ନାଗରିକ ସମାଜ, ବିଶେଷଜ୍ଞ ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧିଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରାକ୍ ବଜେଟ୍ ଆଲୋଚନା

ଅନଲାଇନ ମାଧ୍ୟମରେ ୧୨,୦୦୦ ରୁ ଅଧିକ ମତାମତ ମିଳିଛି, ପୂର୍ବ ବର୍ଷ ତୁଳନାରେ ଏହା ପ୍ରାୟ ୬ ଗୁଣା ଅଧିକ ଲୋକଙ୍କ ସରକାର ପ୍ରସ୍ତୁତ କରିବ ‘ଲୋକଙ୍କ ବଜେଟ୍’, ସମସ୍ତଙ୍କ ଆଶା ଆକାଂକ୍ଷାକୁ ପ୍ରତିଫଳିତ କରିବ- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଆମର ବଜେଟ୍ ଟି ଯେପରି ବାସ୍ତବରେ…

କଳିଙ୍ଗା ଘାଟିରେ ମୃତ୍ୟୁ ; ଦୁର୍ଘଟଣା ନା ହତ୍ୟା ?

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଦିନକୁ ଦିନ ବୃଦ୍ଧି ପାଉଛି ସଡକ ଦୁର୍ଘଟଣା, ପ୍ରତ୍ୟକ ଦିନ ଭଞ୍ଜନଗର ଅଞ୍ଚଳରେ ଦେଖିବାକୁ ମିଳୁଛି ଏମିତି ସବୁ ଦୁର୍ଘଟଣା। ଆଜି ୧୨ ତାରିଖ ଶୁକ୍ରବାର ୨୦୨୪ ଅପରାହ୍ନରେ କଳିଙ୍ଗା ଘାଟିରେ ଘଟିଛି ଏକ ରାସ୍ତା ଦୁର୍ଘଟଣା। ସୁଚନା ମୁତାବକ, ସେ ଯୁବକ ଜଣକ ହେଲେ…

ବ୍ରାହ୍ମଣ ସମାଜ ର ସାମୁହିକ ବ୍ରତୋପନୟନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ସ୍ଥାନୀୟ ବ୍ରାହ୍ମଣ ସମାଜ ପକ୍ଷରୁ ଗୁରବାର ଓ ସୁକ୍ରବାର ଦୁଇଦିନ ଧରି ସାମୁହିକ ବ୍ରତୋପନୟନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତକାଲି ଚାରିକର୍ମ ଓ ଆଜି ବ୍ରତ ହୋଇଥିଲା। ମୁଖ୍ଯ ବ୍ରହ୍ମା ଚିତରଞ୍ଜନ ଆଚାର୍ଯ୍ୟ ଙ୍କ ପରିଚାଳନା କ୍ରମେ ୬ଜଣ ବାଳକ…

ଓଡ଼ିଆ ସାହିତ୍ୟାକାଶର ଜଣେ ଉଜ୍ଜ୍ୱଳ ନକ୍ଷତ୍ର ଥିଲେ ଦିବଙ୍ଗତ ବୀରେନ୍ଦ୍ର କୁମାର ଦାସ !!

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ଆନୁକୁଲ୍ୟରେ ଅନୁଷ୍ଠିତ ଶୋକ ସଭାରେ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି। ଜଣେ ଦକ୍ଷ , ସଚ୍ଚୋଟ , ସରଳ , ଜନପ୍ରିୟ ଜିଲ୍ଲା ବରିଷ୍ଠ ପ୍ରଶାସକ ତଥା ଓଡ଼ିଆ…

ଡେଙ୍ଗୁ ମ୍ୟାଲେରିଆ ଓ ଡାଇରିଆରେ ସଚେତନତା କାର୍ଯ୍ୟକ୍ରମ

ଜଗତସିଂହପୁର,ତା-୧୨.୦୭.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘ୍ନ ଦାଶଙ୍କ ଅଧ୍ୟକ୍ଷତାରେ ଡାକ୍ତର ଖାନା ପରିସରରେ ଗ୍ରାମ କରତୁଠ, କୁଜଙ୍ଗର ଗୋଲେଖ ଜୟସିଂହ, ବିଦ୍ୟାଧର ଷେଣ୍ଢ…

ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ସିଦ୍ଧଳ ଠାରେ ପବିତ୍ର ହେରାପଞ୍ଚମୀ ପାଳିତ

ଜଗତସିଂହପୁର,ତା-୧୨.୦୭.୨୦୨୪/ସୁମନ୍ତ କୁମାର ଦାସ:  ଗତକାଲି ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପୀଠ ସିଦ୍ଧଳ ଠାରେ ପବିତ୍ର ହେରାପଞ୍ଚମୀ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଅଛି। ସନ୍ଧ୍ୟାରେ ଶହ ଶହ ସେବାୟତ ଓ ମନ୍ଦିର ପରିଚାଳନା ଟ୍ରଷ୍ଟର ସଦସ୍ୟମାନେ ବଳଦେବଜୀଉ ମନ୍ଦିର ରୁ ମା ଲକ୍ଷ୍ମୀଙ୍କୁ…

କାହାକୁ ଅପମାନିତ କରିବା ଦୂର୍ବଳତାର ପ୍ରତୀକ, ତାହା ସାମର୍ଥ୍ୟ ନୁହେଁ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, (ଶାସକ ପ୍ରଶାସକ ବ୍ୟୁରୋ): ଲୋକଙ୍କୁ ଅପମାନିତ କରିବା କେବେ ହେଲେ ନିଜର ଶକ୍ତି ବା ସାମର୍ଥ୍ୟ ହୋଇପାରେନା । ଏହା ଦୁର୍ବଳତାର ସଙ୍କେତ ଅଟେ ବୋଲି ସୋସିଆଲ ମିଡିଆ ଜରିଆରେ ଦେଶବାସୀଙ୍କ ନିକଟରେ ନିଜ ଭାବନା ବ୍ୟକ୍ତ କରି କହିଛନ୍ତି ବିରୋଧି ଦଳ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି…

ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଗୁଣୁପୁର ଓକିଲ ସଂଘର ସଦସ୍ୟ ସାମିଲ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ, ଗୁଣୁପୁର ଓକିଲ ସଂଘର ସଦସ୍ୟ ମାନେ, 75 ତମ ବନ ମହୋତ୍ସବ ରେ ସାମିଲ ହୋଇ "ମାଁ ପାଇଁ ଗଛଟିଏ" କାଯ୍ୟକ୍ରମରେ ଚାରରୋପଣ କରିଥିଲେ। ସଂଘର ସଭାପତି ଦେଵୀ ପ୍ରସାଦ ଆଚାର୍ଯ୍ୟ, ସଂପାଦକ ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ,…

ଦୁଇଟି ପାର୍କ ଉଦଘାଟନ କଲେ ବିଧାୟକ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସ୍ଥାନୀୟ ପୁରୁଣା ଗୁଣପୁର ଠାରେ ୩ଏକର ପରିମିତ ଜମି ଉପରେ ହୋଇଥିବା ସ୍ମାର୍ଟପାର୍କ କୁ ଆଜି ବିଧାୟକ ସତ୍ଯଜିତ୍ ଗମାଙ୍ଗ ଉଦଘାଟନ କରିଛନ୍ତି। ଏଥିସହ କଣ୍ଡା ବାଉରୀ ସାହିରେ ୧୯ ଲକ୍ଷ ଟଙ୍କାରେ ତିଆରି ହୋଇଥିବା ଭିବିକେ ଦେଓ ମିନି ପାର୍କ ର ମଧ୍ୟ ଉଦଘାଟନ…

ଦାସିଆ ଅଜାଙ୍କ ୧୧୭ ତମ ଜନ୍ମ ସ୍ମାରକୀ ଅବସରରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ,ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ ପ୍ରିୟ ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ୧୧୭ତମ ଜନ୍ମ ଜୟନ୍ତୀ ଅବସରରେ ଦାସିଆ ଅଜା ସ୍ମୃତି କମିଟି ଏବଂ ଦାସିଆ ପ୍ରେମୀ ସଂଗଠନ ସମୂହଙ୍କ…