Sign in
Sign in
Recover your password.
A password will be e-mailed to you.
୧୦୦ ଦିନ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ପୃଷ୍ଟିକର ‘ତିଥି ଭୋଜନ’
"ଶିକ୍ଷା ସପ୍ତାହ"ର ଶେଷ କାର୍ଯ୍ୟକ୍ରମ ଦିବସ
ଦୁଇ ଦିନ ପାଳିତ ହେଉଛି “ଗୋଷ୍ଠୀ ସମ୍ପୃକ୍ତି ଦିବସ”
“ବିଦ୍ୟାଞ୍ଜଳୀ” ପୋର୍ଟାଲ ମାଧ୍ୟମରେ ଯୋଡ଼ି ହେବେ ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକ"
ଭୁବନେଶ୍ବର, ୨୮/୭: ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ…
କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ପ୍ରସ୍ତୁତି ବୈଠକ
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): କୁଲାଡ ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ଜୁଲାଇ ମାସ ୨୮ ତାରିଖ ରବିବାର ଦିନ ମଧ୍ୟାହ୍ନ ସମୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଶ୍ବହିନ୍ଦୁ ପରିଷଦର ୬୦ ବର୍ଷ ପୂର୍ତ୍ତି ଉତ୍ସବ, ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ…
ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ଦ୍ୱତୀୟ ପ୍ରତିଷ୍ଠା ଦିବସ ଓ ବନ୍ଧୁ ମିଳନ ପାଳିତ
ରାୟଗଡ: ସ୍ଥାନୀୟ ବାଲୁଙ୍କେଶ୍ୱର ଶିବ ମନ୍ଦିର ପରିସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ଦ୍ୱତୀୟ ପ୍ରତିଷ୍ଠା ଦିବସ ଓ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି l ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗାଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥିଭାବେ ରାୟଗଡ ପୌର ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା…
ଖଲ୍ଲିକୋଟ ର ଶ୍ରୀ ଶ୍ରୀ ଶ୍ରୀ ବରାଳ ବାଲୁଙ୍କେଶ୍ଵର ମନ୍ଦିର ରେ ବୋଲବମ୍ ଭକ୍ତଙ୍କ ଭିଡ଼ ।
(ଶାସକ ପ୍ରଶାସକ /ଖଲ୍ଲିକୋଟ ରୁ ଶିବରାମ ଜେନା) : ଶ୍ରାବଣ ମାସ ରେ ପ୍ରଥମ ସୋମବାର ଦିନ ଠାରୁ ଆରମ୍ଭ କରି ମାସର ପ୍ରତ୍ୟେକ ସୋମବାର ମାନଙ୍କରେ ଶିବାଳୟ ମନ୍ଦିରରେ ବୋଲବମ୍ ଭକ୍ତ ଙ୍କ ସମାଗମ ହୋଇ ଥିବା ଦେଖିବାକୁ ମିଳିଥାଏ। କିନ୍ତୁ ଖଲ୍ଲିକୋଟ ର ଶ୍ରୀ ଶ୍ରୀ ଶ୍ରୀ ବରାଳ ବାଲୁଙ୍କେଶ୍ୱର ମନ୍ଦିର…
କମ୍ରେଡ୍ ଚାରୁ ମଜୁମଦାରଙ୍କ ୫୨ତମ ଶହୀଦ ଦିବସ ପାଳନ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଚଳିତ ମାସ ଜୁଲାଇ 28 ତାରିଖ ଦିନ ସାରା ଭାରତରେ ସି ପି ଆଇ (ଏମ ଏଲ) ଲିବରେସନ ର ପୂର୍ବତନ ସାଧାରଣ ସମ୍ପାଦକ କମ୍ରେଡ ଚାରୁମଜୁମ ଦାର କଂ 52 ତମ ଶହୀଦ ଦିବସ ରେ ଗୁଣପୁର ବ୍ଲକ ଅନ୍ତର୍ଗତ ଲୁଗୁଂରୁତାଲ, କୁକୁରୁଗୁଡା, ଚାଲକମ୍ଭା, ଜାମ୍ଭଗୁଡା,…
ଜବାହର ନବୋଦୟ ବିଦ୍ୟାଳୟରେ ଶିକ୍ଷା ସପ୍ତାହର ଉଦଯାପନୀ ଉତ୍ସବ ପାଳିତ।
ପଦ୍ମପୁର :- ଭାରତ ସରକାରଙ୍କ ଦ୍ୱାରା ଗତ ତା ୨୨/୭ରୁ ଆରମ୍ଭ ହୋଇଥିବା ଶିକ୍ଷା ସପ୍ତାହର ଉଦଯାପନୀ ଉତ୍ସବ ଆଜି ଜବାହର ନବୋଦୟ ବିଦ୍ୟାଳୟରେ ମହାଆଡମ୍ବର ସହିତ ପାଳିତ ହୋଇଯାଇଛି l ଶିକ୍ଷା ସପ୍ତାହର ବିଭିନ୍ନ ଦିନର କାର୍ଯ୍ୟକ୍ରମକୁ ବିଦ୍ୟାଳୟରେ ପୂର୍ବରୁ ସୁଚାରୁ ରୂପେ ପାଳନ କରାଯାଇଥିଲାବେଳେ…
ଓଡ଼ିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟଭାବେ ଗଢ଼ିବା ପାଇଁ ସମସ୍ତେ ଆଗେଇ ଆସନ୍ତୁ-ରାଜ୍ୟପାଳ
ନିଯୁକ୍ତି ମେଳା ଯୁବଗୋଷ୍ଠୀଙ୍କ ସ୍ୱପ୍ନକୁ ସାକାର କରିବାରେ ମାଧ୍ୟମ ସାଜିବ
ଭୁବନେଶ୍ୱର (୨୭.୦୭.୨୦୨୪)- ନିଯୁକ୍ତି ମେଳା ଯୁବଗୋଷ୍ଠୀଙ୍କ ସ୍ୱପ୍ନକୁ ସାକାର କରିବାର ମାଧ୍ୟମ ସାଜିବ ବୋଲି ରାଜ୍ୟପାଳ ରଘବର ଦାସ କହିଛନ୍ତି । ଚଳିତ ଜୁଲାଇ ୨୭ ତାରିଖ ଶନିବାର ଦିନ ପୂର୍ବାହ୍ନରେ ଇଣ୍ଡିଆନ…
ବୀର ସୈନିକମାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ : ମନମୋହନ ସାମଲ
ନୂଆପିଢ଼ୀକୁ ବୀର ସୈନିକଙ୍କ ବୀରତ୍ୱ ତଥା ବଳିଦାନ ବିଷୟରେ ପରିଚିତ କରାଯିବ: ଅଭିଳାଷ ପଣ୍ଡା
ଜାତୀୟ ପତାକା ହେଉଛି ଦେଶବାସୀଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ
୧୦୦୦ ମିଟର ଲମ୍ବ ତ୍ରିରଙ୍ଗା ପତାକାକୁ ଧରି ଚାଲିଲେ ଯୁବଗୋଷ୍ଠୀ
ଭୁବନେଶ୍ୱର,ତା.୨୭/୦୭: କାରଗିଲ…
“ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମ: ପ୍ରଦ୍ୟୁମ୍ନ ପଟ୍ଟନାୟକଙ୍କ “ଶୁଚିସ୍ମିତାର କାହାଣୀ’…
ଭୁବନେଶ୍ୱର: ଭାରତୀୟ ସାହିତ୍ୟରେ ଓଡ଼ିଆ ଗଳ୍ପର ଆଦର ରହିଛିା ଗଳ୍ପର ଉପାଦାନ, କାରିଗରୀ, ଚରିତ୍ର ଓ ଘଟଣାକୁ ନେଇ ପାଠକୀୟ ଆବେଦନ ତିଆରି ହୁଏ ବୋଲି ବିଶିଷ୍ଟ କଥାକାର ପରେଶ କୁମାର ପଟ୍ଟନାୟକ ମତ ଦେଇଛନ୍ତିା ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ "ସାହିତ୍ୟ…
ଆଠ କିଲୋ ଗଞ୍ଜେଇ ସହ ଜଣେ ଗିରଫ।
ବାସୁଦେବପୁର - ଅବକାରୀ ବିଭାଗ ବାସୁଦେବପୁର ପକ୍ଷ ରୁ ସ୍ଥାନୀୟ କମାର ଗାଁ ଛକ ନିକଟରେ ଚଢ଼ାଉ କରାଯାଇ ଆଠ କେଜି ଗଞ୍ଜେଇ ସହ ଜଣେ ବ୍ୟକ୍ତି ଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ହେଲେ ତାପସ କୁମାର ମହାନ୍ତି, ଭୋଇ ସାହି ଚନ୍ଦିଆ ବୋଲି ସୂଚନା ମିଳିଛି। ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ସହ…