ବିଜେପୁର ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ବିଜେପୁର ମହାବିଦ୍ୟାଳୟରେ ସରକାରୀ ନିୟମର କାନୁନ୍ କୁ ଖୁଲମଖୁଲା ଉଲଙ୍ଘନ ର ଅଭିଯୋଗ ଆସିଛି। ଏପରିକି ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କ କ୍ଲାସ ସଇଲା ପରେ ପୁଣି ଟଙ୍କା ଆଦାୟ କରି ବେସରକାରୀ କୋଂଚି ସେଣ୍ଟର୍ ଭଳି ଶିକ୍ଷାଦାନ ଦିଆ ଯାଉଛି। ଏପରିକି ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କ ଖୋଲିଥିବା କୋଂଚି କ୍ଲାସରେ ଶିକ୍ଷାଦାନ ନେବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହେଉଛି।ଏହା କେତେ ଦୂର ଯୁକ୍ତିଯୁକ୍ତ ଅଟେ ସେନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।ଏ ନେଇ ଆଞ୍ଚଳିକ ନିର୍ଦ୍ଦେଶକ ଉଚ୍ଚ ଶିକ୍ଷା ବିଭାଗ,ସମ୍ୱଲପୁର ଉପଯୁକ୍ତ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଠାକାର ସଚେତନ ନାଗରିକ ଦାବି କରନ୍ତି।
Sign in
Sign in
Recover your password.
A password will be e-mailed to you.