Sign in
Sign in
Recover your password.
A password will be e-mailed to you.
ବିଜେପୁର ଦୁର୍ଗାପୂଜା ମଣ୍ଡପ ଠାରେ ଯୋଗ ଦେଲେ ବରଗଡ ସାଂସଦ
ବିଜେପୁର : ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ବିଜେପୁର ଦୁର୍ଗାପୂଜା ମଣ୍ଡପ ଠାରେ ଯୋଗ ଦେଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ,ବରଗଡ ପୁରୋହିତ ନରସିଂହ ହୋମ ମାଲିକ ରାମକୃଷ୍ଣ ପୁରୋହିତ ଗୁରୁବାର ସନ୍ଧ୍ୟା ୫:୩୦ ପାଖାପାଖି ରେ ଯୋଗଦେଲେ ସ୍ଥାନୀୟ ବିଧାୟକ ସନତ କୁମାର ଗଡତିଆ, ଜିଲ୍ଲା…
ଅଲିମ୍ପିକ ବିଜେତା ଓ ବିଶ୍ୱ ଚାମ୍ପିଅନ ନୀରଜ ଚୋପ୍ରାଙ୍କ ଦ୍ୱାରା ଓଡିଶାରେ ଅଣ୍ଡର୍ ଆର୍ମର୍ର ପ୍ରଥମ ଷ୍ଟୋର୍ର…
ଭୁବନେଶ୍ୱର: ଭାରତରେ ଅଣ୍ଡର୍ ଆର୍ମର୍ ପାଇଁ ଏକ୍ସକ୍ଲୁସିଭ ଡିଷ୍ଟ୍ରିବ୍ୟୁଟର ଓ ଲାଇସେନ୍ସିଂ ସଂସ୍ଥା, ଅଣ୍ଡରଡଗ୍ ଆଥ୍ଲେଟିକ୍ସ ପକ୍ଷରୁ ଓଡିଶାରେ ଏହାର ପ୍ରଥମ ଅଣ୍ଡର୍ ଆର୍ମର ବ୍ରାଣ୍ଡ ହାଉସ୍ର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହି ଷ୍ଟୋର୍କୁ ପ୍ରଶଂସକଙ୍କ ଭିଡ ଓ ଉତ୍ସାହ ମଧ୍ୟରେ ଅଲିମ୍ପିକ…
ବେଲଗୁଣ୍ଠା ପୋଲିସ୍ ପକ୍ଷରୁ ବ୍ଲକିଂ ଚେକିଂ ଜୋରଦାର୍ ; ପୋଲିସ୍ ଜାଲରେ ଦୁଇ ମଦ୍ୟପ ଚାଳକ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ ବଜାର ଘାଟ ସବୁ ଲୋକ ଗହଳି ଏବଂ ଉତ୍ସବ ମୁଖର ହୋଇଛି I ଏହିଭଳି ପରିସ୍ଥିତିରେ ମଦ୍ୟପ ଚାଳକଙ୍କ ଯୋଗୁଁ ଦୁର୍ଘଟଣାର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି I ଏହାକୁ ଦୃଷ୍ଟିରେ ରଖି ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ…
ପୋଲିସ୍ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉ ; 2000 ଲିଟର୍ ପୋଚ ଓ 40 ଲିଟର ଦେଶୀମାଡ ନଷ୍ଟ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବୁଗୁଡ଼ା ଅବକାରୀ ବିଭାଗ ଏବଂ ବେଲଗୁଣ୍ଠା ପୋଲିସ୍ ତରଫରୁ ଆଜି ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇ ନକଲି ଚୋରା ଦେଶୀମଦ ପ୍ରସ୍ତୁତ ପାଇଁ ଥିବା ବିପୁଳ ପରିମାଣର ସାମଗ୍ରୀକୁ ନଷ୍ଟ କରାଯାଇଛି I ଆଜି ସକାଳ ଆଠ ଘଣ୍ଟା ସମୟରେ ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ…
ଭଞ୍ଜନଗର ର ବିଭିନ୍ନ ମୃଣ୍ମୟୀ ପିଠେ ମାଁ ଦୁର୍ଗାଦେବୀଙ୍କ ସପ୍ତମୀ ପୂଜା
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆଶ୍ଵିନ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥି ପୂର୍ବାଷାଢା ନକ୍ଷତ୍ର ତଥା ଅକ୍ଟୋବର ମାସ ୧୦ ତାରିଖ ଗୁରୁବାର ୨୦୨୪ ରେ ଦୁର୍ଗତି ନାଶିନୀ ମାଁ ଦୁର୍ଗାଦେବୀଙ୍କ ଆବାହନରେ ଚଳଚଞ୍ଚଳ ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତିପିଠ। ଆଜି ପୂଜା ମଣ୍ଡପରେ ମହାମାୟାଙ୍କ ର ହେଉଛି…
ମାଁ ଦୁର୍ଗାଙ୍କ ମହାଗୋୖରୀ ବେଶ
ପଦ୍ମପୁର :- ମାଁ ଦୁର୍ଗାଙ୍କ ନବରାତ୍ରୀ ପୂଜା ର ଆଜି ଅଷ୍ଟମ ଦିନରେ ମାଁ ଦୁର୍ଗା ସୁଖ ଓ ଶାନ୍ତି ର ପ୍ରତିକ ମହାଗୋୖରୀ ବେଶ ରେ ପଦ୍ମପୁର ବନ ଦୁର୍ଗା ମନ୍ଦିର ଠାରେ ପୂଜା ପାଉଛନ୍ତି । ଆଜିର ପୂଜାରେ ପ୍ରତ୍ୟେକ ଦିନର କର୍ତ୍ତା ଅନିଲ କୁମାର ବେହେରା ଓ ତାଙ୍କ ଧର୍ମପତ୍ନୀ ସୁଦେଷ୍ଣା ବେହେରା…
ରାବଣ ପୋଡି ଉତ୍ସବ ପାଇଁ ପ୍ରସ୍ତୁତି :ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ l
ଝାରବନ୍ଧ-ମନୋହର ଦାଶ: ଗତ ତେତିଶ ବର୍ଷ ଧରି ନୀରବଛିନ୍ନ ଭାବେ ଚାଲିଆସିଥିବା ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦର୍ହl ଗ୍ରାମ ରେ କୁମାର ପୁର୍ଣିମା ରାବଣ ପୋଡି ଉତ୍ସବ ଚଳିତ ବର୍ଷ ତେତିଶ ବର୍ଷ ରେ ପଦାର୍ପଣ କରିଅଛି l ପୂଜା କମିଟି ପକ୍ଷରୁ ପୂଜାକୁ ସଫଳ କରିବା ପାଇଁ…
ସ୍ତନ କର୍କଟ ନିମନ୍ତେ ସମ୍ମମରେ ବ୍ରାକିଥେରାପି ଚିକିତ୍ସା ଉପଲବ୍ଧ
ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍ଟରଷ୍ଟିସିଆଲ୍ ଇମ୍ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ ଆଭ୍ୟନ୍ତରୀଣ ବିକୀରଣ ପ୍ରକ୍ରିୟା ଯେଉଁଥିରେ…
ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାର ସୁନାରୀମୁଣ୍ଡା ଓ ବୃନ୍ଦାମାଳ ଗ୍ରାମରେ ସ୍ୱାସ୍ଥ୍ୟ ସଚେତନତାକୁ ପ୍ରୋତ୍ସାହିତ କରିଛି
ଝାରସୁଗୁଡ଼ା,୧୦ ଅକ୍ଟୋବର, ୨୦୨୩, : ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହାୟତାରେ ଝାରସୁଗୁଡ଼ାରେ ଏକ ସ୍ୱାସ୍ଥ୍ୟ ସଚେତନତା ଅଧିବେଶନ ଆୟୋଜନ କରିଥିଲା ଓ ପରେ ଏକ ରାଲିରେ ସୁନାରୀମୁଣ୍ଡା ଓ ବୃନ୍ଦାମାଳ ଗ୍ରାମରେ ୨୦୦ ସ୍ଥାନୀୟ ବାସନ୍ଦାଙ୍କ…
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ
ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ…