Sign in
Sign in
Recover your password.
A password will be e-mailed to you.
୭୫ ତମ ଜିଲାସ୍ତରୀୟ ବନ ମହୋତ୍ସବ ୨୦୨୪ ପାଳିତ
ଜଗତସିଂହପୁର,ତା-୦୩.୦୭.୨୦୨୪/ସୁମନ୍ତ କୁମାର ଦାସ:ଆଜି କଟକ ବନଖଣ୍ଡ ତଥା ଜଗତସିଂହପୁର ବନାଞ୍ଚଳ ଏବଂ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ୭୫ ତମ ଜିଲାସ୍ତରୀୟ ବନ ମହୋତ୍ସବ ୨୦୨୪, ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି…
ବିଭତ୍ସ ହତ୍ୟାକାଣ୍ଡର ପର୍ଦାଫାଶ,କଲା ଜଗନ୍ନାଥ ପ୍ରସାଦ ପୋଲିସ୍
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଧାଫାଶ କଲା ଗଞ୍ଜାମ୍ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ଜଗନ୍ନାଥ୍ ପ୍ରସାଦ ପୋଲିସ୍ । ଲୋମ ଟାଙ୍କୁରା ହତ୍ୟାକାଣ୍ଡର ଅଭିଯୁକ୍ତକୁ ଗିରଫ କରିଲା ପୋଲିସ୍ । ପୁତୁରାର ରକ୍ତରେ ରକ୍ତ ରଞ୍ଜିତ ହେଲା ସମ୍ପର୍କୀୟ ଦାଦା ।…
ବେଲଗୁଣ୍ଠା ମହାଦେବ ଜୁଏଲର୍ସରୁ କଳାକନା ବୁଲାଇଲେ ଦୁର୍ବୃତ୍ତ ;
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବାଙ୍କ ବଜାର ଟାଉନହଲ ନିକଟସ୍ଥ ମହାଦେବ ଜୁଏଲର୍ସରୁ ଦୁର୍ବୃତ୍ତ ମାନେ ସୁନା, ରୂପା ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି I ସୂଚନା ପ୍ରକାରେ ପ୍ରତିଦିନ ଭଳି ମଙ୍ଗଳବାର ରାତିରେ ଜୁଏଲର୍ସ ମାଲିକ ଡି ସଂଗ୍ରାମ କେଶରୀ ବିନ୍ଧାଣୀରା ଦୋକାନ ବନ୍ଦ…
ଜାତୀୟ ଡାକ୍ତର ଦିବସ ରେ ମେଡିକାଲ ଇଣ୍ଡଷ୍ଟ୍ରିରେ ପ୍ରଗତିଶୀଳ ଟେକ୍ନୋଲୋଜି ଉପରେ ଇଣ୍ଟରାକ୍ଟିଭ୍ ଅଧିବେଶନ
ରାଉରକେଲା,(ବସନ୍ତ କୁମାର ଜେନା ): ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା ସ୍ଥାନୀୟ କେନ୍ଦ୍ର ଦ୍ୱାରା “ଡେଣା ଏବଂ ଷ୍ଟେଥୋସ୍କୋପ୍: ହୋଲର୍ସ ଅଫ୍ ହୋପ୍, ହେଲିଙ୍ଗ୍ ହ୍ୟାଣ୍ଡସ୍, କେରିଙ୍ଗ୍ ହାର୍ଟସ୍” ଉପରେ ଏକ ବୈଜ୍ଞାନିକ କାଗଜ ସମାବେଶ ଆୟୋଜିତ ହୋଇଥିଲା। ଏହି ସଭାର…
ଭାରତର ନୂତନ ଆଇନ ସମ୍ପର୍କରେ ଆମ ପୁଲିସ ର ସଚେତନତା କାର୍ଯ୍ୟକ୍ରମ
ରାଉରକେଲା,(ବସନ୍ତ କୁମାର ଜେନା): ସେକ୍ଟର ୧୯ ଥାନା ଆମ ପୁଲିସ ପକ୍ଷରୁ ଭାରତର ନୂତନ ଆଇନ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଥାନା ପ୍ରଭାରୀ ସାଇପ୍ରଭା ରାଉତ ଙ୍କ ଆବାହକତ୍ଵରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମ ରେ ଡିଏସପି ପୁଷ୍ପାଞ୍ଜଳି…
କବି ସର୍ବଦା ଶବ୍ଦର ଶରଣାଗତ.
ଧାମରା ସଂଘ ର ଗ୍ରୀଷ୍ମ କବିତା ଆସର
ରାଉରକେଲା,(ବସନ୍ତ କୁମାର ଜେନା): କବି ସର୍ବଦା ଶବ୍ଦର ଶରଣାଗତ,ଯେଉଁ ଶବ୍ଦକୁ ନେଇ ସେ କବିତାର ଚିତ୍ରକଳ୍ପ ନିର୍ମାଣ କରେ ଓ ଯାହାର ଅନୁଭବ ହିଁ କବିତାକୁ ଜୀବନ୍ତ କରିଥାଏ,ଅନ୍ଯଥା କବିତା ନିଷ୍ପ୍ରାଣ | ଏହା ଥିଲା ଧାମରା ସାହିତ୍ଯ ସଂସଦ ଦ୍ବାରା ଆୟୋଜିତ…
ଅବସର କାଳୀନ ସମ୍ବର୍ଦ୍ଧନା ସଭା
ରାଉରକେଲା,(ବସନ୍ତ କୁମାର ଜେନା): ଓଏସଏପି ଉଚ୍ଚ ବିଦ୍ୟାଳୟର ରାଜ୍ୟ କୃତି ସମ୍ମାନ ପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ନାୟକ ଙ୍କୁ ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ର ରାଉରକେଲା ସିଟି ଜୋନ୍ ର ସଭାପତି ଶିଶିର…
ଶିକ୍ଷୟିତ୍ରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ରାଉରକେଲା,(ବସନ୍ତ କୁମାର ଜେନା): ସ୍ଥାନୀୟ ଡେଲି ମାର୍କେଟ ସ୍ଥିତ ଟାଉନ ହାଇସ୍କୁଲର କାର୍ଯ୍ୟରତ ଦୁଇ ସହକାରୀ ଶିକ୍ଷୟିତ୍ରୀ ନମିତା ମହାନ୍ତି ଓ ଅଞ୍ଜଳି ପଣ୍ଡା ଚାକିରୀରୁ ଅବସର କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ପ୍ରଧାନ…
ସୀମାନ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଙ୍କ ବିଦାୟ ସମ୍ବର୍ଦ୍ଧନା।।
ସାରସକଣା ରୁ ଦିପୁ ମହାପାତ୍ର (ଶାସକ ପ୍ରଶାସକ): ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଇଂରାଜୀ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଡ଼ଃ ବୁଦ୍ଧଦେବ କର ଅବସର ଗ୍ରହଣ କରିଛନ୍ତି। କଲେଜ ପରିସରରେ ଏକ ସଭାର ଆୟୋଜିତ ହୋଇଥିଲା ଉକ୍ତ ସଭାରେ କର୍ମଚାରୀ…
ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ସୋଆ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକ
ଭୁବନେଶ୍ଵର, ଜୁଲାଇ ୩: ବୁଧବାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ସୋଆ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକ ।
ଏହି ଅବସରରେ ଏକ ବିକଶିତ ଓଡ଼ିଶା ନିର୍ମାଣ ନିମନ୍ତେ ରାଜ୍ୟର ଶିକ୍ଷା ଓ ସ୍ବାସ୍ଥ୍ୟସେବା…