Sign in
Sign in
Recover your password.
A password will be e-mailed to you.
ଲକ୍ଷ୍ମୀ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଠିକ ଥିଲା, ହେଲେ କିଛି ଖଲ ପ୍ରକୃତିର ଲୋକେ ନିର୍ମିତ ହୋଇଥିବା…
ଲକ୍ଷ୍ମୀ ବସଷ୍ଟାଣ୍ଡ ଭାଙ୍ଗିବା ଘଟଣାରେ ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ସରପଞ୍ଚ
ଝରୀଗାଁ,ନବରଙ୍ଗପୁର ତା୧୫/୦୭- ଅଶୋକ ସାହୁ, ଶାସକ ପ୍ରଶାସକ ରାଜ୍ୟର ପ୍ରତ୍ୟେକ ପଂଚାୟତରେ ଲକ୍ଷ୍ମୀ ବସ ଗଡ଼ିବା ପରେ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ପଂଚାୟତରେ ଲକ୍ଷ୍ମୀ ବସ ଷ୍ଟାଣ୍ଡ…
ନୂଆପଡ଼ା ବିଭିନ୍ନ ସ୍ଥାନ ରେ ବାହୁଡ଼ା ଯାତ୍ରା ହର୍ଷ ଉଲ୍ଲାସରେ ପାଳିତ
ନୂଆପଡ଼ା ଜିଲ୍ଲା ରୁ କଲି ମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡ଼ା ପ୍ରସିଦ୍ଧ ବାହୁଡ଼ା ଯାତ୍ରା ହର୍ଷ ଉଲ୍ଲାସ ରେ ପାଳିତ ହୋଇଯାଇଅଛି। ମାଉସୀ ମନ୍ଦିର ରୁ ତିନି ଠାକୁର ରଥାରୁଢ଼ ହୋଇଥିବା ବେଳେ ସେବାୟତ ମାନେ ତିନି ଠାକୁରଙ୍କ ନୀତି କାନ୍ତି କରିଥିଲେ। ଭକ୍ତଙ୍କ ଦର୍ଶନ ନିମନ୍ତେ…
ଧର୍ମଗଡ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ତା୧୫.୭.୨୦୨୪:ଆଜି ଧର୍ମଗଡବ୍ଲକସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପ ଜିଲ୍ଲାପାଳ ,ଧର୍ମଗଡ ଧୀମନ୍ ଚକମା, ଜିଲ୍ଲା…
ତନୁଜା ଶତପଥୀ ସମ୍ବର୍ଦ୍ଧିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଗତି ମହିଳା ସଙ୍ଗଠନର ସମ୍ପାଦିକା ତଥା ଗଜପତିର ବେଶ୍ ଜଣାଶୁଣା ବ୍ୟକ୍ତିତ୍ବ ତନୁଜା ଶତପଥୀ କୋଣାର୍କ ଠାରେ ଅନୁଷ୍ଠିତ ବେଳାଭୂଇଁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଅନୁଷ୍ଠିତ ସ୍ଵତନ୍ତ୍ର ସାହିତ୍ୟ ଆସର "ଚନ୍ଦ୍ରଭାଗାର ଅଶ୍ରୁ" କାର୍ଯ୍ୟକ୍ରମରେ …
ପାରଳାଖେମୁଣ୍ଡି ଠାରେ ଶ୍ରୀଜିଉ ମାନଙ୍କ ପବିତ୍ର ବାହୁଡ଼ା ଯାତ୍ରା
https://youtu.be/rU7zUp0EYRQ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ସୋମବାର ଦିନ ଚତୁର୍ଦ୍ଧା ମୂର୍ତ୍ତି ତଥା ଶ୍ରୀଜୀଉ ମାନଙ୍କ ପବିତ୍ର ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ପୂର୍ବାହ୍ନରେ…
ପବିତ୍ର ବାହୁଡା ଯାତ୍ରା ଅବସରରେ ଚାକ୍ଷୁସ ଧାରା ବିବରଣୀ ବ୍ୟବସ୍ଥା
ରାୟଗଡ:-ତା. ୧୫/୦୭-ପବିତ୍ର ବାହୁଡା ଯାତ୍ରା ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରଥଯାତ୍ରାର ଚାକ୍ଷୁସ ଧାରା ବିବରଣୀ ପାଇଁ ବ୍ୟବସ୍ଥା କରାଯାଇଥିଲା । ଶ୍ରଦ୍ଧା ଶ୍ରୀକ୍ଷେତ୍ରର ବଡ଼ ଦାଣ୍ଡରେ ବିଭାଗ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର…
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆନ୍ତଃ ରାଜ୍ୟ ବିବାଦ ସମ୍ବନ୍ଧୀୟ ଜଳସେଚନ ପ୍ରକଳ୍ପ ସମୀକ୍ଷା
ଓଡିଶାର ସ୍ବାର୍ଥ ବିରୋଧୀ ତଥା ଓଡିଶାବାସୀଙ୍କ ଜୀବିକା ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରକଳ୍ପ ଗୁଡିକୁ ଜୋରଦାର ବିରୋଧ କରାଯିବ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଓଡିଶା ସହିତ ଜଡିତ ଥିବା ବିଭିନ୍ନ ଆନ୍ତଃ ରାଜ୍ୟ ଜଳସେଚନ ପ୍ରକଳ୍ପ ଗୁଡିକର ସମୀକ୍ଷା…
ଆତିଥେୟତା କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ପ୍ରଥମ କୌଶଳ ଭବନ ଉଦ୍ଘାଟିତ,ଆଉ ୯ ଟି ଖୋଲାଯିବ
ନିର୍ମାଣ କ୍ଷେତ୍ରରେ ଯୁବବର୍ଗଙ୍କୁ ଦକ୍ଷ କରିବା ପାଇଁ ୧୦ଟି ବିଶ୍ବକର୍ମା କେନ୍ଦ୍ର ସ୍ଥାପନ କରାଯିବ
ଦକ୍ଷତାରେ ଗୁଣବତ୍ତା ହାସଲ କରି ଯୁବବର୍ଗଙ୍କୁ ନିଯୁକ୍ତିଯୋଗ୍ୟ କରିବା ପାଇଁ ‘ସି.ଏମ.- ଆସ୍ପାୟାର’(CM-ASPIRE) ଯୋଜନାର ଘୋଷଣା
ସ୍ଥାନୀୟ ନିଯୁକ୍ତି ପାଇଁ ଦକ୍ଷତା ବିକାଶ…
ବେଦାନ୍ତ ଆଲୁମିନିୟମ ପକ୍ଷରୁ ଗୋଷ୍ଠୀ ସ୍ୱାସ୍ଥ୍ୟର ସୁଦୃଢ଼ୀକରଣ
ଝାରସୁଗୁଡ଼ା ଓ ଲଇକେରା ଡାଇକ୍ଳୋଷ୍ଟିକ୍ ସେଣ୍ଟରରେ ୨୦ ହଜାରରୁ ଅଧିକ ଡାକ୍ତରୀ ପରୀକ୍ଷା
ଝାରସୁଗୁଡ଼ା, ୧୫ ଜୁଲାଇ ୨୦୨୪: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ଓ ଲଇକେରାରେ ଥିବା ଅତ୍ୟାଧୁନିକ ଡାଇକୋଷ୍ଟିକ୍ ସେଣ୍ଟର ୨୦,୦୦୦ରୁ ଅଧିକ ରୋଗୀଙ୍କ…
ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ ହେଲା ସଫଳ : ଦୁବାଇରୁ ବାହୁଡ଼ିଲେ ୮ ଓଡିଆ
ଭୁବନେଶ୍ବର, ୧୫|୦୭- ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରେ ଫସିଥିବା ୮ ଜଣ ଓଡିଆ ଯୁବକ ଆଜି ନିଜ ଜନ୍ମମାଟିକୁ ଫେରିଛନ୍ତି| ଏହି ୮ ଜଣଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ…