Sign in
Sign in
Recover your password.
A password will be e-mailed to you.
ବରିଷ୍ଠ ଆଇଏଏସ୍ ଅରବିନ୍ଦ ପାଢ଼ୀ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଭୁବନେଶ୍ବର: ରଥଯାତ୍ରାରେ ଅବ୍ୟବସ୍ଥାକୁ ନେଇ ସମ୍ପ୍ରତି ରାଜନୀତି ଜୋର ଧରିଥିବା ବେଳେ ରାଜ୍ୟ ସରକାର ଆଜି ବିଳମ୍ବିତ ସନ୍ଧ୍ୟାରେ ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଶାସକ ରହିଥିବା ଡ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତ…
ଭଞ୍ଜନଗର ପଞ୍ଜିକୃତ ନାଟ୍ୟ ସଂସଦ ର ପରିଚୟ ପତ୍ର ବଣ୍ଟନ ଉତ୍ସବ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ କଣ୍ଟାଡୋର ଠାରେ ଥିବା ଅଗ୍ରଣୀ ପଞ୍ଜିକୃତ "ନୀଳ କଣ୍ଠେଶ୍ୱର ନାଟ୍ୟ ସଂସଦ" ର ସ୍ୱତନ୍ତ୍ର ଉତ୍ସଵ ଆଜି ୧୧ ତାରିଖ ପବିତ୍ର ହେରାପଞ୍ଚମୀ ଗୁରୁବାର ଦିନ ଭଞ୍ଜନଗରସ୍ଥ ବାଉଁଶଲୁଣ୍ଡି ଠାରେ ଅନୁଷ୍ଠାନ ର ଉପଦେଷ୍ଟା ଙ୍କ ବାସ ଭବନରେ ଅନୁଷ୍ଠିତ ହୋଇଯାଇଛି।…
ଶିଶୁଙ୍କ ଓଜନ ଏବଂ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
ପୁରୀ (ଅନିମେଶ ପଟ୍ଟନାୟକ): ଶିଶୁଙ୍କ ଓଜନ ଏବଂ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ଗୁରୁବାର ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କୁପୋଷଣ ପରି ଏକ ସାମାଜିକ ବ୍ୟାଧିକୁ ଦୂର କରିବା ଆବଶ୍ୟକ । ଏଥିପାଇଁ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ୟୁନିସେଫର…
ମହିଳା ସ୍ନାତକ ମହାବିଦ୍ୟାଳୟରେ ଇତିହାସ ବିଭାଗର ପାଠଚକ୍ର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଯୁକ୍ତ ତିନି ବର୍ଷର ଇତିହାସ ବିଭାଗୀୟ ଛାତ୍ରୀମାନଙ୍କ ଦ୍ଵାରା ଏକ ପାଠଚକ୍ରର ଆୟୋଜନ ହୋଇଥିଲା। ମହାବିଦ୍ୟାଳୟର ଅଧ୍ଯକ୍ଷା ଡ. ରୀନା ସାହୁ ମୁଖ୍ୟ ଅତିଥି…
ଦେଶରେ ସବୁ ନାଗରିକମାନଙ୍କ ପାଇଁ ସମାନ ସଂହିତା ଆଇନ ପ୍ରଣୟନ-ଦୁଇ ସନ୍ତାନ ଆଇନ ଲାଗୁ କରିବା ପାଇଁ ଦାବି
ରାୟଗଡ଼ା : ତା: ୧୧/୦୭/୨୪ ଆମ ସମ୍ବିଧାନକୁ ଅବମାନନା କରାଯାଇ ଦେଶରେ ଧାର୍ମିକ ଆଧାରରେ ବିଭିନ୍ନ ଧର୍ମାମ୍ବଲମ୍ବିମାନଙ୍କ ପାଇଁ ଅଲଗା ଅଲଗା ଆଇନ ପ୍ରଚଳନ ହେଉଛି । ଯାହା ଫଳରେ କିଛି ନାଗରିକ ଦୈତ୍ୟ ଆଇନ ଉପଭୋଗ କରୁଛନ୍ତି । ଗୋଟିଏ ଦେଶରେ ଏକାଧିକ ଆଇନ ପ୍ରଚଳନ , ଭାରତୀୟ ସମ୍ବିଧାନର ଧାରା ୪୪…
କ୍ରୀଡା କ୍ଷେତ୍ରରେ ଜି ସି ଡ଼ି ଜିଲ୍ଲା ଉଚ୍ଚ ବିଦ୍ୟାଳୟର ସଫଳତା ରାଜ୍ୟର ଶ୍ରେଷ୍ଠ ୩୦ ବିଦ୍ୟାଳୟ ମଧ୍ୟରେ ମନୋନୀତ
ରାୟଗଡା: ୨୦୨୩-୨୪ ଆର୍ଥିକ ବର୍ଷରେ ଡି. ଏସ.ଇ.( ଓଡିଶା) ଯୁଗ୍ମସମ୍ପାଦକଙ୍କ ଦ୍ଵାରା ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ରାଜ୍ୟର ଶ୍ରେଷ୍ଠ ୩୦ ବିଦ୍ୟାଳୟକୁ କ୍ରୀଡା କ୍ଷେତ୍ରରେ ସମ୍ମାନ ପ୍ରଦାନ କରାଯାଇଥିଲାସେଥିରେ ପ୍ରଥମ ଥର ରାୟଗଡା ଜିଲ୍ଲାର ଏକମାତ୍ର ବିଦ୍ୟାଳୟ ହିସାବରେ ପ୍ରଥମଥର…
ସୁବର୍ଣ୍ଣପୁର ଜିଲ୍ଲାରେ ଉପମୁଖ୍ୟମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ
ପ୍ରଶାସନ କୁ ଲୋକାଭିମୁଖୀ କରି ଜନସାଧାରଣଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ସହିତ ନ୍ୟାୟ ଯୋଗାଇଦେବା ପାଇଁ ଆହ୍ୱାନ
ସୁବର୍ଣ୍ଣପୁର, ତା ୧୧/0୭/୨୪: ଆର୍ତ୍ତତ୍ରାଣ ମହାପାତ୍ର: ଉପମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ ସୁବର୍ଣ୍ଣପୁର ଗସ୍ତରେ ଆସି ଜିଲ୍ଲାପାଳଙ୍କ…
ଚାଲକମ୍ବା ଜଗନ୍ନାଥ ମନ୍ଦିର ର ସିଂହଦ୍ଵାର ଉଦଘାଟନ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:-ସ୍ଥାନୀୟ ଚାଲକମ୍ବା ସ୍ଥିତ ଶାବର ଶ୍ରୀବିହାର ପରିଶରରେ ଥିବା ସତ୍ଯ ସନାତନ କ୍ଷେତ୍ର ଭାବେ ପରିଚିତ ଜଗନ୍ନାଥ ମନ୍ଦିର ର ସିଂହଦ୍ବାର ଆଜି ଉଦଘାଟନ ହୋଇଛି। ମୁଖ୍ଯ ଅତିଥି ଭାବେ ବିଧାୟକ ସତ୍ଯଜିତ୍ ଗମାଙ୍ଗ ଉପସ୍ଥିତ ରହି ଉଦଘାଟନ କରିଥିଲେ। ଏହି ଅବସରରେ…
ମାନସିକ ଭାଂଗିବା ପରେ ଲୋକଙ୍କ ଦୁଃଖ ସୁଖ ବୁଝିଲେ ବିଧାୟକ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଗାୟଗଣ୍ଡା ଗ୍ରାମ ପଞ୍ଚାୟତ ର କିମ୍ଭରଖଣି ଗ୍ରାମ ରେ ଥିବା ମାଁ ବ୍ରାହ୍ମଣୀ ଦେବୀ ଙ୍କ ପବିତ୍ର ସ୍ଥାନ ରେ ବର୍ତ୍ତମାନ ର ବିଜେପି ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଗତ ନିର୍ବାଚନ ଫଳାଫଳକୁ ନେଇ ଏକ ୧୦୮ ନଡ଼ିଆ…
ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରେ ସ୍ୱୟଂ ଚାଳିତ ଡ୍ରାଇଭିଂ ଟେଷ୍ଟିଙ୍ଗ ର ଶୁଭାରମ୍ଭ।
ଡ୍ରାଇଭିଂ ଲାଇସେନ୍ସ ରେ ହେରାଫେରି ଯୁଗର ଅବସାନ ।
ସୁବର୍ଣ୍ଣପୁର, ତା ୧୧/୦୭/୨୪(ଆର୍ତ୍ତତ୍ରାଣ ମହାପାତ୍ର):ସୁବର୍ଣ୍ଣପୁର ଜିଲ୍ଲାର ସାହାଜପିଟା ଠାରେ ଅବସ୍ଥିତ ସ୍ୱୟଂ ଚାଳିତ ଡ୍ରାଇଭିଂ ଟେଷ୍ଟିଙ୍ଗ ସରଣୀ ତା ୧୦/୦୭/୨୪ ଠାରୁ କାର୍ଯ୍ୟକାରୀ କରାଯାଇଥିବା ବିଭାଗ ତରଫରୁ ସୂଚନା ପ୍ରଦାନ…