Sign in
Sign in
Recover your password.
A password will be e-mailed to you.
ବାଣପୁରର ସ୍ବନାମଧନ୍ୟ ବରିଷ୍ଠ ଆଇନଜୀବୀ ସତ୍ୟନାରାୟଣ ମହାପାତ୍ରଙ୍କ ପରଲୋକ
ବାଣପୁର:(ସେକ କୌସର ):ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ସ୍ବନାମଧନ୍ୟ ବରିଷ୍ଠ ଆଇନଜୀବୀ ତଥା ବାଣପୁର ଓକିଲ ସଂଘର ପ୍ରତିଷ୍ଠାତା ସତ୍ୟନାରାୟଣ ମହାପାତ୍ରଙ୍କ ଆଜି ପରଲୋକ ଘଟିଛି। ତୁମୁରାପୁଟ ଗ୍ରାମସ୍ଥିତ ନିଜ ବାସଭବନରେ ୮୭ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ସ୍ବର୍ଗତ ଶ୍ରୀ…
ନିଶ୍ଚିନ୍ତକୋଇଲିରେ କାଉଡିଆ ଉପରେ ଗାଡି ଦୁର୍ଘଟଣା ଘଟଣା
ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଜ୍ୟୋତିପ୍ରକାଶ : ଉତ୍ତମ ଚିକିତ୍ସା ସେବା ଯୋଗାଇବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରି କଲେ ପରିବାର ଲୋକେ l
(ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ତହସିଲ କାର୍ଯ୍ୟାଳୟ ଛକରେ ଗତ ୨୮ ତାରିଖ…
ଜିଲ୍ଲାରେ କୃଷକ ସର୍ବଦା ଅଗ୍ରଗଣ୍ୟ ଏବଂ ଜିଲ୍ଲାରେ କୃଷକର ସମସ୍ୟା ଦୂର କରିବା ପାଇଁ ଆମେ ପ୍ରତିବଦ୍ଧ ହେବା :…
ଉପ-ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମୟୂରଭଞ୍ଜ ଜିଲ୍ଲାରେ କୃଷି ଏବଂ ଉଦ୍ୟାନ କୃଷି ବିଭାଗ, ଶକ୍ତି ବିଭାଗ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ
ବାରିପଦା /ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ, ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓଙ୍କ…
ସରକାରୀ ଓ ବେସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାର ବୃଦ୍ଧି ପାଇବ – ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ଓଡିଶା ପବ୍ଲିସର୍ସ ଆଣ୍ଡ ବୁକ୍ ସେଲର୍ସ ଆସୋସିଏସନ
ଓଡିଆ ଅସ୍ମିତାର ସୁରକ୍ଷା ପାଇଁ ନୂଆ ଜାଗରଣ ଆଣିଛନ୍ତି ମୁଖ୍ୟମନ୍ତ୍ରୀ, ଓଡ଼ିଆ ଭାଷା ସାହିତ୍ୟରେ ଅଧିକ ପୁସ୍ତକ ପ୍ରକାଶନର ସମ୍ଭାବନା ଉଜ୍ଜଳ ହୋଇଛି– ପବ୍ଲିସର୍ସ ଆସୋସିଏସନ
ଭୁବନେଶ୍ବର,:…
କେଦାରନାଥରେ ଫସି ରହିଥିବା କେନ୍ଦୁଝର ଜିଲ୍ଲାର ୪ ଜଣ ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଜାରି ରହିଛି ଉଦ୍ୟମ
ନିୟମିତ ସମ୍ପର୍କରେ ଅଛନ୍ତି କେନ୍ଦୁଝର ଜିଲ୍ଲାପାଳ, ପ୍ରଦାନ କରାଯାଉଛି ଆବଶ୍ୟକ ସହାୟତା
ଭୁବନେଶ୍ୱର : ଖରାପ ପାଗ ଯୋଗୁଁ କେଦାରନାଥରେ ଫସି ରହିଥିବା କେନ୍ଦୁଝର ଜିଲ୍ଲାର ୪ ଜଣ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝର ଜିଲ୍ଲା…
ପୋଲସରାରେ ସ୍ବର୍ଗତ ବିଶ୍ବନାଥ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନପାଇଁ ସଂସ୍କୃତି ମନ୍ତ୍ରୀଙ୍କୁ ପତ୍ର ଲେଖିଲେ ପଶୁ ସମ୍ପଦ…
ପ୍ରତ୍ୟେକ ବର୍ଷ ତାଙ୍କ ଜନ୍ମ ଦିବସକୁ ରାଜ୍ୟ ସ୍ତରୀୟ ଉତ୍ସବ ଭାବରେ ପାଳନ କରିବାକୁ କଲେ ଅନୁରୋଧ
ଭୁବନେଶ୍ୱର : ଓଡ଼ିଶାର ବରପୁତ୍ର ମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ତଥା ଉତ୍ତର ପ୍ରଦେଶର ପୂର୍ବତନ ରାଜ୍ୟପାଳ ସ୍ବର୍ଗତ ବିଶ୍ବନାଥ ଦାସ ଅନ୍ୟତମ । ରାଜ୍ୟର ଏହି…
ବୁଧିପଡ଼ାରେ ସୋଆର ବୃକ୍ଷରୋପଣ ଓ ଗାଜର ଘାସ ନିରାକରଣ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର, ୦୩ ଅଗଷ୍ଟ: ଭୁବନେଶ୍ୱର ଉପକଣ୍ଠ ବୁଧିପଡ଼ା ଗ୍ରାମରେ ‘ସୋଆ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ’ ଅଧୀନରେ ସୋଆ ଏନ୍ଏସ୍ଏସ୍ ଓ ରୋଟାରୀ କ୍ଲବ୍ର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ ଓ ଗାଜର ଘାସ ନିରାକରଣ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା…
ଭିଏତନାମ ବିଶ୍ୱବିଦ୍ୟାଳୟର ପ୍ରତିନିଧି ଦଳଙ୍କ ସୋଆ ପରିଦର୍ଶନ କାର୍ଯ୍ୟକ୍ରମ ଶେଷ
ଭୁବନେଶ୍ୱର, ୦୩ ଅଗଷ୍ଟ : ଜୁଲାଇ ୩୧ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ୪ ଦିନିଆ ପରିଦର୍ଶନରେ ଆସିଥିବା ଭିଏତନାମର ହୋ ଚି ମିନ ସିଟିରେ ଅବସ୍ଥିତ ସାଇଗନ୍ ଇଂଟରନ୍ୟାସ୍ନାଲ ୟୁନିଭର୍ସିଟିର ଏକ ୮- ଜଣିଆ ପ୍ରତିନିଧି ଦଳର ଗସ୍ତ ଶନିବାର ଶେଷ ହୋଇଛି ।ବିଶ୍ୱବିଦ୍ୟାଳୟର…
କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହେବ ଟାସ୍କ ଫୋର୍ସ
ରାଜ୍ୟରେ ଶିଳ୍ପ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଟେକ୍ସଟାଇଲ୍, ଖାଦ୍ୟ ପ୍ରକ୍ରିୟାକରଣ ପରି ଅଧିକ ନିଯୁକ୍ତି ପ୍ରଦାନକାରୀ କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ରାଜ୍ୟର…
ସ୍ୱାଧୀନତା ଦିବସ-୨୦୨୪ ପାଳନ ସମ୍ପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ
ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତିର ବିସ୍ତୃତ ସମୀକ୍ଷା
ଓଡ଼ିଆ ଅସ୍ମିତା ଓ ଓଡ଼ିଶାର ବରପୁତ୍ରମାନଙ୍କୁ କେନ୍ଦ୍ରରେ ରଖି ପ୍ରସ୍ତୁତି
ଦେଶପ୍ରେମ/ଜାତିପ୍ରେମ ଭାବନା ଉଦ୍ରେକ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ
ଭୁବନେଶ୍ୱର:…