ ସଚେତନତା ଅଭିଯାନ ଆଜି ଉଦ୍‌ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଭାତ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ…

ଅନ୍ୟେଷା ପାଟ୍ଟଯୋଶୀ ଟିଆରା ମିସ୍ ଇଣ୍ଡିଆ ଓ ଡ଼ଃ ସେଫାଳି ଟେଟେ ଙ୍କୁ ମିସେସ୍ ଇଣ୍ଡିଆ ମୁକୁଟ

ରାଉରକେଲା(ବସନ୍ତ କୁମାର ଜେନା):ପକ୍ଷୀ ଏଣ୍ଟରଟେନମେଣ୍ଟ ପ୍ରାୟୋଜିତ ଟିଆରା ମିସ୍ ଇଣ୍ଡିଆ ଓ ମିସେସ୍ ଇଣ୍ଡିଆ ଏନ୍ଆଇଟି ବିବିଏ ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ମୁଖ୍ୟ ଡା ଲୋପାମୁଦ୍ରା ସାହୁ ଓ ଡା ଅଖିଳେଶ ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଜାତୀୟ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

 ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ…

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଆନନ୍ଦବନ ଓ ସହରର ପ୍ରମୁଖ ପାର୍କ ପରିଦର୍ଶନ, ସହରାଞ୍ଚଳ ସବୁଜିମାର ଆବଶ୍ୟକତା…

ଭୁବନେଶ୍ବର, ୨।୭:ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଭୁବନେଶ୍ୱରର ବିଭିନ୍ନ ପ୍ରମୁଖ ପାର୍କ ଓ ଉଦ୍ୟାନ ପରିଦର୍ଶନ କରିଛନ୍ତି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଉପାଧ୍ୟକ୍ଷ ବଲୱନ୍ତ ସିଂହ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ମନ୍ତ୍ରୀ…