Sign in
Sign in
Recover your password.
A password will be e-mailed to you.
କୃଷି ଯୁଗ୍ମ ନିର୍ଦ୍ଦେଶକ ଙ୍କ ତାଳପଦର ଗସ୍ତ
ପଦ୍ମପୁର :- ବିଜେପୁର ବ୍ଲକ ତାଳପଦର ଗ୍ରାମ କୁ କୃଷି ଯୁଗ୍ମ ନିର୍ଦ୍ଦେଶକ ତଥା ମିଲେଟ ମିଶନ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ହିମାଂଶୁ ମୋହନ ମିଶ୍ର ଓ ତାଙ୍କର କର୍ମକର୍ତା ଙ୍କ ସହ ପରିଦର୍ଶନ ରେ ଆସିଥିଲେ l ମା ସମଲେଇ SHG ତାଳପଦର ଙ୍କ ଦ୍ଵାରା ଜୈବିକଖତ ସାର ପ୍ରସ୍ତୁତି କେନ୍ଦ୍ର କୁ ଉଦଘାଟନ…
ସାଂସଦ ପ୍ରଦୀପ ପୁରୋହିତଙ୍କୁ ଦେବଦତ୍ତ କ୍ଲବରେ ସମ୍ବର୍ଦ୍ଧନା
ଗାଇସିଲାଟ/ମନ ଡନସନା- ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ କେନ୍ଦୁଭଟା ସ୍ଥିତ ଦେବଦତ୍ତ କ୍ଲବ ରେ ନବ ନିର୍ବାଚିତ ବରଗଡ଼ ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତଙ୍କୁ କ୍ଳବର ସମ୍ପାଦକ କାହ୍ନୁ ଚରଣ ମାଝି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଏକ ବୈଠକ …
ଏଏନଏମ ସେଣ୍ଟର ଭୁତ କୋଠି ସଦୃଶ !
ନୂଆପଡ଼ା ଜିଲ୍ଲାରୁ କଲିମ ମହମ୍ମଦ (ଶାସକ ପ୍ରଶାସକ): ନୂଆପଡା ଜିଲ୍ଲା ଖଡିଆଳ ଏନଏସିୱାର୍ଡ ନମ୍ବର ୧୩ ଗାନ୍ଧୀନଗର ରେ ଥିବା ସରକାରୀ ଏଏନଏମ ସେଣ୍ଟର ଭୁତ କୋଠି ରେ ପରିଣତ ହୋଇଯାଇଛି | ଆଜ କୁ ଦୁଇ ବର୍ଷ ତଲେ ଗାନ୍ଧୀନଗର ଅମ୍ବେଦକର ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ରେଥିବା ରାସ୍ତା ଉପରେ ସରକାରୀ…
ସେବାୟତଙ୍କୁ ଲାଗିଲା କଟକଣା; ରଥକୁ ମୋବାଇଲ ନେଲେ କାର୍ଯ୍ୟାନୁଷ୍ଠାନ
ପୁରୀ ( ଅନିମେଶ ପଟ୍ଟନାୟକ): ରଥ ଉପରେ ମହାପ୍ରଭୁ ବଳଭଦ୍ର ପଡ଼ିଯିବା ଘଟଣାକୁ ନେଇ ଚର୍ଚାରେ ଲାଗୁନି ରୋକ୍ । ପୁରା ବିଶ୍ୱରେ ଏ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବରିଷ୍ଠ ଆଇପିଏସ ଅରବିନ୍ଦ ପାଢୀ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଭାବେ ଦାୟିତ୍ବ ନେଇଛନ୍ତି । ଦାୟିତ୍ବ ନେବା ପରେ ସେବାୟତଙ୍କ ଉପରେ…
ମଣ୍ଡିରେ ଚାଷୀ ଯେପରି ହଇରାଣ ନହୁଅନ୍ତି ସେଥି ପ୍ରତି ଦୃଷ୍ଟି ଦେବାକୁ ଅଧିକାରୀଙ୍କୁ ମନ୍ତ୍ରୀନ୍କ ନିର୍ଦ୍ଦେଶ
ଖରିଫ୍ ଧାନ କ୍ରୟ ନେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମନ୍ୱୟ ବୈଠକ
"ମଣ୍ଡିକୁ ଆସୁଥିବା ସବୁ ଚାଷୀ ମଣ୍ଡିରେ ସମସ୍ତ ମୌଳିକ ସୁବିଧା ନିଶ୍ଚିତ କର "
ଭୁବନେଶ୍ୱର:ଆଗାମୀ ଖରିଫ ଋତୁରେ ଧାନକ୍ରୟ ନେଇ ଆଜି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ…
ଭକ୍ତି ଓ ଆଧ୍ୟାତ୍ମିକ ଭରା ସଙ୍ଗୀତ କାର୍ଯ୍ୟକ୍ରମ ‘ଗୁହାରି ୨୦୨୪’ ର ଦ୍ୱିତୀୟ ସଂଧ୍ୟାରେ ଦର୍ଶକ ବିଭୋର
ଭୁବନେଶ୍ୱର - ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ନିବେଦିତ ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୪’ର ଆଜି ଥିଲା ଦ୍ୱିତୀୟ ସଂଧ୍ୟା । ରଥଯାତ୍ରା ସମୟରେ ଭକ୍ତ ଗୁହାରି କରି ଡ଼ାକୁଛି ହେ…
ରାଜ୍ୟସ୍ତରୀୟ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ପ୍ରକଳ୍ପ ପ୍ରଶାସକ, ଆଇଟିଡିଏଙ୍କ ସମ୍ମିଳନୀ
ଶିକ୍ଷା ମାଧ୍ୟମରେ ଜନଜାତି ଛାତ୍ରଛାତ୍ରୀଙ୍କୁ ସଶକ୍ତ କର: ମନ୍ତ୍ରୀ
ଭୁବନେଶ୍ୱର: ଶିକ୍ଷା ମାଧ୍ୟମରେ ଜନଜାତି ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ପାଇଁ ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛିା ଏଥିପାଇଁ ୪୫୦ଟି ଆବାସିକ ବିଦ୍ୟାଳୟରେ ହଷ୍ଟେଲ ନିର୍ମାଣକୁ ଯୁଦ୍ଧକାଳୀନ ଭିତ୍ତିରେ ସାରିବା,…
କ୍ରୀଡ଼ା ଓ ଯୁବସେବା ବିଭାଗର ଦାୟିତ୍ୱ ନେଲେ ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା
ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ କଲେ ସୌଜନ୍ୟ ସାକ୍ଷାତ
ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଆଜି ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତିା କ୍ରୀଡ଼ା ଓ ଯୁବସେବା…
ପଦ୍ମଶ୍ରୀ ଗୋପୀନାଥ ସ୍ୱାଇଁଙ୍କ ଆଶୁ ଆରୋଗ୍ୟ କାମନା କଲେ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ
ଅନୁମୋଦନ କଲେ ୩ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା
ଭୁବନେଶ୍ୱର,: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପଦ୍ମଶ୍ରୀ ଗୋପୀନାଥ ସ୍ୱାଇଁଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ତାଙ୍କ ଚିକିତ୍ସା ନିମନ୍ତେ ସରକାରଙ୍କ ତରଫରୁ ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା…
ବରିଷ୍ଠ ଆଇଏଏସ୍ ଅରବିନ୍ଦ ପାଢ଼ୀ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଭୁବନେଶ୍ବର: ରଥଯାତ୍ରାରେ ଅବ୍ୟବସ୍ଥାକୁ ନେଇ ସମ୍ପ୍ରତି ରାଜନୀତି ଜୋର ଧରିଥିବା ବେଳେ ରାଜ୍ୟ ସରକାର ଆଜି ବିଳମ୍ବିତ ସନ୍ଧ୍ୟାରେ ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଶାସକ ରହିଥିବା ଡ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତ…